Odia News Portal
Yearly Archives

2019

ପରଦାରେ ଆସିବେ ବିଜୁବାବୁ

ବିଜୁବାବୁ ଆସିବେ ପରଦାରେ । ବିଜୁବାବୁଙ୍କ ଆତ୍ମଜୀବନୀ ଓ ଚରିତ୍ରକୁ ନେଇ ପ୍ରସ୍ତୁତି ପଥରେ ଚାଲିଛି ଏକ ଚଳଚ୍ଚିତ୍ର । ଓଡିଶା ଜନଜୀବନର ମହାନାୟକ ତଥା ଓଡିଶାର ବାଜ ବୋଲାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଆଧାର କରି “ବିଜୁବାବୁ” ଚଳଚ୍ଚିତ୍ର ନିର୍ମାଣ…

ପାକିସ୍ତାନ ଟିଭି ଚାନେଲରେ ଦେବାଶିଷ ସାମନ୍ତରାୟ

ଓଡ଼ିଶାର ବିଜେଡି ବିଧାୟକ ଓଡ଼ିଆ ସହିଦ୍ଙ୍କ ମନୋଜ୍ ବେହେରାଙ୍କ ସମ୍ପର୍କୀୟ ଦାଦାଙ୍କ ପ୍ରତି ଯେଉଁଭଳି ଭାବେ ଅଭଦ୍ରୋଚିତ ଆଚରଣ କଲେ ତାହା ବର୍ତ୍ତମାନ ପାକିସ୍ତାନ ଟେଲିଭିଜନ ଚାନେଲରେ ଘୁରି ବୁଲିଲାଣି । ଓଡିଶା ବିଜେଡି ବିଧାୟକଙ୍କ କାରନାମା ଓଡିଶାରେ କ୍ଷମତାସିନ ସରକାରକୁ ଯାହା ତ ନିନ୍ଦିତ…

କାଳିଆ ଯୋଜନାରେ ୩୦ଲକ୍ଷରୁ ଉଦ୍ଧ୍ୱର୍ ଚାଷୀ ଉପକୃତ ହେଲେଣି

ଭୁବନେଶ୍ବର () କାଳିଆ ଯୋଜନାରେ ଏବେ ସୁଦ୍ଧା ରାଜ୍ୟର 30 ଲକ୍ଷ 40 ହଜାର 38ଜଣ ଚାଷୀ ଉପକୃତ ହୋଇଛନ୍ତି । ସେ ମଧ୍ୟରୁ ମୟୁରଭଂଜରେ ସର୍ବାଧିକ 2ଲକ୍ଷ 27 ହଜାର 70ଜଣ ଚାଷୀ କାଳିଆ ସହାୟତା ପାଇଛନ୍ତି । କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ…

କୃଷକ ସଂଗଠନ ନାଁରେ ରାଜନୈତିକ ବନ୍ଦ ବିଫଳ

ଭୁବନେଶ୍ବର () ଚାଷୀଙ୍କୁ ତତେଇ ପାରିଲାନି ନବ ନିର୍ମାଣ କୃଷକ ସଂଗଠନ । ଚାଷୀଙ୍କୁ ପ୍ରାଇସ, ପ୍ରେସଟିଜ ଓ ପେନସନ ଦାବି ନେଇ ଦିଆଯାଇଥିବା ବନ୍ଦ ଡାକରାକୁ ମିଳିନି ଆଶାନୁରୂପ ସମର୍ଥନ । ଏପରିକି ରାଜ୍ୟର ଚାଷୀମାନେ ବି ଏହି ଆନ୍ଦୋଳନରୁ ଦୂରେଇ ରହିଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ…

କାଳିଆକୁ କେହି ବନ୍ଦ କରିପାରିବେ ନାହିଁ : ନବୀନ

ଭୁବନେଶ୍ବର () ନବ ନିର୍ମାଣ କୃଷକ ସଂଗଠନର ଓଡିଶା ବନ୍ଦ ଡାକରା ସତ୍ତ୍ବେ ଆଜି ବରଗଡରେ ଆୟୋଜିତ ଚାଷୀ ସମାବେଶରେ ଲକ୍ଷାଧିକ ଚାଷୀ ଯୋଗ ଦେଇଥିଲେ । ରାଜ୍ୟ ସରକାର ଆରମ୍ଭ କରିଥିବା କାଳିଆ ଯୋଜନାରେ ଆଜି ରାଜ୍ୟର 14 ଲକ୍ଷରୁ ଅଧିକ ଚାଷୀ ସାମିଲ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ 12 ଲକ୍ଷରୁ ଅଧିକ…

