Odia News Portal
Yearly Archives

2019

ଆସିଲା ଭିଭୋ ଭି-୧୫ ପ୍ରୋ ସ୍ମାର୍ଟଫୋନ

ନୂଆଦିଲ୍ଲୀ :  ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଭି-୧୫ ପ୍ରୋର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି…

‘ଦ କପିଲ ଶର୍ମା ଶୋ’ କୁ ଫେରିଲେ ସୁନୀଲ୍ ଗ୍ରୋଭର

ମୁମ୍ବାଇ : ଲୋକପ୍ରିୟ କମେଡ଼ିଆନ୍‌ କପିଲ୍‌ ଶର୍ମା ଓ ତାଙ୍କର ପୁରୁଣା ଅନ୍‌ସ୍କ୍ରିନ୍‌ ସାଥୀ ସୁନୀଲ୍‌ ଗ୍ରୋଭର ଓରଫ୍‌ ଗୁତ୍ଥିଙ୍କ ଝଗଡ଼ା ଦୀର୍ଘଦିନ ପର୍ଯ୍ୟନ୍ତ ବେଶ୍‌ ଚର୍ଚ୍ଚାରେ ଥିଲା। ଏହି ବିବାଦକୁ ନେଇ ସୋଶାଲ୍‌ ମିଡିଆ ଓ ଅନେକ ସାକ୍ଷାତକାରରେ ଦୁହିଁଙ୍କ ଖରାପ୍‌ ସମ୍ପର୍କର ଝଲକ୍‌…

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ଅପରାହ୍ନ ୫ଟା ୪୫ମିନିଟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ହେବାକୁ ଥିବା ଏହି ବୈଠକର ଏଜେଣ୍ଡା ସମ୍ପର୍କରେ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟକୁ…

ଆଜିଠୁ ମାଟ୍ରିକ ପରୀକ୍ଷା, ପ୍ରଥମ ଦିନ ଅଛି ମାତୃଭାଷା

ଭୁବନେଶ୍ୱର : ଆଜିଠୁ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୩୦୪ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି। ଦୁର୍ଗମ ଓ ସମ୍ବେଦନଶୀଳ ସ୍ଥାନରେ ୧୯ଟି ପୋଲିସ ଷ୍ଟେସନରେ ରହିଛି ନୋଡାଲ ସେଣ୍ଟର। ନୋଡାଲ ସେଣ୍ଟରରୁ ଆଜି ସକାଳ ୬ରୁ ସାଢ଼େ ଆଠ…

ବଢ଼ିଲା ପ୍ରୋଭିଡେଣ୍ଟ ଫଣ୍ଡ ସୁଧ ହାର, ଆସନ୍ତୁ ଜାଣିଵା

ନୂଆଦିଲ୍ଲୀ : ନିର୍ବାଚନୀ ବର୍ଷରେ  କେନ୍ଦ୍ର ସରକାର ଇପିଏଫ୍‌ଓ ସୁଧହାର ବଢ଼ାଇଛନ୍ତି । ଏହାକୁ ୮.୫୫ରୁ ୮.୬୫ ପ୍ରତିଶତ କରାଯାଇଛି । ଆଜି ଏ ସମ୍ପର୍କରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ଯୋଗୁଁ ୬ କୋଟି ଉପଭୋକ୍ତା ଉପକୃତ…

କେନ୍ଦ୍ରାପଡାରେ କିଏ ପାଇବ ବିଜେଡି ଟିକେଟ୍ ! ଆଶାୟୀଙ୍କ ସଂଖ୍ୟା ଅଧିକରୁ ଅଧିକ

ଭୁବନେଶ୍ବର : ପାଖେଇ ଆସୁଛି ୧୯’ ନିର୍ବାଚନ । ସରଗରମ ହେଲାଣି ରାଜନୀତି । କେଉଁ ଲୋକସଭା କ୍ଷେତ୍ରରେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ତା ଉପରେ ଏବେ ସମସ୍ତଙ୍କର ନଜର । ଗତ ୨୦୧୪ ନିର୍ବାଚନ ବେଳେ ୧୩ଟି ଲୋକସଭା ଆସନରେ ବିଜେଡି ନୂଆ ମୁହଁଙ୍କୁ ଟିକେଟ ଦେଇଥିଲା। ଅନ୍ୟ ୮ ଆସନରେ ଲୋକସଭା…

