ପ୍ରକାଶ ତ୍ରିପାଠୀ ଆକ୍ରମଣ ଘଟଣା : ଛାତ୍ର ନେତାଙ୍କ ‘ସିଲଟ ପ୍ରତିବାଦ’
ଅଦାଲତ ଓ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହେବ ଫୋରମ
ଭୁବନେଶ୍ୱର () : ବାଣୀବିହାର ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ଛାତ୍ରନେତା ପ୍ରକାଶ ତ୍ରିପାଠୀଙ୍କ ପ୍ରତି କମିଶନରେଟ୍ ପୁଲିସ୍ ଯେଉଁଭଳି ଭାବେ ଅମାନୁଷିକ ଆଚରଣ ପ୍ରଦର୍ଶନ କରିଛି ତାହା ବର୍ବରତାର ସବୁ ସୀମା ଟପିଯାଇଛି । ଏକ ଗଣ୍ଡଗୋଳ…
