Odia News Portal
Yearly Archives

2019

ବିଜେଡ଼ି ଆସିବାକୁ ଚାହୁଁଛନ୍ତି ଆଉ ୧୨ ବିଜେପି ପ୍ରାର୍ଥୀ

ଭୁବନେଶ୍ବର (): ବିଜେପି ଗତ ୫ ବର୍ଷ ଧରି ଜନସାଧାରଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିବାରୁ ଏବେ ନିର୍ବାଚନର ସାମନା କରିବାକୁ ପ୍ରାର୍ଥୀମାନେ ଡରୁଛନ୍ତି । ବିଜେପି ପ୍ରାର୍ଥୀ ଭାବେ ଲୋକଙ୍କ ପାଖକୁ ଯାଇ ଭୋଟ ମାଗିବାକୁ ଅଧିକାଂଶ ଲଜ୍ଜିତ ଅନୁଭବ କରୁଛନ୍ତି । ବିଜେପୁରରୁ ସୁବାସ ଚୌହାନ୍,…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡ଼ିର ଫେରାଦ

ଭୁବନେଶ୍ବର (): ନିର୍ବାଚନୀ ପ୍ରଚାରରେ ଆଜି ଭବାନୀପାଟଣା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣକୁ ମୋବାଇଲ୍ ଭଏସ୍ ମେସେଜ୍ ଜରିଆରେ ଲାଇଭ୍ ପ୍ରସାରଣ କରିଛି ବିଜେପି । ନିର୍ବାଚନ ବିଜ୍ଞାପନ ପରିଧି ଭିତରେ ଆସୁଥିବା ଏହି ବ୍ୟବସ୍ଥା ପାଇଁ ମିଡ଼ିଆ ସାର୍ଟିଫିକେସନ୍ ଆଣ୍ଡ ମନିଟରିଂ…

2ଟି ଯାକ ଲୋକସଭା ଓ 5ଟି ବିଧାନସଭାରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ବର () ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇଟି ଲୋକସଭା ଓ 7ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଢେଙ୍କାନାଳ ଲୋକସଭାରୁ ମହେଶ ସାହୁଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ କେନ୍ଦୁଝରରୁ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି । ସେହିଭଳି ପୂର୍ବତନ ମେୟର…

ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ କାକଟପୁର ବିଜେପି ପ୍ରାର୍ଥୀ

ଭୁବନେଶ୍ବର : ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ କାକଟପୁର ବିଜେପି ପ୍ରାର୍ଥୀ ତୁଷାରକାନ୍ତି ବେହେରା। ଆଜି ସେ ନବୀନ ନିବାସରେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ତୁଷାରଙ୍କୁ ବିଜେପି କାକଟପୁର ବିଧାନସଭାରୁ ପ୍ରାର୍ଥୀ ଘୋଷଣା କରିଥିଲା।

ରାଜଧାନୀରୁ ପୁଣି ୩୨ଗ୍ରାମ ବ୍ରାଉନସୁଗାର ଜବତ

ଭୁବନେଶ୍ୱର : ରାଜଧାନୀ ପାଲଟିଛି ଅପରାଧୀଙ୍କ ପେଣ୍ଠସ୍ଥଳୀ । ଆଜି ପୁଣି ଅବକାରୀ ଗୁଇନ୍ଦା ବିଭାଗ ସହିଦନଗର ଥାନା ଅଂଚଳରୁ ୩୨ଗ୍ରାମ ବ୍ରାଉନସୁଗାର ଜବତ କରିଛି । ରାଜଧାନୀରେ ବାରମ୍ବାର ବ୍ରାଉନସୁଗାର ଜବତ ହେଉଛି । ଆଜି ଅବକାରୀ ଗୁଇନ୍ଦା ବିଭାଗ ସହିଦନଗର ଥାନା ଅଂଚଳରେ ଚଢାଉ କରି…

