Odia News Portal
Yearly Archives

2019

ଭାଇରାଲ ହେଉଛି ସୋନାଲିଙ୍କ ଗ୍ଲାମରସ ଅବତାର

ଅଭିନେତ୍ରୀ ସୋନାଲି ସହଗଲଙ୍କ ଗ୍ଲାମରସ ଅବତାର ଆଜିକାଲି ଭାଇରାଲ ହେବାର ଲାଗିଛି। “ପ୍ୟାର କା ପଞ୍ଚନାମା” ଫିଲ୍ମର ଏକ ଫୋଟ ସୋସିଆଲ ମିଡିଆଲରେ ଭାଇରାଲ ହେବାରେ ଲାଗିଛି । କିଛି ସମୟ ମଧ୍ୟରେ ଏହି ଫୋଟଟି ୧୩ ହଜାରରୁ ଅଧିକ ଲାଇକ ହୋଇଥିଲା । ସୋନାଲି ଏବେ ଏକ ଆଇଟମ ସଂଗ ଶୁଟିଂରେ ବ୍ୟସ୍ଥ…

ଗ୍ରହଣୀୟ ହେଉନି ଓଡିଶାରେ ବିହାରୀ ବ୍ରାଣ୍ଡ

ଭୁବନେଶ୍ବର () : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁରୁ କରି ତାଙ୍କ କଳାକୁ ପୂରାପୁରି ଆପଣେଇ ସାରିଲେଣି ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ । ନିଜସ୍ବ ପ୍ରଚାର ପ୍ରସାରରେ ପୂରା ନିଜ ଗୁରୁଙ୍କ ପରି ଓସ୍ତାଦ ପାଲଟିଯାଇଛନ୍ତି । ପ୍ରଶାସନିକ ଅଧିକାରୀ ଭାବେ ତାଙ୍କ…

କାର୍ୟ୍ୟରେ ଅବହେଳା ପାଇଁ ୬ ପୋଲିଂ କର୍ମଚାରୀ ନିଲମ୍ବିତ

ବରଗଡ଼() ନିର୍ବାଚନ କାର୍ୟ୍ୟରେ ଅବହେଳା ପାଇଁ ୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।ବରଗଡରେ କ୍ରସ ପେୟାରିଂ ଭୋଟିଂ ଘଟଣାରେ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲାପାଳ । ବରଗଡ ଜିଲ୍ଲା ୬ ଜଣ ପ୍ରିଜାଇଡିଂ ଅଫିସର ଓ ସେକ୍ଟର ଅଫିସରଙ୍କୁ ନିଲମ୍ବନ କରିଛନ୍ତି । ବରଗଡ ଜିଲ୍ଲା ବରଗଡ…

ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର() ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ସକାଳ ୯ଟା ପରେ ଘରୁ ବାହାରକୁ ବାହାରିବା ବହୁତ କଷ୍ଟକର ହୋଇପଡ଼ୁଥିଲା। ଗତକାଲି ମଧ୍ୟ ଅନେକ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ରାଜ୍ୟରେ ଗରମ ଅନୁଭୂତ ହେବା ସହ ଗୁଳୁଗୁଳି ମଧ୍ୟ ହେଉଥିଲା। ଭାରତୀୟ ପାଣିପାଗ ବିଭାଗର…

ଝାରପଡା ଜେଲ୍ରେ ଟିଟୋ

କେନ୍ଦ୍ରାପଡା ଜେଲରୁ ଆଜି ଟିଟୋକୁ ଭୁବନେଶ୍ବର ଝାରପଡାକୁ ଅଣାଯାଇଛି । ତେବେ କେଉଁ କାରଣରୁ ଟିଟୋକୁ ହଠାତ୍ ସ୍ଥାନାନ୍ତରିତ କରାଗଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ନଥିବା ଝାରପଡା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି । ତେବେ ପୂର୍ବରୁ ଟିଟୋ ଜେଲରେ ରହି କେନ୍ଦ୍ରାପଡା ରାଜନୀତିକୁ ପ୍ରଭାବିତ…

