Odia News Portal
Yearly Archives

2019

ଅସୁସ୍ଥ କମିଶନରେଟ ପୁଲିସ

ଭୁବନେଶ୍ବର () : ସ୍ମାର୍ଟ ସିଟିରେ ଡକାୟତ, ଲୁଟେରା ଓ ଚୋରମାନେ କମିଶନରେଟ ପୁଲିସ୍କୁ ରାସ୍ତାଘାଟରେ ଖୋଲା ଚ୍ୟାଲେଞ୍ଜ କରୁଥିବାବେଳେ ସେମାନଙ୍କୁ କାବୁ କରିବା ବଦଳରେ କିଛି ଛାତ୍ରନେତାଙ୍କୁ ବାନ୍ଧି ପୁଲିସ୍ ବାବୁମାନେ ଯେଭଳି ବାହାବା ନେବାରେ ଲାଗିଛନ୍ତି ଲୋକେ ତାହାକୁ ସନ୍ଦେହ ଚକ୍ଷୁରେ…

ନବୀନ ନିବାସରେ ଦିଲ୍ଲୀପ

ନବୀନ ନିବାସରେ ଦିଲ୍ଲୀପ ରାୟ । ବିଜେପିରୁ ଇସ୍ତଫା ଦେଇଥିବା ଦିଲ୍ଲୀପ ନବୀନ ନିବାସରେ ପହଞ୍ଚିବା ପରେ କଡ ଲେଉଟାଇଛି ରାଜ୍ୟ ରାଜନୀତି । ନବୀନ ନିବାସରେ ଦିଲ୍ଲୀପଙ୍କ ଏଣ୍ଟ୍ରି ପରେ ଏବେ ଭିନ୍ନ ଭିନ୍ନ ସମୀକରଣ ସାମ୍ନାକୁ ଆସିଛି । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ସହ ରୁଦ୍ଧଦ୍ୱାର ବୈଠକ…

ଗମ୍ଭୀରଙ୍କ ସମେତ ୫ କ୍ରୀଡ଼ାବିତ୍ଙ୍କୁ ପଦ୍ମଶ୍ରୀ

ଆଜି ରାଷ୍ଟ୍ରପତି ଭବନରେ ଅୟୋଜିତ ସ୍ୱତନ୍ତ୍ର ପଦ୍ମ ପୁରସ୍କାର ପ୍ରଦାନ କାର୍ୟ୍ୟକ୍ରମରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ସମେତ ୪ ଜଣ ଖେଳାଳି ରାଷ୍ଟ୍ରପତିଙ୍କ ଠାରୁ ପଦ୍ମ ପୁସ୍କାର ଗ୍ରହଣ କରିଛନ୍ତି। ଗମ୍ଭୀର, ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ, ତୀରନ୍ଦାଜ ବୋମବାୟାଲ ଦେବୀ ଲାଇଶର୍ମା ଓ…

ସାରା ଜୀବନ କୁଆଁରୀ ରହିବାକୁ ଚାହୁଁଛନ୍ତି ବିଜେପିର ଏହି ନେତ୍ରୀ

ବଲିଉଡ ଇଣ୍ଡଷ୍ଟ୍ରି ସମୟ ସହିତ ପରିବର୍ତ୍ତନ ହୋଇଗଲାଣି। ବଲିଉଡ ଇଣ୍ଡଷ୍ଟ୍ରିରେ ନୂଆ ଚେହେରା ଆସିବା ପରେ ପୁରୁଣା ଚେହେରା ଗାୟବ ହେବାକୁ ବସିଲେଣି। କିନ୍ତୁ ଏପରି ଏକ ସମୟ ଥିଲା ଯେ ପୁରୁଣା ଷ୍ଟାରମାନେ ମଧ୍ୟ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ମତୁଆଲା କରିବା ସହ ବଲିଉଡ ଅଭିନେତାଙ୍କୁ ମଧ୍ୟ…

