ଭାରତୀୟ ଦଳକୁ ବଡ଼ ଝଟକା, ବିଶ୍ବ କପ୍ ପୂର୍ବରୁ ଆଘାତ ହେଲେ ଏହି ଖେଳାଳି
ୱାଣ୍ଡେ ୱାଲ୍ଡ କପ-୨୦୧୯ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଟିମ୍ କୁ ଲାଗିଛି ଏକ ବଡ଼ ଝଟକା । ୱାଣ୍ଡେ ୱାଲ୍ଡ ବା ବିଶ୍ବ କପ ଖେଳିବା ପାଇଁ ଇଂଲଣ୍ଡରେ ପହଞ୍ଚିଥିବା ଭାରତୀୟ ଦଳ ଆଜି ନିଜର ପ୍ରଥମ ଅଭ୍ୟାସ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ଖେଳିଥାନ୍ତେ। କିନ୍ତୁ ଗତକାଲି ଭାରତୀୟ ଟିମର ଖେଳାଳି ବିଜୟ…
