Odia News Portal
Yearly Archives

2019

ରବିବାର ବିଜେପିରେ ମିଶିବେ ବିଜୟ ?

ବିଜୟ ମହାପାତ୍ର ଆସନ୍ତାକାଲି ପୁଣି ବିଜେପିରେ ମିଶୁଥିବା ଜଣାପଡିଛି । ବିଜୟ ତାଙ୍କ ସହିତ ଦିଲ୍ଲୀପ ରାୟଙ୍କୁ ମଧ୍ୟ ବିଜେପିକୁ ଟାଣିବା ଚକରରେ ଅଛନ୍ତି । କଂଗ୍ରେସ ମୂହାଁ ଧରିଥିବା କନ୍ଧମାଳ ଏମପି ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ବିଜେପିକୁ ଟାଣିନେବାରେ ସଫଳ ହେବା ପରେ ବିଜୟ ଓ ଦିଲ୍ଲୀଙ୍କୁ…

ପୁଣି ପ୍ରାର୍ଥୀ ଚୟନକୁ ନେଇ ତାରା ଅସନ୍ତୁଷ୍ଟ

କୋରାପୁଟରେ ଲୋକସଭା ପ୍ରାର୍ଥୀ ଚୟନକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଅସନ୍ତୋଷ ପ୍ରକାଶ କରିଛନ୍ତି। କଂଗ୍ରେସ କୋରାପୁଟ ପାଇଁ ସପ୍ତଗିରି ଉଲାକାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଏନେଇ ତାରା କହିଛନ୍ତି ଯେ,“ପ୍ରଫୁଲ୍ଲ ଭତ୍ରା ପ୍ରାର୍ଥୀ ହୁଅନ୍ତୁ ବୋଲି କର୍ମୀ…

ଟିକେଟ୍ ବଂଟନକୁ ନେଇ ତେଜୁଛି ବିଜେପି କନ୍ଦଳ

ଭୁବନେଶ୍ବର () ଚଳିତ ନିର୍ବାଚନରେ ଟିକଟ ପାଇନଥିବା ବିଜେଡି ଓ କଂଗ୍ରେସ ନେତାମାନେ ବିଜେପିରେ ଯୋଗ ଦେଉଥିବାବେଳେ ବିଜେପି ନେତାମାନେ ଖୁସି ସମ୍ଭାଳି ପାରୁନଥିଲେ। ଏଥିରେ ବିଜେପି ନେତାମାନେ ଆଉପାଦେ ଆଗକୁ ଯାଇ ଏହି ଦୁଇ ଦଳର ମୁଖିଆଙ୍କୁ ସମାଲୋଚନା କରିବାକୁ ପଛାଉନଥିଲେ। କିନ୍ତୁ ଟିକଟ ବଣ୍ଟନ…

କଂଗ୍ରେସରେ ମୁଲଚାଲ ଛିଡିଲାନି ବିଜେପିକୁ ଗଲେ ପ୍ରତ୍ୟୁଷା

ବିଜେଡିରେ ଏଥର ଟିକେଟ ନପାଇ କନ୍ଧମାଳ ଏମପି ପ୍ରତ୍ୟୁଷା ରାଜେଶ୍ୱରୀ କଂଗ୍ରେସ ଦଳରେ ସାମିଲ ହେବେ ବୋଲି ସେ ନିଜେ ଓ ପିସିସି ସଭାପତି ନିରଂଜନ ପଟ୍ଟନୟକ ଉଭୟ ଇସାରା ସେଇଥିଲେ ।କିନ୍ତୁ ହଠାତ ସେ ଆଜି ନାଟକୀୟ ଢଙ୍ଗରେ ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବ ରାଜ୍ୟ ବିଜେପି…

ଆରମ୍ଭରୁ ବିଜେପିର ଆଚରଣ ବିଧିର ଉଲଂଘନ

ଭୁବନେଶ୍ବର () ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ବିଜେଡି । ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଆଦର୍ଶ ଆଚରଣ ବିଧି ସବୁ ଦଳ ପାଇଁ ଗୋଟିଏ ଏବଂ ବିଜେପି ପାଇଁ ବୋଧହୁଏ ଅଲଗା । ଯେଉଁଥିପାଇଁ ବିଜେପିର ଆଚରଣ ବିଧି ଉଲଂଘନ ନେଇ…

