Odia News Portal
Yearly Archives

2019

ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍‌ରେ ପରାସ୍ତ

ଜୟପୁର : ୱାଙ୍ଖେଡ଼ ପରାଜୟର ପ୍ରତିଶୋଧ ଜୟପୁରରେ ରାଜସ୍ଥାନଠାରୁ ନେବା ପାଇଁ ମୁମ୍ବାଇ ଯେଉଁ ଲକ୍ଷ୍ୟ ରଖିଥିଲା, ତାହା ‍ଫସର ଫାଟିଯାଇଛି। ଆଜି ଘରୋଇ ପଡ଼ିଆରେ ରାଜସ୍ଥାନ ରୟାଲ୍ସ ଭ୍ରମଣକାରୀ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ରାଜସ୍ଥାନ ଚଳିତ ସିଜିନ୍‌ରେ ୯ଟି…

ନୀଳଚକ୍ର ଉପରେ ଚଢ଼ି ଗାମୁଛା ବାନ୍ଧିଲା ଅଜଣା ଯୁବକ

ପୁରୀ : ଶ୍ରୀମନ୍ଦିରରେ ସବୁ ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ନୀଳଚକ୍ର ଉପରେ ଜଣେ ଯୁବକ ଚଢ଼ିଯାଇଥିଲେ। ଓହ୍ଲାଇବା ପରେ ଉକ୍ତ ଯୁବକଙ୍କୁ ଶ୍ରୀମନ୍ଦିର ସିଂହଦ୍ବାରା ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ଯୁବକ ଜଣଙ୍କ ଭଦ୍ରକର ମହନ୍ତ ପୋଲି ଜଣାପଡିଛି। ଆଜି ସକାଳେ ନୀଳଚକ୍ର ଉପରେ ଯୁବକ…

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ ରାହୁଲଙ୍କୁ ଜୋରିମାନା

ମୁମ୍ବାଇ  : ଏକ ଟେଲିଭିଜନ ସୋରେ ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ ରାହୁଲଙ୍କ ବିରୋଧରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ। ମହିଳାଙ୍କ ବିରୋଧରେ ଅରୁଚିକର ବୟାନ ପାଇଁ ବିସିସିଆଇ ଓମ୍ବୁଡସମ୍ୟାନ ଡି କେ ଜୈନ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ…

ବିଜେପିରେ ସାମିଲ ହେବେ ସନ୍ନି ଦେଓଲ !

ନୂଆଦିଲ୍ଲୀ  : ବଲିଉଡ ଅଭିନେତା ତଥା ଧର୍ମେନ୍ଦ୍ରଙ୍କ ପୁଅ ସନ୍ନି ଦେଓଲ ରାଜନୀତିରେ ଓହଃଲ୍ଲାଇବ ନେଇ ଚର୍ଚ୍ଚା ଜୋର ଧରିଛି । ସନ୍ନି ଦେଓଲ ବିଜେପିରେ ଯୋଗ ଦେଇପାରନ୍ତି ବଲ୍ଲି ଚର୍ଚ୍ଚା ହେଉଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ସନ୍ନି ଦେଓଲଙ୍କ ଏକ ଫଟୋ ଭାଇରାଲ ହୋଇଛି ।…

‘ବିଜେଡି ସରକାର ଚାଷୀ, ଗରିବ, ଶ୍ରମିକଙ୍କ ସରକାର’ : ନବୀନ

ମାରାଥନ୍‌ କ୍ୟାମ୍ପେନ୍‌ରେ ବିଜେଡି ସୁପ୍ରିମୋ । ଆଜି ଢେଙ୍କନାଳ ଓ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ପ୍ରଚାରକୁ ତାଳଚେର ଜନସଭାରୁ ଆରମ୍ଭ କରିଛନ୍ତି। ସାଧାରଣ ସଭାରେ ଯୋଗ ଦେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଛନ୍ତି, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର…

