ସ୍ଵାମୀଠାରୁ ସ୍ତ୍ରୀର ବୟସ କାହିଁକି କମ୍ ହୋଇଥାଏ, ଜାଣନ୍ତୁ …
ସାମାଜିକ ବ୍ୟବସ୍ଥା ଅନୁସାରେ ବିବାହ ରୀତିନୀତିରେ ପୁଅ-ଝିଅଙ୍କ ବୟସର ତାରତମ୍ୟ ଥାଏ । ଦେଖିବାକୁ ଗଲେ ପୁଅ ଝିଅଠାରୁ ବୟସରେ ବଡ଼ ହୋଇଥାଏ ।ଏହି ଧାରଣା ସମସ୍ତଙ୍କ ମନ ଭିତରେ ଥାଏ । କିନ୍ତୁ ଏହା ପଛରେ କାରଣ କଣ ଥାଏ..ଜାଣିବା ଆସନ୍ତୁ ।
ପୁଅ-ଝିଅଙ୍କ ବୟସ ସମାନହେଲେ କଳିଲାଗିବାର ସମ୍ଭାବନା…