ଆଜି ବି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଡିଛି ତାଲା

ଭୁବନେଶ୍ବର : ଆଜି ମଧ୍ୟ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଲା ପଡ଼ିଛି।  ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ବି ଏଠାରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି । ଟିକେଟ ପାଇନଥିବା ଅମୀୟ ଦାସଙ୍କ ସମର୍ଥକମାନେ କାର୍ଯ୍ୟାଳୟରେ ତାଲା ପକାଇଥିବା ସୂଚନା ମିଳିଛି ।  ଟିକେଟ୍ କାଟିବାକୁ ନେଇ…

ରାଉଲକେଲା ବାସୀଙ୍କ ପାଇଁ ବଡ଼ ପ୍ରଶ୍ନ ମାଟି ନା ପାର୍ଟି

ଭୁବନେଶ୍ୱର : ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ମୁହଁକୁ ସୁଯୋଗ ଦେଇଛି କଂଗ୍ରେସ । ଚଳିତ ଥର ରାଉରକେଲା ମୈଦାନକୁ ଓଲ୍ହାଇବେ ମୁକ୍ତିକାନ୍ତ ବିଶ୍ୱାଳ । ବ୍ରାହ୍ମଣୀ ନଦୀ ପୋଲ ଓ ଆଇଜିଏଚ୍ ହସ୍ପିଟାଲ ପାଇଁ ପ୍ରାୟ ୧୬ଶହ କିଲୋମିଟର ପାଦରେ ଚାଲିଚାଲି ଦିଲ୍ଲୀରେ…

୫୪ ବିଧାନସଭା ଓ ୨ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା

ଭୁବନେଶ୍ବର  :  କଂଗ୍ରେସର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।  ଓଡିଶାର ବଲାଙ୍ଗୀର ଓ କୋରାପୁଟ ଲୋକସଭା ସହ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଓଡିଶା ସମେତ ଛତିଶଗଡ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତର ପ୍ରଦେଶର ୩୫ଟି ଲୋକସଭା ଆସନ ପାଇଁ…

ବହୁ ଟଣାଓଟରା ପରେ ବିହାରରେ ମହାମେଣ୍ଟ ଚୂଡ଼ାନ୍ତ

ବିହାର : ବିହାର ଲୋକସଭା ଆସନ ପାଇଁ ମହାମେଣ୍ଟର ଆସନ ବୁଝାମଣା । ଗତ କିଛି ଦିନ ଧରି ସିଟ ବୁଝାମଣା ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମହାମେଣ୍ଟର ସିଟ ନେଇ ଘୋଷଣା ହୋଇଛି। ବିହାରରେ ୪୦ଟି ଲୋକସଭା ଆସନରୁ ୨୦ ଲୋକସଭା ଆସନରେ ଲଢିବ RJD । ୯ ସିଟ୍‌ରେ…

ଆସନ୍ତୁ ଜାଣିବା ସୁନ୍ଦରୀରୁ ସେନା ହୋଇଥିବା ଗରିମାଙ୍କ କାହାଣୀ

୨୦୧୭ରେ ମୁଣ୍ଡରେ ସାଜିଥିଲା ବିଉଟି କୁଇନର କ୍ରାଉନ୍ । ଆଉ ଆଜି କ୍ରାଉନ୍ ବଦଳରେ ଅଛି ସେନାର କ୍ୟାପ୍ । ୨୦୧୭ ରେ ହୋଇଥିଲେ ଇଣ୍ଡିଆଜ୍ ମିସ୍ ଚାର୍ମିଙ୍ଗ୍ ଫେସ୍ । ଆଉ ଆଜି ସେ ଭାରତୀୟ ସେନାର ଅଫିସର୍ । ସେ ହେଉଛନ୍ତି ଗରିମା ଯାଦବ । ସୌନ୍ଦର‌୍ୟ୍ୟ ପ୍ରତିଯୋଗିତା ଜିତିଥିବା ଅନେକ ବିଉଟି…