ଆଜି ଗଜପତି ଓ ରାୟଗଡ଼ା ଜିଲ୍ଳାରେ ନିର୍ବାଚନ ପ୍ରଚାର କରିବେ ନବୀନ
ଭୁବନେଶ୍ବର : ବିଜେଡିର ମିଶନ ଦକ୍ଷିଣ ଓଡ଼ିଶା । ନବରଙ୍ଗପୁର ଓ କଳାହାଣ୍ଡି ପରେ ଆଜି ଗଜପତି ଓ ରାୟଗଡ଼ା ଜିଲ୍ଳାରେ ନିର୍ବାଚନ ପ୍ରଚାର କରିବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ରାୟଗଡ଼ା ଜିଲ୍ଲାର ଗୁଣପୁର, ବିଷମକଟକ, ଜେକେପୁର ଓ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ ମୋହନାରେ ସାଧାରଣ ସଭାରେ…