ଅନ୍ତର୍ଜାତୀୟ ସ୍ତରରେ ଚମକିଲେ ଓଡିଆ ମହିଳା

ଅନ୍ତର୍ଜାତୀୟ ସ୍ତରରେ ଚମକିଲେ ଓଡିଆ ମହିଳା । ମିସେସ ସେଣ୍ଟ୍ରାଲ ଏସିଆ ପାସିଫିକ ୟୁନିଭର୍ସ- ୨୦୧୯ରେ ଭୂଷିତ ହୋଇଛନ୍ତି ଓଡ଼ିଆ ମହିଳା ଅମିତା ପଣ୍ଡା। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ତାଙ୍କୁ ମିସେସ ସେଣ୍ଟ୍ରାଲ ଏସିଆ ପାସିଫିକ ୟୁନିଭର୍ସ- ୨୦୧୯ କ୍ରାଉନରେ ସମ୍ମାନିତ…

ଟାଙ୍ଗୀରେ ରାଜନୈତିକ ହିଂସାକୁ ନେଇ ଗୁଳିମାଡ

ଟାଙ୍ଗୀ : ଟାଙ୍ଗୀରେ  ରାଜନୈତିକ ହିଂସାକୁ ନେଇ ଗୁଳିମାଡ ହୋଇଛି । ଗୁଳିମାଡରେ ଦୁଇ ଜଣ ଗୁରୁତର ହୋଇଛନ୍ତି ।ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଟାଙ୍ଗୀ ବ୍ଲକ୍ କନ୍ତଳବାଇ ଛକ ନିକଟରେ ଗୁଳିମାଡ ହୋଇଛି । ଦୁଇ ଗୁରୁତର ହେଲେ ଶିବବ୍ରତ ପରିଡା ଓ ତାଙ୍କ ଖୁଡୀ ନଳିନୀ ପରିଡା ।…

ଆଜି ଆସୁଛନ୍ତି ବିଏସ୍‌ପି ସୁପ୍ରିମୋ ମାୟାବତୀ

ଭୁବନେଶ୍ବର : ଆଜି ଓଡ଼ିଶା ଆସୁଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ଭୁବନେଶ୍ବରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବେ ମାୟାବତୀ । ବିଜେପି ଓ କଂଗ୍ରେସକୁ ଛାଡ଼ି ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ ଯେମିତି କେନ୍ଦ୍ରରେ ସରକାର ଗଢ଼ିବାରେ ମୁଖ୍ୟ ଭୂମିକା ତୁଲାଇବେ, ସେନେଇ ପ୍ରୟାସ କରୁଛନ୍ତି…

ବଗି ଛାଡି ପଳାଇଲା : ଦୁର୍ଘଟଣାରୁ ବର୍ତ୍ତିଗଲା ରାଜଧାନୀ ଏକ୍ସପ୍ରେସ

କଟକ  : ଦୁର୍ଘଟଣାରୁ ବର୍ତ୍ତିଗଲା ରାଜଧାନୀ ଏକ୍ସପ୍ରେସ । ବଗି ଛାଡି ପଳାଇଯାଇଛି ରାଜଧାନୀ ଏକ୍ସପ୍ରେସ୍‌ର ଇଞ୍ଜିନ । କଟକ କାଠଯୋଡି ପୋଲ ଉପରେ ବଗି ଛାଡି ଇଞ୍ଜିନ ପଳାଇଛି । ଫଳରେ ପୋଲ ଉପରେ ସମସ୍ତ ଏସି ବଗିଗୁଡିକ ଅଟକି ରହିଛି । ସୂଚନାଯୋଗ୍ୟ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା…

କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ରୋମାଞ୍ଚକର ବିଜୟ

ଆଇପିଏଲ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ରୋମାଞ୍ଚକର ବିଜୟ। ନିଶ୍ଚିତ ଜିତିବା ମ୍ୟାଚ୍‌ ହାରିଗଲା ଦିଲ୍ଲୀ କ୍ୟାପିଟାଲ୍ସ। ବିଜୟ ଛଡ଼ାଇ ନେଲା ପଞ୍ଜାବ। ଗତକାଲି ଖେଳାଯାଇଥିବା ମ୍ୟାଚରେ ୧୪ ରନରେ ବିଜୟୀ ହୋଇଛି କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ। ୧୬୭ ରନ୍‌ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ ୧୬…