ତିନି ନଦୀରୁ ପାକିସ୍ତାନକୁ ପାଣି ବନ୍ଦ : ନିତୀନ ଗଡ଼କରୀ

ନୂଆଦିଲ୍ଲୀ: ପାକିସ୍ତାନକୁ ପାଣି ବନ୍ଦ । ଏଭଳି କିଛି କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି ଭାରତ ସରକାର । ଆଜି କେନ୍ଦ୍ର ଜଳସମ୍ବଳ ମନ୍ତ୍ରୀ ନିତୀନ ଗଡ଼କରୀ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଭାରତର ତିନି ନଦୀ ରବି, ବେୟସ ଓ ସତଲେଜରୁ ପାକିସ୍ତାନକୁ ପାଣି ଯାଉଛି । ଏହି ତିନି ନଦୀ ଉପରେ…

ବିଫଳ ହେଲା ବିଜେପିର ଷଡ଼ଯନ୍ତ୍ର : ବିଜେଡି

ଭୁବନେଶ୍ବର (): ନବ ନିର୍ମାଣ କୃଷକ ସଂଗଠନ ଡାକରାରେ ଓଡ଼ିଶା ବନ୍ଦ ପାଳନକୁ ରାଜ୍ୟବାସୀ ବିଶେଷ କରି ରାଜ୍ୟର ଚାଷୀଭାଇମାନେ ପ୍ରତ୍ୟାଖ୍ୟାନ କରିଥିବାରୁ ବିଜୁ ଜନତା ଦଳ ସମସ୍ତଙ୍କୁ ସାଧୁବାଦ ଜଣାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଚାଷୀ ସମାଜ ସେମାନଙ୍କ ଅଦ୍ଭୂତପୂର୍ବ ବିଶ୍ବାସ ଓ…

ବିଶ୍ୱକପ୍ରୁ ବାଦ୍ ପଡିବ କି ପାକିସ୍ତାନ ?

ପୁଲୱାମା ଆତଙ୍କବାଦୀ ହମ୍ଲାର ବଦ୍ଲା ପାକିସ୍ତାନ ଠାରୁ ନେବା ପାଇଁ ଚାରିଆଡ଼ୁ ଚାପ ପଡ଼ୁଥିବା ବେଳେ ଏବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଧ୍ୟ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଆଗାମୀ କ୍ରିକେଟ୍ ବିଶ୍ୱକପ୍ରୁ ପାକିସ୍ତାନକୁ ବାଦ୍ ଦେବାକୁ ବିସିସିଆଇ ଏବେ ଅନ୍ତର୍ଜାତୀୟ…

ଇପିଏଫ ସୁଧ ହାର ବଢିଲା

କର୍ମଚାରୀ ଭବିଷ୍ୟନିଧି ସଂସ୍ଥା କର୍ମଚାରୀ ମାନଙ୍କର ଇପିଏଫ ସୁଧ ହାର ବୃଦ୍ଧି କରିଛନ୍ତି । ୨୦୧୮ /୨୦୧୯ ବର୍ଷ ପାଇଁ ସୁଧହାର ୮.୬୫ କରାଯାଇଛି । ପୁର୍ବରୁ ଏହା ୮.୫୫ ଥିଲା । ଏହା ଫଳରେ ଇପିଏଫ ସୁଧହାରୀଙ୍କ ସୁଧହାର ୦.୧୦ ଭାଗ ବୃଦ୍ଧି କରାଯାଇଛି ।