Odia News Portal
Yearly Archives

2019

ଯଦି ମହାରଥୀ ଗିରଫ ହେଲେ, ତେବେ ଧର୍ମେନ୍ଦ୍ର କାହିଁକି ବାଦ ପଡିଲେ ?

ଭୁବନେଶ୍ବର () ନିର୍ବାଚନ ଅଧିକାରୀଙ୍କୁ ସେମାନଙ୍କ କର୍ତ୍ତବ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଯଦି ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପୋଲିସ ଗିରଫ କଲା, ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି ବାଦ ପଡିବେ  । ଆଜି ବିଜେଡିର ଏକ ପ୍ରତିନିଧି ଦଳ ଏହି ପ୍ରଶ୍ନ ଉଠାଇ…

ପିପିଲି ନିର୍ବାଚନ ଉପରେ ଫରକ ପକାଇବନି ମହାରଥୀଙ୍କ ଗିରଫ

ପିପିଲି ନିର୍ବାଚନ ଉପରେ ଫରକ ପକାଇବନି ମହାରଥୀଙ୍କ ଗିରଫ ।ମହାରଥୀଙ୍କ ଗିରଫ ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ଆଉ ଏହାରି ଭିତରେ ବଡ ବୟାନ ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ମହାରଥୀଙ୍କ ଗିରଫ କୌଣସି ବି…

ଅନନ୍ତଙ୍କୁ ମିଳିବ ଏସ୍କର୍ଟ ସୁରକ୍ଷା

ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓଙ୍କ ଗାଡି ଉପରେ ବୋମାମାଡ ହୋଇଥିଲା। ଏହି ଘଟଣାରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଗୁରୁତର ଆହତ ହୋଇ କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ସୁରକ୍ଷା ଲାଗି ପୁଲିସ କର୍ମଚାରୀଙ୍କ ସହ ଏସକର୍ଟ ଗାଡ଼ି ଯୋଗାଇ ଦିଆଯିବ ବୋଲି କହିଛନ୍ତି…

ହିଂସା ଓ ଗୁଣ୍ଡାଗର୍ଦ୍ଦି ବିଜେପିର ଏଜେଣ୍ଡା : ନବୀନ

କଟକ () ନିର୍ବାଚନ ବେଳେ ବିଜେପିର ବଡ ବଡ ନେତାମାନଙ୍କର ଓଡିଶା କଥା ମନେ ପଡେ ।  ବନ୍ୟା ହେଲା ଆସିଲେନି । ଫାଇଲିନ ହେଲା ଆସିଲେନି । ହୁଡ ହୁଡ ହେଲା ଆସିଲେନି । ତିତିଲି ହେଲା ଆସିଲେନି । ମରୁଡି ହେଲା ଆସିଲେନି । କିନ୍ତୁ ଏବେ ଆସୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ୧୯୯୯…

ପ୍ରଦୀପ ମହାରଥୀ ଗିରଫ

ପୁରୀ() ଗିରଫ ହେଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ । ଫ୍ଲାଇଂ ସ୍କ୍ୱାଡ୍ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ପିପିଲି ଥାନା ପୁଲିସ୍ ଗିରଫ କରିଛି। ପୁଲିସ୍ ପ୍ରଥମେ ମହାରଥୀଙ୍କୁ ପିପିଲି ଥାନାରେ ପଚରାଉଚରା କରିଥିଲା। ପରେ ତାଙ୍କୁ ଗିରଫ…

କ୍ୟାପିଟାଲ ହସ୍ପିଟାଲରେ ଅନନ୍ତଙ୍କୁ ଦେଖା କଲେ ନବୀନ

ଭୁବନେଶ୍ୱର : ଗତକାଲି ପୂର୍ବତନ ମେୟର ତଥା ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡି ଉପରକୁ ହୋଇଥିବା ବୋମା ମାଡ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି । ଅନନ୍ତଙ୍କୁ ନବୀନ ସାକ୍ଷାତ କରି ଡାକ୍ତରଙ୍କଠୁ ତାଙ୍କ…

ଦିଲ୍ଲୀ ପାଇଁ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ ତାଲିକା, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି ସହ ମେଂଟ ନେଇ ଅନେକ ବିଚାର ବିମର୍ଶ ପରେ କୌଣସୀ ରାସ୍ତା ନ ବାହାରିବାରୁ ଆଜି କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକରେ ୬ଜଣଙ୍କ ନାମ ରହିଛି । ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ଏହାର ଠିକ୍ ଗୋଟିଏ…

ଖସିପଡିଲା ଫ୍ୟାନ, ଅଳ୍ପକେ ବର୍ତ୍ତିଲେ ନବଜାତ ଶିଶୁ ଓ ମା’

କାମାକ୍ଷାନଗର  : କାମାକ୍ଷାନଗର ସରକାରୀ ମେଡିକାଲରେ ଅଘଟଣ ଘଟିଛି । ଶୋଇଥିବା ବେଳେ ଖସିପଡିଲା ଫ୍ୟାନ। ଅଳ୍ପକେ ବର୍ତ୍ତି ଯାଇଛନ୍ତି ନବ ଜାତ ଶିଶୁ କନ୍ୟା ସମେତ ମା ଓ ସମ୍ପର୍କିୟ । ଗତକାଲି ବାଟଗାଁ ଗ୍ରାମର ସୁବାସିନି ବରଳାଙ୍କ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ଅଧିକ ଚିକିତ୍ସା ପାଇଁ…

୧ ରନ୍‌ରେ ଚେନ୍ନାଇକୁ ପରାସ୍ତ କଲା ବାଙ୍ଗାଲୋର୍‌

ବେଙ୍ଗାଲୁରୁ : ଆଇପିଏଲ୍‌ର ୩୯ତମ ମ୍ୟାଚ୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ୧ ରନ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ପରାସ୍ତ କରିଛି। ଉଭୟ ଦଳ ନିଜ ନିଜର ୧୦ମ ମ୍ୟାଚ୍‌ ଖେଳିଥିବାବେଳେ କୋହଲି ତୃତୀୟ ବିଜୟ ଏବଂ ଧୋନି ତୃତୀୟ ପରାଜୟ ବରଣ କରିଥିଲେ। ଆରସିବିର ୧୬୧ ରନ୍‌ ଜବାବରେ…

ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରେ ଆକ୍ରମଣ

ଭୁବନେଶ୍ୱର : ବିଜେଡି ପ୍ରାର୍ଥୀଙ୍କ ଉପରେ ବଡ ଆକ୍ରମଣ । ବିଜେଡିର ଭୁବନେଶ୍ୱର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡି ଉପରେ ବଡ ଆକ୍ରମଣ ହୋଇଛି । ଆଜି ନିର୍ବାଚନ ପ୍ରଚାର ପରେ ଫେରୁଥିବା ବେଳେ ଝାରପଡା କେନାଲ ରୋଡରେ ଅନନ୍ତଙ୍କ ଗାଡି ଉପରେ କିଛି ଦୃବୁର୍ତ୍ତ ଅଚାନକ ଆକ୍ରମଣ…