ଏଥର ଵି ନିଜ ଦମରେ ଲଢ଼ିବ ଵିଜେଡି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡିର ଅନ୍ୟ ରାଜନୈତିକ ଦଳ ସହ ମେଣ୍ଟକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ପକାଇଛନ୍ତି । ବିଜେଡି ନିଜ ଦମରେ ନିର୍ବାଚନ ଲଢ଼ିବ । କାହାସହ ମେଣ୍ଟ କରିବ…