ବାପାଙ୍କ ରାସ୍ତାରେ ଝିଅ

ବିଜେଡିରୁ ଇସ୍ତଫା ଦେଲେ ଦାମଙ୍କ ଝିଅ । ବାପା ବିଜେପିରେ ଯୋଗ ଦେବାର ଦୁଇ ଦିନ ନ ହେଉଣୁ ବିଜେଡି ଛାଡିଛନ୍ତି ଦାମଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ । ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରୀତିନନ୍ଦା ବିଜେଡିରୁ ଇସ୍ତଫା ଦେଇଥିବା ସ୍ପଷ୍ଟ କରିଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ…

ଛତିଶଗଡର ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଜ୍ବାଇଁ ଗିରଫ

ଛତିଶଗଡର ପୂର୍ବ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଜ୍ବାଇଁ ପୁନିତ୍ ଗୁପ୍ତାଙ୍କୁ ଆର୍ଥିକ ଅନିୟମିତତା ଅଭିଯୋଗରେ ଗିରଫ କରାଯାଇଛି । ପୋଲିସ୍ କହିଛି କି ଏହି କାର୍ୟ୍ୟାନୁଷ୍ଠାନ ଶୁକ୍ରବାର ଅର୍ଥାତ୍ ୧୫ମାର୍ଚ୍ଚ ଦିନ ନିଆଯାଇଛି । ପୁନିତ ସରକାରୀ ହସ୍ପିଟାଲରେ ଅଧିକ୍ଷକ ପଦରେ ଥାଇ ୫୦ କୋଟି ଟଙ୍କା…

ଓଡ଼ିଶାର ୩ ଜଣଙ୍କୁ ପଦ୍ମଶ୍ରୀ

ଆଜି ୩ ଜଣ ଓଡିଆଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି । ସେମାନେ ହେଲେ ଦୈତାରୀ ନାୟକ, କମଳା ପୂଜାରୀ ଓ ଡି. ପ୍ରକାଶ ରାଓ । ବିରଳ ଧାନ ସଂଗ୍ରହ କରିଥିବା କମଳା ପୂଜାରୀଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଆସିଥିଲେ ମଧ୍ୟ ତାଙ୍କ ବିରଳ…

ହାତ ଛାଡିଲେ ସାଲେପୁର ବିଧାୟକ ପ୍ରକାଶ ବେହେର

ଶେଷରେ ହାତ ଛାଡ଼ିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରକାଶ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ସେ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ନେଇ ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ୨୦୧୪…

ବିଜେପି ସଭାପତିଙ୍କ ପୁତୁରା ବିଜେଡିରେ

ବିଜେଡିରେ ସାମିଲ ହେଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ଓରଫ ଟିଟୁ। ନବୀନ ନିବାସରେ ଆୟୋଜିତ ମିଶ୍ରଣ ପର୍ବରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ଟିଟୁ ପଣ୍ଡା। ବିଜେଡିରେ ସାମିଲ ହେବା ପାଇଁ ନିଜର ପ୍ରାୟ ୨ଶହ ସମର୍ଥକଙ୍କ ସହ ସେ ନବୀନ…

ପଦ୍ମ ଧରିଲେ ବଳଭଦ୍ର

ଭୁବନେଶ୍ବର () ବଳଭଦ୍ର ବିଜେପିରେ ଯୋଗ ଦେବା ପରେ ନୀଳଗିରୀ ବିଧାୟକ ସୁକାନ୍ତ ନାୟକ ମଧ୍ୟ ବିଜେପି ମୁହାଁ ହୋଇନ୍ତି । ଚର୍ଚ୍ଚା ହେଉଛି ଆସନ୍ତାକାଲି ସେ ବିଜେପିରେ ଯୋଗ ଦେବେ । ଗତକାଲି ସୁକାନ୍ତ ଏବଂ ବିଜେପିର ଜଣେ ବରିଷ୍ଠ ନେତାଙ୍କ ମଧ୍ୟରେ ଭୁବନେଶ୍ବରରେ ରୁଦ୍ଧଦ୍ବାର ବୈଠକ ହୋଇଥିବା…