Odia News Portal
Yearly Archives

2019

ବିକାଶ ପାଇଁ ୫ ବର୍ଷ ସମୟ ମାଗିଲେ ଗୃହମନ୍ତ୍ରୀ

୫ ବର୍ଷ ସୁଯୋଗ ଦିଅ, ଓଡ଼ିଶାକୁ ୧ ନମ୍ବର କରିଦେବୁ । ଆଜି ଯାଜପୁର ବରୀରେ ବିଜେପି ପାଇଁ ପ୍ରଚାର କରି ଏହା କହିଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂହ । ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ କାହିଁକି ଆୟୁଷ୍ମନ ଯୋଜନାକୁ ରାଜ୍ୟ ସରକାର କାର୍ୟ୍ୟକାରୀ କରୁନାହଁନ୍ତି ବୋଲି ପ୍ରଶ୍ନ କରିଛନ୍ତି…

ବିଜେପି ପ୍ରାର୍ଥୀ ଫେରାର ହେଲେ କିପରି : ବିଜେଡ଼ି

ଭୁବନେଶ୍ବର () ପୁରୀ ଜିଲ୍ଲା ସତ୍ୟବାଦି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କ ନାଁରୋ ପୋଲିସ ଲୁକ ଆଉଟ ନୋଟିସ ଜାରି କରିଛି । ସେ ଗତ 23 ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ଏକ ବୁଥରେ ଇଭିଏମ ଭାଙ୍ଗିବା ସହ ପୋଲିଂ ଅଧିକାରୀଙ୍କୁ ଧମକ ଦେଇଥିଲେ । ଓମପ୍ରକାଶଙ୍କ…

କିନ୍ନର ହେବେ ବିଗ୍ ବି

ଆଗାମୀ ଫିଲ୍ମରେ କିନ୍ନର ଚରିତ୍ରରେ ନଜର ଆସିବେ ଅମିତାଭ୍ ବଚ୍ଚନ । ୨୦୧୧ରେ ଆସିଥିବା ତାମିଲ୍ ହରର ଫିଲ୍ମ ମୁନି – ୨ : କଞ୍ଚନାର ଆସୁଛି ହିନ୍ଦି ରିମେକ୍ । ଯେଉଁଥିରେ ଅମିତାଭ୍ କଞ୍ଚନା ଚରିତ୍ରରେ ଅଭିନୟ କରିବେ । କଞ୍ଚନା ଜଣେ କିନ୍ନର ଯିଏ ନିଜ ମୃତ୍ୟୁର ନେଉଛି ପ୍ରତିଶୋଧ । ଏହି ଫିଲ୍ମର…

କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର()   ଆଜି ଅପରାହ୍ଣ ୩ଟା ପର ଠାରୁ ସନ୍ଧ୍ୟା ୬ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି । ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହଠାତ୍ ପାଗରେ ପରିବର୍ତ୍ତନ ହେବା ସହ…

ଆଜି ରାଜ୍ୟର ୯ଟି ବୁଥରେ ସାନି ମତଦାନ

ଭୁବନେଶ୍ବର()  ଆଜି ୯ଟି ରାଜ୍ୟରେ ହେବ ସାନି ମତଦାନ । ଏହି ୯ଟି ବୁଥରେ ସାନି ମତଦାନ ହେବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଏନେଇ ନିର୍ଦ୍ଦେଶ ଦେଇଥିଲେ ସିଇଓ ସୁରେନ୍ଦ୍ର କୁମାର । ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟରେ ସାନି…

ଭଦ୍ର ମୁଖା ପିନ୍ଧି ଶହ ଶହ କୋଟି ଟଙ୍କାର ବ୍ୟାପାର କରୁଛନ୍ତି ବୈଜୟନ୍ତ : ବିଜେଡି

ଭୁବନେଶ୍ବର () ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କାହିଁକି ଅର୍ଥ ସଂପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେବାକୁ ଚାହୁଁଛନ୍ତି ତାର ଗୁମର ଖୋଲିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବୈଜୟନ୍ତ କିଭଳି ଭାବେ ରାଜନୀତିକୁ ନିଜର ପାରିବାରିକ ଇମ୍ଫା କମ୍ପାନୀର…

ଫେରାର ହେଲେ ବିଜେପି ବିଧାୟକ ପ୍ରାର୍ଥୀ

ସତ୍ୟବାଦୀ()  ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରକୁ ଖୋଜୁଛି ପୋଲିସ । ଏହି ଘଟଣାରେ ସେ ଫେରାର ହୋଇଯାଇଛନ୍ତି । ତେବେ ତାଙ୍କୁ ଖୋଜିବା କାମ ଜାରି ରହିଛି । ଏହି ଘଟଣାରେ ପୋଲିସ ଗତକାଲି ଓମ୍ ପ୍ରକାଶଙ୍କ ୨ ଜଣ ସମର୍ଥକଙ୍କୁ ଗିରଫ କରିଛି । ମଙ୍ଗଳବାର ଦିନ ମତଦାନ ବେଳେ କଣାସ ବ୍ଲକ୍…

କାଳିଆ ଓ ଆହାର ବନ୍ଦ କରିବାକୁ ଚକ୍ରାନ୍ତ ହୋଇଛି : ନବୀନ

ମୟୁରଭଞ୍ଜ () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଂଜ ଜିଲ୍ଲାରେ ମାରାଥନ ପ୍ରଚାର କରିଛନ୍ତି । ବିଭିନ୍ନ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ଭୋଟ ପରେ ସ୍ଥିତି ସ୍ପଷ୍ଟ ହୋଇଯାଇଛି । କେନ୍ଦ୍ରରେ କୌଣସି ଜାତୀୟ ଦଳ ବହୁମତ ପାଇବେ ନାହିଁ । କେନ୍ଦ୍ରରେ…

କେନ୍ଦ୍ରାପଡ଼ାବାସୀଙ୍କୁ ଠକିବା ପାଇଁ ‘ଡବଲ-ବି’ର ଷଡଯନ୍ତ୍ର

ଭୁବନେଶ୍ବର (): କେନ୍ଦ୍ରପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଠକାମୀ ସମ୍ପର୍କରେ ବିଜେଡ଼ି ଅଳ୍ପ ଦିନ ତଳେ ଖୁଲାସା କରିଥିଲା । ଇମ୍ଫା ମାଇନିଂ କମ୍ପାନୀର ଉପାଧ୍ୟକ୍ଷ ପଦରେ ଥାଇ ବର୍ଷକୁ କୋଟି କୋଟି ଟଙ୍କା ଦରମା ନେଉଥିଲେ ମଧ୍ୟ ୨୦୧୪ ନିର୍ବାଚନ ସତ୍ୟପାଠରେ କିଭଳି…

ଖରାଦିନେ ଏମିତି ନିଅନ୍ତୁ ତ୍ବଚାର ଯତ୍ନ

ଖରାଦିନେ ପ୍ରବଳ ଉତ୍ତାପ ଯୋଗୁଁ ତ୍ଵଚାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣମାନେ ବିଭିନ୍ନ ପ୍ରକାରର କେମିକାଲ ଯୁକ୍ତ ବିୟୁଟି ପ୍ରଡକ୍ଟସ ବ୍ୟବହାର କରିଥାଉ। କିନ୍ତୁ ଏହା ଆପଣଙ୍କ ତ୍ବଚାରେ ଖରାପ ପ୍ରଭାବ ମଧ୍ୟ ପକାଇଥାଏ। ସେଥିପାଇଁ ଖରାଦିନେ…