Odia News Portal
Yearly Archives

2019

୯ଟି ଜିଲ୍ଲାକୁ ସତର୍କ ସୂଚନା

ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ମୟୁରଭଞ୍ଜ, ସୁନ୍ଦରଗଡ଼ା, କେନ୍ଦୁଝର, ବାଲେଶ୍ୱର,…

୩ୟ ପର୍ୟ୍ୟାୟରେ ରାଜ୍ୟରେ ୭୧.୬୧% ମତଦାନ

ତୃତୀୟ ପର୍ୟ୍ୟାୟ ନିର୍ବାଚନରେ ରାଜ୍ୟରେ ୭୧.୬୧ ପ୍ରତିଶତ ମତଦାନ ହୋଇଛି। କେନ୍ଦୁଝରରେ ସର୍ବାଧିକ ୭୮.୧୬ ପ୍ରତିଶତ ଭୋଟର ନିଜର ମତ ସାବ୍ୟସ୍ତ କରିଥିବାବେଳେ ଭୁବନେଶ୍ୱରରେ ସର୍ବନିମ୍ନ ୫୯.୬୦ ପ୍ରତିଶତ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ସମ୍ବଲପୁର ଲୋକସଭା କ୍ଷେତ୍ରରେ ୭୬.୩୮…

ବିଜେଡି ସରକାର ଗଠନ ପାଇଁ ସ୍ପଷ୍ଟ ଜନମତ ପାଇସାରିଛି

ଭୁବନେଶ୍ବର () ଏଥର ଓଡିଶାରୁ ନବୀନ ପଟ୍ଟନାୟକ ହଟିବେ । କେନ୍ଦ୍ରାପଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଭଳି ବକ୍ତବ୍ୟ ତାଙ୍କ ରାଜନୈତିକ ଅପରିପକ୍ବତାକୁ ଦର୍ଶାଉଛି ବୋଲି କହିଛି ବିଜେଡି । ବିଜେଡିର ଜଣେ ବରିଷ୍ଠ ନେତା ଦାବି କରିଛନ୍ତି ଯେ, ପ୍ରଥମ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ…

ମେ ୧୯ରେ ହେବ ପାଟକୁରା ନିର୍ବାଚନ

ଭୁବନେଶ୍ବର()  ପାଟକୁରା ପାଇଁ ନୂଆ ନିର୍ବାଚନ ତାରିଖ ମେ ୧୯ତାରିଖକୁ ଧାର୍ୟ୍ୟ ହୋଇଥିବା ବେଳେ ନାମାଙ୍କନ ଦାଖଲ ପାଇଁ ମେ ୧ତାରିଖ ଧାର୍ୟ୍ୟ କରାଯାଇଛି । ମେ ୨ତାରିଖରେ ଯାଞ୍ଚ ଓ ୪ତାରିଖରେ ପ୍ରାର୍ଥୀପତ୍ର ପତ୍ୟାହାର ପାଇଁ ନିର୍ବାଚନ କମିଶନ ସୂଚୀ ଘୋଷଣା କରିଛନ୍ତି । ଏହି ତାରିଖ ଘୋଷଣା ହେବା…

ଅଡୁଆରେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ() ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ୟାତନ ମାମଲାକୁ ‘ଷଡ଼ଯନ୍ତ୍ର’ କହି ଅଡୁଆରେ ପଡ଼ିଥିବା ଆଇନଜୀବୀ ଉତ୍ସବ ବେନସ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସେ ଏହି ଅଭିଯୋଗକୁ ‘ଷଡ଼ଯନ୍ତ୍ର’ ବୋଲି କହିବା ପରେ ସୁପ୍ରିମକୋର୍ଟର…

ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା

ଭୁବନେଶ୍ୱର() ଘୁଞ୍ଚିଲା ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି । ଆସନ୍ତା ୨୭ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ ।୨୨ ତାରିଖରେ ପିପିଲିରୁ ଗିରଫ ହେଲା ପରେ ମହାରଥୀଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ସେଠାରେ ତାଙ୍କର ଜାମିନ ଆବେଦନ ଶୁଣାଣିକୁ ୨୪ ତାରିଖ ପର୍ୟ୍ୟନ୍ତ…

ବିଜେଡି ସରକାରର ଶପଥ ଗ୍ରହଣ ଉତ୍ସବରେ ଅତିଥି ଭାବେ ଯୋଗ ଦେବାକୁ ମୋଦିଜୀଙ୍କୁ ଆମନ୍ତ୍ରଣ

ବାଲେଶ୍ବର () ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶାରେ ସରକାର ଗଠନ ଦାବି ଏବଂ ଓଡିଶାକୁ ବିଜେଡି ଗଲା ପରେ ସେ ପୁଣି ଓଡିଶା ଆସିବେ ବୋଲି ବକ୍ତବ୍ୟ ଉପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡା ଟିପ୍ପଣୀ ରଖିଛନ୍ତି । ସେ ମୋଦିଙ୍କୁ ବିଜେଡିର ପଞ୍ଚମ ପାଳି ସରକାର ଗଠନ ପାଇଁ…

ଆମିର ବିଜନେସ କ୍ଳାସ ଛାଡି ଇକୋନମିରେ କଲେ ଯାତ୍ରା, ଭାଇରାଲ ହେଲା ଭିଡିଓ

ମୁମ୍ବାଇ : ସାଧାରଣତଃ ସମସ୍ତ ବଲିଉଡ ଷ୍ଟାର ବିମାନ ଯାତ୍ରା ସମୟରେ ବିଜନେସ କ୍ଳାସରେ ହିଁ ଯାତ୍ରା କରିଥାନ୍ତି। କିନ୍ତୁ ବଲିଉଡର ପରଫେକ୍ଟସନିଷ୍ଟ ଭାବେ ଜଣାଯାଉଥିବା ଆମିର ପୁଣି ଥରେ ନିଜକୁ ଅନ୍ୟ ଷ୍ଟାର ମାନଙ୍କରୁ ଭିନ୍ନ ପ୍ରମାଣିତ କରିଛନ୍ତି। ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓରେ…

ପୁଣି ଚମକିଲେ ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ

ପୁଣି ଚମକିଲେ ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ । ଦୋହା ଏସିଆନ ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ମହିଳା ୨ଶହ ମିଟର ଦୌଡ଼ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେମିଫାଇନାଲରେ ୨୩ ଦଶମିକ ୩୩ ସେକେଣ୍ଡରେ ୨୦୦ ମିଟର ଦୌଡ଼ି ସେ ଏହି ସଫଳତା ପାଇଛନ୍ତି । ଏହାପୂର୍ବରୁ ଶହେ ମିଟର ଦୌଡ଼ରେ ଜାତୀୟ…

ପୁଣି ଥରେ ଚିତପଟାଙ୍ଗ ମାରିବେ ନିରଂଜନ : ବଦ୍ରି

କେନ୍ଦୁଝର : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟରଙ୍କ ଇଭିଏମରେ ସିଲ ହୋଇଥିବା ବେଳେ ଚର୍ଚ୍ଚାରେ ରହିଛି କିଛି ହାଇପ୍ରୋଫାଇଲ ନିର୍ବାଚନମଣ୍ଡଳୀ । ସେ ମଧ୍ୟରୁ କେନ୍ଦୁଝର ଜିଲ୍ଲାର ଘସିପୁରା ଅନ୍ୟତମ । କାରଣ ଏହି ନିର୍ବାଚନମଣ୍ଡଳୀରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ବିରୋଧରେ ଲଢୁଥିଲେ…