Odia News Portal
Yearly Archives

2019

ଆସନ୍ତାକାଲି ରାଉରକେଲା ଆସିଵେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ

ରାଉରକେଲା : ଆସନ୍ତାକାଲି ରାଉରକେଲା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଷ୍ଟାର ପ୍ରଚାରକ ଯୋଗୀ ଆଦିତ୍ୟ ନାଥ । ରାଉରକେଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ । ଏହି ଅବସରରେ ଦିଲୀପ ରାୟଙ୍କ…

୬ଟି ମ୍ୟାଚ ହାରିବା ପରେ ପ୍ରଥମ ଥର ବେଙ୍ଗାଲୁରୁ ୮ ୱିକେଟରେ ବିଜୟୀ

ମୋହାଲି : ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସକୁ ପ୍ରଥବ ଥର ପାଇଁ ବିଜୟ ମିଳିଛି । ମୋହାଲି ଷ୍ଟାଡିୟମରେ ଆଇପିଏଲ-୧୨ର ୨୮ତମ ମ୍ୟାଚରେ ପଂଜାବ ବିପକ୍ଷରେ ବେଙ୍ଗାଲୁରୁ ୮ ୱିକେଟରେ ବିଜୟୀ ହୋଇଛି । ଦ୍ୱିତୀୟ ଇନିଂସରେ ୧୭୪ ରନ ବିଜୟ ଲକ୍ଷ୍ୟ ନେଇ…

ଆଇପିଏଲ୍‌ ୨୦୧୯ : ରାଜସ୍ଥାନ ରୟାଲ୍ସର ଦ୍ୱିତୀୟ ବିଜୟ

ମୁମ୍ବାଇ : ଚଳିତ ଆଇପିଏଲ୍‌ରେ ଆଜି ରାଜସ୍ଥାନ ରୟାଲ୍ସ ତାର ଦ୍ୱିତୀୟ ବିଜୟ ହାସଲ କରିଛି । ଏହି ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଓ୍ଵିକେଟ୍‌ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ଓଭର୍‌ରେ ୫ ଓ୍ଵିକେଟ୍‌ ହରାଇ ୧୮୭ ରନ୍‌ କରିଥିଲା । ଜବାବରେ ବଟଲରଙ୍କ ୮୯ ରନ୍‌…

ସ୍ତ୍ରୀ କାହିଁକି ନିଏ ନାହିଁ ନିଜ ସ୍ବାମୀର ନାମ, ଜାଣନ୍ତୁ…

ହିନ୍ଦୁଧର୍ମ ଅନୁଯାୟୀ ଜଣେ ସ୍ତ୍ରୀ ତାର ସ୍ବାମୀକୁ ଭଗବାନ ସମାନ ମାନିଥାଏ। ଏବଂ ସ୍ବାମୀର ପାଦ ଛୁଇଁ ଏହି ସମ୍ପର୍କକୁ ଆହୁରି ଉଚ୍ଚ କରିଦେଇଥାଏ। ଏକ ବିବାହିତା ସ୍ତ୍ରୀ ସବୁବେଳେ ନିଜ ସ୍ବାମୀଙ୍କ ଆଜ୍ଞାର ପାଳନ କରିଥାଏ। ଯେମିତି ଆମେ ସବୁ ଜାଣିଛନ୍ତି ଯେ ବହୁ ସମୟ ପୂର୍ବରୁ ଏମିତି ପରମ୍ପରା…

ମୋଦି ସରକାରଙ୍କ ଗୁଣଗାନ କରୁଥିବାରୁ ଦୁଇ ହିନ୍ଦୀ ଧାରାବାହିକକୁ ନୋଟିସ୍

ଜିଟିଭି ଏବଂ ଆଣ୍ଡ ଟିଭିରେ ପ୍ରସାରିତ ହେଉଥିବା ଦୁଇଟି ଧାରାବାହିକକୁ ନିର୍ବାଚନ କମିଶନ କାରଣ ଦର୍ଶାଅ ନୋଟିସ ପଠାଇଥିବା ଜଣା ପଡ଼ିଛି । ମୋଦୀ ସରକାରଙ୍କ ସ୍କିମର ପ୍ରମୋସନ କରିଥିବାରୁ ନିର୍ବାଚନ କମିସନ ଏଭଳି ନୋଟିସ୍ ପଠାଇଛନ୍ତି । ଦୁଇଟି ଧାରାବାହିକ ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ…

