Odia News Portal
Yearly Archives

2019

ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ମୋଦି

ଭବାନୀପାଟଣା () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତାରେ 5ବର୍ଷ ରହିବା ଭିତରେ କେବେ କଳାହାଣ୍ଡି କଥା ଚିନ୍ତା କରିନାହାଁନ୍ତି କିମ୍ବା କିଛି ସ୍ବତନ୍ତ୍ର ଅନୁଦାନ ଦେଇନାହାଁନ୍ତି । ପାଂଚ ବର୍ଷ ମଧ୍ୟ ସେ କଳାହାଣ୍ଡିକୁ କିଛି ଦେବା ପାଇଁ ନୁହେଁ, ମାଗିବାକୁ ଆସିଛନ୍ତି । ଗତକାଲି…

ମୁଖ୍ୟମନ୍ତ୍ରୀଙ୍କ ଗାଡିରୁ ୧ କୋଟି ୮୦ ଲକ୍ଷ ଟଙ୍କା ଜବତ

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ଗାଡି (ଏଆଓ ୦୧କେ ୦୦୦୯ ଫର୍ଡ ଏନଡିଗୋର )ରୁ ୧କୋଟି ୮୦ଲକ୍ଷ ଟଙ୍କା ଜବତ ହୋଇଛି । ଏହି ଗାଡିଟି ଅରୁଣାଚଳ ପ୍ରଦେଶର ପଶିଘାଟରୁ ମିଳିଛି । ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ରାଲି ହୋଇଥିଲା । ଗାଡିଟି ଡେପୁଟି ସେକ୍ରେଟାରି ଙ୍କ ନାମ ରହିଥିବା ବେଳେ…

୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ସମ୍ବଲପୁର ଲୋକସଭା ସମେତ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ସମ୍ବଲପୁର ଲୋକସଭା ଆସନରୁ ଦଳ ପୂର୍ବତନ ସାଂସଦ ତଥା ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ଫଳରେ ଅଶ୍ବିନୀ ଗୁରୁ ଓ ଡାକ୍ତର ଅଶ୍ବିନୀ ପୂଜାହାରୀଙ୍କୁ ପ୍ରାର୍ଥୀ କରିବା ନେଇ…

କେନ୍ଦ୍ରର ୧୦ କୋଟି ଚାକିରିର ପ୍ରତିଶୃତି କୁଆଡେ ଗଲା : ନବୀନ

ଆଜି ବ୍ରହ୍ମପୁରରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ନବୀନ । ପ୍ରଥମ ପର୍ୟ୍ୟାୟରେ ବ୍ରହ୍ମପୁର ଓ ଏହା ଅଧିନରେ ଆସୁଥିବା ବିଧାନସଭା ଆସନ ଗୁଡିକ ପାଇଁ ଆସନ୍ତା ୧୧ ତାରିଖରେ ଭୋଟ ହେବାକୁ ଥିବା ବେଳେ ନବୀନ ନିଜ ଜିଲ୍ଲାରୁ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି । କନିଷିରେ ନିର୍ବାଚନ ସଭାରେ ଯୋଗ…

ଘଡ଼ଘଡ଼ି ସହ କାଳବୈଶାଖୀ ସମ୍ଭାବନା

ସନ୍ଧ୍ୟା ୬ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ରାୟଗଡ଼ା, କୋରାପୁଟ, ଗଜପତି,…

ମହିଳା କଂଗ୍ରେସ ସଭାନେତ୍ରୀ ପଦ ଛାଡିବେ ସୁମିତ୍ରା

ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ସୁମିତ୍ରା ଜେନା । ଟିକେଟ୍ ବଣ୍ଟନ ନେଅ ସେ ଅସନ୍ତୁଷ୍ଟ ଥିବା କହିଛନ୍ତି । ସନ୍ଧ୍ୟା ସୁଦ୍ଧା ସୁମିତ୍ରା ଏନେଇ ନିଷ୍ପତ୍ତି ନେଇ ପାରନ୍ତି । ଦଳରେ ଜଣେ ଡମି ସଭାନେତ୍ରୀ ହୋଇ ରହିବାକୁ ଚାହୁଁନଥିବା କହିଛନ୍ତି । ମୋତେ କୌଣସି ବୈଠକରେ…

ନବୀନ ନିବାସ ଆଗରେ ବିଜେପିର ଧାରଣା

ଭୁବନେଶ୍ବର () ବାରିପଦା ସାରସକଣାର ଡାକ୍ତର ବୁଦାନ ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରିବାକୁ ଦାବି କରି ବିଜେପିର ଏକ ପ୍ରତିନିଧି ଦଳ ନବୀନ ନିବାସ ଆଗରେ ଧରଣାରେ ବସିଛନ୍ତି । ଡାକ୍ତର ମୁର୍ମୁ ଚଳିତ ନିର୍ବାଚନରେ ବିଜେପି ଦଳରୁ ପ୍ରାର୍ଥୀ ହେବା ପାଇଁ ଇଚ୍ଚା ପ୍ରକାଶ କରି ଗତ ୬ମାସ ପୁର୍ବରୁ…

କଂଗ୍ରେସ ଛାଡିଲେ ପିସିସି ସାଧାରଣ ସମ୍ପାଦକ

ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ବିଭିନ୍ନ ଦଳର ନେତାମାନେ ଦଳ ଛାଡିବାରେ ଲାଗିଛନ୍ତି । କିଏ କେତେବେଳେ କେଉଁ ଦଳ ଛାଡି କେଉଁ ଦଳରେ ଯୋଗଦେଉଛନ୍ତି ତାହା ଜଣାପଡିନାହିଁ । ଏଭଳି ସ୍ଥିତିରେ ବଲାଙ୍ଗିରର ୧୦ଜଣ କଂଗ୍ରେସ କର୍ମୀ ଦଳ ଛାଡିଛନ୍ତି । ଏଆଇସିସି ସଦସ୍ୟ ତଥା ପିସିସି ସାଧାରଣ ସମ୍ପାଦକ…

ଓଡ଼ିଶାର ୨ଟି ଲୋକସଭା ଓ ୯ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା, କଟକରୁ ଲଢିବେ ପଞ୍ଚାନନ କାନୁନ୍‌ଗୋ

ଭୁବନେଶ୍ବର : ଓଡ଼ିଶାର ୨ଟି ଲୋକସଭା ଓ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। କଟକ ଲୋକସଭା ଆସନରୁ ଲଢିବେ ପଞ୍ଚାନନ କାନୁନ୍‌ଗୋ। ସେହିପରି ଯାଜପୁର ଲୋକସଭା ଆସନ ପାଇଁ କଂଗ୍ରେସ ମାନସ ଜେନାଙ୍କୁ ପ୍ରାର୍ଥୀ କରିଛି। ସେହିପରି ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି…

ଅପରାଜିତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେପିରେ ବିଦ୍ରୋହ

ଭୁବନେଶ୍ୱର ଉତ୍ତର ଆସନ ପାଇଁ ଗତକାଲି ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପିରେ ଆରମ୍ଭ ହୋଇଛି ବିଦ୍ରୋହ । ଦଳର ପୁରୁଣା କର୍ମୀ ମାନେ ଅପରାଜିତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିବା ସହ ବିଜେପିରୁ ଏକାସଙ୍ଗରେ ଇସ୍ତଫା ଦେଇଛନ୍ତି । ଅପରାଜିତାଙ୍କ…