ରାଜନୈତିକ ହିଂସା, ବିଜେଡି କର୍ମୀଙ୍କୁ ଭୁଜାଲି ମାଡ଼

ସୋର : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ୍‌ ଉପରଆଡ଼ିଆ ଗାଁରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଦଳୀୟ ପୋଷ୍ଟର ନେଇ ଆସୁଥିବା ବେଳେ ଜଣେ ବିଜେଡି କର୍ମୀଙ୍କୁ ଭୁଜାଲିରେ ଆକ୍ରମଣ ହୋଇଛି। ତାଙ୍କ ନାଁ ପ୍ରଶାନ୍ତ ବାରିକ। ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି…

ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି। ଗତକିଛି ଦିନ ଧରି ଗୁରୁତର ଅସୁସ୍ଥ ଥିଲେ। ପାଟକୁରା ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ ବେଦପ୍ରକାଶ। ପୂର୍ବରୁ ପାଟକୁରାରୁ…

ରୋମାଞ୍ଚକର ମ୍ୟାଚରେ ବେଙ୍ଗାଲୁରୁର ଦମ୍‌ଦାର ବିଜୟ

କୋଲକାତା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୧୯ର ୩୫ ତମ ମ୍ୟାଚରେ କୋଲକାତାକୁ ୧୦ ରନ୍‌ରେ ପରାସ୍ତ କଲା ବେଙ୍ଗାଲୁରୁ । କୋଲକତା ୨୧୪ ରନ୍‌ର ବିରାଟ ଲକ୍ଷ୍ୟକୁ ପୁରା କରିବା ପାଇଁ ଜୋରଦାର ପ୍ରୟାଶ କରିଥିଲା ରସେଲ ୨୮ ବଲ୍‌ରେ ଦମ୍‌ଦାର ୬୫ ଓ ନିତିସ ରାଣାଙ୍କ ୪୬ ବଲ୍‌ରେ ୮୫ ରନ୍‌…

ସମ୍ମାନିତ କରିବା ପରିବର୍ତ୍ତେ ତାଙ୍କ ନାଁରେ ବାହାରିଲା ଗିରଫ ପରୱାନା

ସେ ଦେଶ ପାଇଁ ମହିଳା ବକ୍ସିଂରେ ପ୍ରଥମ ପଦକ ଜିତିଲେ ହେଲେ ତାଙ୍କୁ ସମ୍ମାନିତ କରିବା ପରିବର୍ତ୍ତେ ତାଙ୍କ ନାଁରେ ବାହାରିଲା ଗିରଫ ପରଓ୍ଵାନା । ଏଭଳି ଦେଶ ହେଉଛି ଇରାନ୍‌ । ଯେଉଁଠି ମହିଳାମାନଙ୍କୁ କଡ଼ା ଅନୁଶାସନ ଭିତରେ ରହିବାକୁ ପଡ଼େ । ଇରାନ୍‌ର ଯୁବତୀ ସଦାଫ ଖାଦିମ । ଫ୍ରାନ୍ସରେ ଅନୁଷ୍ଠିତ…

ମାରାଥନ୍‌ କ୍ୟାମ୍ପେନ୍‌ରେ ବିଜେଡି ସୁପ୍ରିମୋ, ଆଜି ଢେଙ୍କନାଳ ଓ ସମ୍ବଲପୁରରେ ପ୍ରଚାର

ଭୁବନେଶ୍ବର  : ମାରାଥନ୍‌ କ୍ୟାମ୍ପେନ୍‌ରେ ବିଜେଡି ସୁପ୍ରିମୋ । ଆଜି ଢେଙ୍କନାଳ ଓ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ ନବୀନ । ତାଳଚେର, ପାଲଲହଡା, ଛେଣ୍ଡିପଦା, ଆଠମଲ୍ଲିକ, ରେଢାଖୋଲ ଓ ଦେବଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବେ । ନବୀନ…