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି ?: ନବୀନ

ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ଦଶପଲ୍ଲା ନିର୍ବାଚନୀ ପ୍ରଚାର ମୈଦାନରେ ବିଜେପିକୁ ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏପରିକି ବଜେପିକୁ ଶାଣିତ ଆକ୍ରମଣ କରି ନବୀନ ପ୍ରଶ୍ନ କରିଛନ୍ତି ଯେ, ବିଜେପିର ଓଡ଼ିଶା ଇଞ୍ଜିନ୍ ଆଉ ବିଜେପିର ମୁଖ୍ୟମନ୍ତ୍ରୀ…

ବିଜେପି ସରକାରକୁ ଆସିଲେ ୧ ଟଙ୍କାରେ ମିଳିବ ଡାଲି ଚାଉଳ ଓ ଲୁଣ: ଧର୍ମେନ୍ଦ୍ର

ରାଜ୍ୟରେ ବିଜେପି ସରକାର ଆସିଲେ ୧ ଟଙ୍କାରେ ମିଳିବ ଖାଦ୍ୟ ସାମଗ୍ରୀ । ଏଭଳି ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ନିର୍ବାଚନ ମାହୋଲ ଉଷ୍ମ ରହିଥିବା ବେଳେ ଧର୍ମେନ୍ଦ୍ରଙ୍କ ଏହି ଘୋଷଣାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଚୌଦାରର ଏକ ନିର୍ବାଚନୀ…

ଭୋଟରଙ୍କୁ ଭ୍ରମିତ କରିବାକୁ ପେଡ ନ୍ୟୁଜ ପ୍ରସାରଣ କରୁଛି ଓଟିଭି: ବିଜେଡି

ଭୁବନେଶ୍ବର () ରାଜ୍ୟର ଏକ ନମ୍ବର ବୈଦ୍ୟୁତିକ ଗଣମାଧ୍ୟମ ବୋଲାଉଥିବା ଓଟିଭି ବିରୋଧରେ ପେଡ୍ ନ୍ୟୁଜର ଅଭିଯୋଗ । ଏଭଳି ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ଆଜି ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ସଂପର୍କରେ ଅଭିଯୋଗ ଦାଖଲ କରିଛନ୍ତି । ବିଜେଡି ଅଭିଯୋଗ…

କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ କଡା ସମୋଲୋଚନା

ଭୁବନେଶ୍ବର () ମହିଳା ସ୍ବୟଂ ସହାୟକ ଗୋଷ୍ଠିର ଜଣେ ମହିଳାଙ୍କୁ ଲୋକସଭା ଓ ଚାରିଜଣ ମହିଳାଙ୍କୁ ବିଧାନସଭା ପଠାଇ ଇତିହାସ ସୃଷ୍ଟି କରିବ ଆସ୍କା । ଆଜି ଆସ୍କାରେ ଏକ ରୋଡ ସୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏଥିସହିତ ସେ କହିଥିଲେ ଯେ, କାଳିଆ ଯୋଜନା ବିଷୟରେ ସମସ୍ତେ…

ଷ୍ଟେସନରୁ ହୀରା ଜବତ, ୨ ଗିରଫ

ସୋର : ସୋର ଷ୍ଟେସନରୁ ହୀରା ଜବତ ହୋଇଛି । ଏହି ହୀରା ଓଡିଶାରୁ ପଶ୍ଚିମ ବଙ୍ଗକୁ ଚାଲାଣ ହେଉଥିବା ବେଳେ ରେଲୱେ ପ୍ରୋଟେକ୍ସନ ଫୋର୍ସ ଜବତ କରିଛି । ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଲେ ଅନାଦି ଚରଣ ମହାନ୍ତି ଓ ବାବୁଲା ରଣା । ସେମାନେ ଏହି ହୀରା କୁଆଡ଼େ ନେଉଥିଲେ…