Odia News Portal
Yearly Archives

2019

ରାହୁଲ ଗାନ୍ଧିଙ୍କ ବଡ଼ ଘୋଷଣା : ଗରିବଙ୍କୁ ବର୍ଷକୁ ମିିଳିବ ୭୨ ହଜାର ଟଙ୍କା

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବଡ଼ ଘୋଷଣା। ସାଧାରଣ ଜନତାଙ୍କୁ ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ରରେ କଂଗ୍ରେସ ସରକାର ଗଢିଲେ ସବୁଠାରୁ ଗରିବ ୨୦ପ୍ରତିଶତ ଜନତାଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ସହାୟତା ରାଶି ପ୍ରଦାନ…

ସାରାଙ୍କ ଫଟୋ ସୋଶିଆଲ ମିଡିଆରେ ଭାଇରାଲ

ମୁମ୍ବାଇ : ସାରା ସୋଶିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାଆନ୍ତି ଏବଂ ସବୁବେଳେ ନିଜର ହଟ୍ ଫଟୋ ସେୟାର କରୁଥାଆନ୍ତି। ଏବେ ସାରା ବ୍ଲାକ୍ ଡ୍ରେସ୍ ପିନ୍ଧିଥିବା ଫଟୋଟି ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଟ୍ରୋଲ୍ ମଧ୍ୟ ହେଉଛି। ନୀଳ ରଙ୍ଗର ଡ୍ରେସ୍ ପିନ୍ଧିଥିବା ଫଟୋଟି…

ମଇଦାନକୁ ଓହ୍ଲାଇଲେ ଏକାମ୍ର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ

ଭୁବନେଶ୍ବର : ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ମଧ୍ୟ ସେତିକି ସରଗରମ ହେବାରେ ଲାଗିଛି। ଭୁବନେଶ୍ବର ଏକାମ୍ର  ବିଜେପି ବିଧାୟକ ଆଶାୟୀ ଅମିୟ ଦାସଙ୍କ ଟିକେଟ କଟିବା ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି  ଶଙ୍ଖ ଛାଡି ପଦ୍ମ ଟିକେଟ ହାତେଇ ଥିବା ଯୁବ​‌ ନେତା…

କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ

ଭୁବନେଶ୍ବର : ବିଜେପି ଓ ବିଜେଡି ପରେ କଂଗ୍ରେସ ଆଜି ପ୍ରକାଶ କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା । ଏହି ତାଲିକାରେ ଓଡିଶାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ, ପ୍ରଦୀପ ମାଝୀ, ଚିରଞ୍ଜିବି ବିଶ୍ୱାଳ, ଭକ୍ତ…

ବିଜେପୁରରୁ ପାର୍ଥିପତ୍ର ଦାଖଲ କଲେ ନବୀନ

ବରଗଡ : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦଳୀୟ ନେତା ଓ ସମର୍ଥକଙ୍କ ଉପସ୍ଥିତିରେ ସେ ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ନିଜର ଚାରି ସେଟ ନାମାଙ୍କନପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ…

ନୀତୀଶ ରାଣା ଓ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ : କୋଲକାତା ନାଇଟ ରାଇଡର୍ସ ବିଜୟୀ

କୋଲକାତା: ନୀତୀଶ ରାଣା ଓ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସ (କେକେଆର) ରବିବାର ଖେଳାଯାଇଥିବା ଆଇପିଏଲର ଦ୍ୱିତୀୟ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ସନରାଇଜର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦…

୨୦୧୯ ରେ ବିଜେଡି ୨୧ ରୁ ୨୧ ଲୋକସଭା : ନବୀନ

ନୟାଗଡ : ଚଳିତ ସାଧାରଣ ନିର୍ବାଚନରେ ବିଜେଡି ରାଜ୍ୟର ସମସ୍ତ ଲୋକସଭା ଆସନରୁ ବିଜୟ ଲାଭ କରିବ । ନୟାଗଡରେ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରି ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ପୁରୀ ଲୋକସଭା କ୍ଷେତ୍ର ଅନ୍ତର୍ଗତ…

ଆଜି ନୟାଗଡରୁ ପଚାର ଅଭିଯାନ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀଙ୍କ ନୟାଗଡ ଗସ୍ତ କାର୍ଯ୍ୟକ୍ରମ । ଦିନ ୧୧ଟା ବେଳେ ନୟାଗଡ ଷ୍ଟାଡିୟମ ପଡିଆରେ ବିଜେଡି ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ସମାବେଶରେ ଯୋଗଦେବେ ନବୀନ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀର ପାଖାପାଖି ୪୦ ହଜାରରୁ ଅଧିକ ଲୋକେ ସାମିଲ୍‌…

ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଜାରି, ଜାଣନ୍ତୁ …

ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ୪୦ ଜଣିଆ ତାଲିକା ପ୍ରକାଶ କରିଛି ବିଜେଡି । ତୃତୀୟ ଓ ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ଅନ୍ୟ ତାଲିକା ଘୋଷଣା କରିବ ଦଳ । ପ୍ରଥମ ୨ଟି ପର୍ୟ୍ୟାୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ତାଲିକାର ମଙ୍ଗ ଧରିବାକୁ ଥିବା ବେଳେ ଅନେକ ନୂଆ…

ସାଙ୍ଗକୁ ଧୋକା ଦେଇ ସାଂଗର ସ୍ବାମୀଙ୍କୁ ବାହା ହୋଇଥିଲେ ସ୍ମୃତି

ପିଲାଦିନର ସ୍ବପ୍ନକୁ ପୂରଣ କରିବା ପାଇଁ ଦିଲ୍ଲୀରେ ପାଠପଢ଼ା ସମାପ୍ତ କରି ୨୨ବର୍ଷ ବୟସରେ ମୁମ୍ବାଇ ଆସିଥିଲେ ସ୍ମୃତି ଇରାନୀ । ମୁମ୍ବାଇରେ ମଡେଲିଂ କରିବା ପରେ ସେ ଟିଭି ଇଣ୍ଡଷ୍ଟ୍ରିକୁ ଆସି ଟିଭି ଶୋରେ କାମ କରିଥିଲେ। ସ୍ମୃତି ମାଲହୋତ୍ରାଙ୍କ ପରିବାର ରୂଢ଼ିବାଦୀ ବିଚାରଧାରା ସମ୍ପନ୍ନ…