Odia News Portal
Yearly Archives

2019

ଫିଲ୍ମର ବଦଳରେ ଚା’ ବିକୁଛନ୍ତି ଏହି ଅଭିନେତା …

ମୁମ୍ବାଇ()  ଶୁକ୍ରବାର ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦୀ’ ରିଲିଜ୍ ହୋଇଛି ।ଫିଲ୍ମରେ ମୋଦୀଜୀଙ୍କ ଚରିତ୍ର ନଜର ଆସିଥିବା ଅଭିନେତା ବିବେକ ଓବରଏ ଭିନ୍ନ ଅନ୍ଦାଜରେ ଲୋକଙ୍କୁ ସ୍ୱାଗତ କରିଥିଲେ । ସ୍କ୍ରିନିଙ୍ଗ ପାଇଁ ଆସିଥିବା ଲୋକଙ୍କୁ ନିଜ ହାତରେ ଚା’ ବାଣ୍ଟିଥିଲେ ଅଭିନେତା ବିବେକ ।ମୋଦୀ…

ଓଡ଼ିଶା ଆସିବ କଳ୍ପନାଙ୍କ ମର ଶରୀର

ଭୁବନେଶ୍ୱର()   ରାଜ୍ୟର ପ୍ରଥମ ଏଭରେଷ୍ଟ ଅରୋହଣକାରୀ କଳ୍ପନା ଦାଶଙ୍କ ମର ଶରୀର ଓଡ଼ିଶାକୁ ଅଣାଯିବ ।ଏ ନେଇ ଶୁକ୍ରବାର ରାଜ୍ୟ କ୍ରୀଡ଼ା ସଚିବ ନେପାଳରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖିଛନ୍ତି । ତେବେ ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଉଠାଇବେ ବୋଲି ଜଣାପଡ଼ିଛି । ଢେଙ୍କାନାଳ…

ତକ୍ଷଶୀଳା ଆର୍କେଡରେ ଅଗ୍ନିକାଣ୍ଡ, ୧୬ ମୃତ

ସୁରଟ()    ସୁରଟର ତକ୍ଷଶୀଳା ଆର୍କେଡରେ ନିଆଁ ଲାଗିଯାଇଛି। ଫଳରେ ଏପର୍ୟ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନିଆଁ ଲାଗିଥିବା ବିଲ୍ଡିଂରେ ଏବେବି ଅନେକ ଲୋକ ଓ ପିଲା ଫସି ରହିଥିବା ସୁରାଟ ପୋଲିସ କମିଶନର ସତୀଶ କୁମାର ମିଶ୍ର କହିଛନ୍ତି। ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ…

ଏହି ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୫ ଟି ଭୋଟ୍, ଆଉ ତାପରେ …

ରାଜନୀତିରେ ହାର ଜିତ ଲାଗି ରହିଥାଏ । ହାର ଜିତର ଏହି ଖେଳରେ କିଛି ପ୍ରାର୍ଥୀ ଏମିତି ଅଛନ୍ତି ଯିଏ ନିଜର ପରାଜୟ ପାଇଁ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସେମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ପ୍ରାର୍ଥୀ ଜଣକ ହେଉଛନ୍ତି ପଂଜାବର । ଏହି ପ୍ରାର୍ଥୀଙ୍କୁ…

ହାରିଲେ ଦୁଇ ଅଭିନେତ୍ରୀ

ଭୁବନେଶ୍ବର()  ଓଲିଉଡ୍ ଦୁନିଆର ପ୍ରତିଷ୍ଠିତଜଗତରୁ ରାଜନୀତି ମୈଦାନକୁ ଓହ୍ଲାଇ ଥିବା ଦୁଇ ଅଭିନେତ୍ରୀ ରାଜନୀତିରେ ଫେଲ ମାରିଛନ୍ତି । ବିଜେପିରୁ ଅପରାଜିତା ମହାନ୍ତି ଭୁବନେଶ୍ବର ଉତ୍ତର ଓ ପିଙ୍କି ପ୍ରଧାନ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଅଭିନେତ୍ରୀ ଅପରାଜିତା ମହାନ୍ତି…