କଂଗ୍ରେସ ନେତାଙ୍କୁ ଚାପୁଡ଼ା

ଅହମଦାବାଦ() କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାଡ଼ । ଗତକାଲି ଜିବିଏଲ୍ ନରସିହ୍ମା ରାଓଙ୍କୁ ଜୋତା ଫୋପାଡିବା ଘଟଣା ପରେ ଆଜି ଗୁଜୁରାଟ କଂଗ୍ରେସ ନେତା ହାର୍ଦ୍ଦିକ୍ ପଟେଲଙ୍କ ଉପରେ ଜଣେ ବ୍ୟକ୍ତି ଚାପୁଡା ମାରିଛନ୍ତି । ଏହାପରେ ଉପସ୍ଥିତ ଥିବା ସାଧାରଣ ଲୋକ ଆକ୍ରମଣକାରୀକୁ…

ମହିଳାଙ୍କ ହକ ପାଇଁ ଲଢୁଛି ବିଜେଡି: ନବୀନ

ନୟାଗଡ଼ () ତୃତୀୟ ପର୍ୟ୍ୟାୟ ପାଇଁ ମାରାଥନ ପ୍ରଚାର କରୁଛନ୍ତି ବିଜେଡ଼ି ସୁପି୍ରମୋ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନୟାଗଡର ରଣପୁର ଜନସଭାକୁ ସମ୍ବୋଧିତ କରିିଛନ୍ତି । ଜୟ ଜଗନ୍ନାଥ କହି ଉଦବୋଧନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନୟାଗଡ଼ ରଣପୁରରେ ପୁଣି କେନ୍ଦ୍ର ଉପରେ…

ଅଟକ ହେଲେ ବିଜେପି ପ୍ରାର୍ଥୀ ,କାହିଁକି ଜାଣନ୍ତୁ …

ବ୍ରହ୍ମପୁର () ମତଦାନ କେନ୍ଦ୍ରରେ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ପୁଲିସ୍ ଜଣେ ବିଜେପି ପ୍ରାର୍ଥୀଙ୍କୁ ଥାନାରେ ଅଟକ ରଖିଛି। ତାଙ୍କ ନାଁ ନୀଳମଣି ବିଷୋୟୀ। ସେ ସୋରଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି।ଆଜି ମତଦାନ ଚାଲିଥିବା ବେଳେ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେଣ୍ଟି…

ନିର୍ବାଚନ ପାଇଁ ନାଟକ କରୁଛନ୍ତି ହେମା

ପ୍ରଚାର ପାଇଁ କ୍ଷେତରେ ଗହମ କାଟିଲେ ହେମା ମାଳିନୀ ।ଜଣେ ପତ୍ରକାର କ୍ଷେତରେ ଫସଲ କାଟିବା କଥା ପ୍ରଶ୍ନ କରିବାରୁ ଏପରି ଉତ୍ତର ଦେଇଥିଲେ ହେମା । କହିଥିଲେ କେବଳ ପ୍ରଚାର ପାଇଁ କ୍ଷେତରେ ଫଟୋ ଉଠାଇଥିଲେ । ଏବେ ନିର୍ବାଚନ ପରେ ଶିଖିବେ । କେବଳ ସେତିକି ନୁହେଁ ଟ୍ରାକ୍ଟର ଚଲାଇବା ମଧ୍ୟ ଶିଖିବେ…

୫ଟା ସୁଦ୍ଧା ୬୪ % ମତଦାନ

ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନ ମତଦାନ ଜାରି ରହିଛି ।ଓଡିଶାରେ ସନ୍ଧ୍ୟା ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରୁ ସୂଚନା ମିଳିଛି । ଦ୍ୱିତୀୟ ପର୍ୟ୍ୟାୟ ରେ ରାଜ୍ୟର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଭୋଟିଂ ହୋଇଥିବା ବେଳେ ଭୋଟର…