କେନ୍ଦ୍ରାପଡ଼ା ଭୋର ୪ଟାରେ ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଆହତ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ପୋଲିସର ଏନକାଉଣ୍ଟର। ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ ନବୀ ଆହତ। ଆଜି ଭୋର ପ୍ରାୟ ୪ଟା ବେଳେ ହୋଇଛି ଏନକାଉଣ୍ଟର। କେନ୍ଦ୍ରାପଡ଼ା ପୋଲିସର ସ୍ପେସାଲ ସ୍କ୍ଵାର୍ଡ ନବୀକୁ ଧରିବାକୁ ପାଟକୁରା ଥାନାର ଅର୍ଜୁନପୁର ଯାଇଥିବାବେଳେ ସେ ପୋଲିସ ଉପରକୁ ଗୁଳି…