କୁଆଡେ ଗଲା ମିସନ ୧୨୦

ଭୁବନେଶ୍ବର()  ନବୀନଙ୍କ ତେଜରେ ମୋଦି ହାୱା କାମ ଦେଲା ନାହିଁ । ବିଧାନସଭା ନିର୍ବାଚନକୁ ପୋଛିନେଲା ବିଜେଡି। ପ୍ରଥମେ ମିସନ ୧୨୦ କଥା କହିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ନିର୍ବାଚନ ପରେ ବିଧାନସଭାରେ ୭୦ରୁ ଅଧିକ ଆସନ ଦଖଲ କରି ସରକାର ଗଠନର ସ୍ବପ୍ନ ଦେଖୁଥିଲା ଗେରୁଆ ଦଳ । ୩୦…

ସୋମବାର ଦିନ ରାଜ୍ୟରେ ନୂଆ ମନ୍ତ୍ରିମଣ୍ଡଳ ଶପଥ !

ଭୁବନେଶ୍ବର()  ନୂଆ ମନ୍ତ୍ରୀମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ମଧ୍ୟ ଆରମ୍ଭ ହୋଇଯାଇଛି କଲ୍ପନାଜଳ୍ପନା । ବାରମ୍ବାର ଜିତି ଆସୁଥିବା ପ୍ରାର୍ଥୀମାନେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ପାଇଁ ବ୍ୟଗ୍ର ହେଉଥିବାବେଳେ ମନ୍ତ୍ରୀମଣ୍ଡଳରେ ଯୁବ ଓ ମହିଳାଙ୍କୁ ନବୀନ ଅଧିକ ପ୍ରାଧାନ୍ୟ ଦେବେ…

ନବୀନଙ୍କୁ ବୈଜୟନ୍ତଙ୍କ ଶୁଭେଚ୍ଛା

ଭୁବନେଶ୍ବର()  ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାସହ ସାଂସଦ ଅନୁଭବ ମହାନ୍ତିଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଛନ୍ତି। ଏଥର କେନ୍ଦ୍ରାପଡ଼ା ଆସନରେ ଅନୁଭବ ଓ ବୈଜୟନ୍ତ ମଧ୍ୟରେ ଲଢ଼େଇ ହୋଇଥିଲା।…

ଇସ୍ତଫା ଦେଲେ ପିସିସି ସଭାପତି

ଭୁବନେଶ୍ବର()  ଇସ୍ତଫା ଦେଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ।ପିସିସି ସଭାପତି ପଦରୁ ଇସ୍ତାଫା ଦେଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନିରଂଜନ । ଓଡିଶାରେ ୧୦ଟି ବିଧାୟକ ଜିତିବାରେ ସମର୍ଥ ହୋଇନି କଂଗ୍ରେସ । ଓଡିଶାରେ ଏହି ପରାଜୟ ପାଇଁ ନୈତିକ ଦାୟିତ୍ୱ ଗ୍ରହଣ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନାଇଡୁ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚନ୍ଦ୍ରବାବୁ ନାଇଡୁ । ୧୯ କୁରୁକ୍ଷେତ୍ରରେ ମୋଦିଙ୍କ ଦମ୍ ଆଗରେ ବିରୋଧୀଙ୍କ ସବୁ ରଣନୀତି ଫେଲ୍ ମାରିଛି । ଆନ୍ଧ୍ରପ୍ରଦେଶରେ ଟିଡିପିକୁ ମାତ୍ ଦେଇ ଅଧିକ ଆସନ ହାତେଇଛି ଭାରତୀୟ ଜନତା ପାର୍ଟି । ରାଜ୍ୟରେ ନିଜ ଦଳର ବିଫଳତା ପରେ ଆଜି ସନ୍ଧ୍ୟାରେ…