ପିଏମ କିଷାନ ଯୋଜନାରେ ସାମିଲ ହେବ ଓଡିଶା

ଭୁବନେଶ୍ୱର () ପ୍ରଧାନମନ୍ତ୍ରୀ କୃଷକ ଯୋଜନାରେ ସାମିଲ ହେବ ଓଡିଶା । ଆଜି କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି । ପିଏମ କୃଷକ ଯୋଜନାରେ ରାଜ୍ୟର ପ୍ରାୟ 90 ପ୍ରତିଶତ ଚାଷୀ ଉପକୃତ ହେବେ । ଏହି ଯୋଜନାରେ ଚାଷୀଙ୍କୁ ବାର୍ଷିକ 6ହଜାର ଟଙ୍କାର କେନ୍ଦ୍ରୀୟ ସହାୟତା ମିଳିବ । ପିଏମ କିଷାନ…

ଆମ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ଖାଦ୍ୟ କ’ଣ ଆସନ୍ତୁ ଜାଣିବା

ଭୁବନେଶ୍ୱର :  ପ୍ରତିଦିନ ସକାଳୁ ଉପମା ଖାଇଥାନ୍ତି। ଏବଂ ତା ପରେ କିଛି ଅମୃତଭଣ୍ଡା ଜୁସ୍ ପିଇବାକୁ ଭଲ ପାଆନ୍ତି। ଅମୃତଭଣ୍ଡା ଯୁସ୍ ହେଉଛି ତାଙ୍କ ମାନପାସନ୍ଦ ର ପାନୀୟ ଦ୍ରବ୍ୟ। ଏବଂ ସେ ହଟ୍ ଚକ୍ଲେଟେ ଡ୍ରିଙ୍କ ପିଇବାକୁ ଭଲ ପାଆନ୍ତି। କାରଣ ଦେ ଚାହା କି କଫି ପିଆନ୍ତି ନାହିଁ। ଏହାପରେ ସେ…

ଦେଶୀ ମଦ ଭାଟି ଭାଙ୍ଗିଲେ ଉତ୍ତ୍ୟକ୍ତ ମହିଳା

ଗାଙ୍ଗପୁର : ମଦ ବିରୋଧରେ ତାତିଲେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧୀନରେ ଥିବା ନେଟଙ୍ଗା ଗ୍ରାମର ଶତାଧିକ ମିହିଳା । ଗାଁରେ ଥିବା ସରକାରୀ ଦେଶୀ ମଦ ଭାଟିଗୁଡିକୁ ଭାଙ୍ଗିଛନ୍ତି ଉତ୍ତ୍ୟକ୍ତ ମହିଳା । ଏଥିସିହତ ନିଜ ପଞ୍ଚାୟତକୁ ମଦ ମୁକ୍ତ କରିବାପାଇଁ ଦେଇଛନ୍ତି ନାରା । ଗ୍ରାମରେ ମଦ…

କିଭଳି ଭାବରେ ଏଲ୍‌ପିଜି ସିଲିଣ୍ଡର ବ୍ୟବହାର କରିବା ଦରକାର, ଆସନ୍ତୁ ଜାଣିବା

ଅନେକ ସମୟରେ ଘରେ ବା କୌଣସି ଦୋକାନମାନଙ୍କରେ ବ୍ୟବହୃତ ହେଉଥିବା ଗ୍ୟାସ୍‌ ସିଲିଣ୍ଡର ଫାଟି ଦୁର୍ଘଟଣା ଘଟିବାର ଖବର ଆସିଥାଏ । କିଛି ଲୋକ ସିଲିଣ୍ଡର ବ୍ୟବହାର କରୁଥିବା ସମୟରେ ସାବଧାନତା ଅବଲମ୍ବନ କରୁ ନଥିବାରୁ ଏଭଳି ଦୁର୍ଘଟଣା ଘଟିଥାଏ । ତେବେ ସୁରକ୍ଷିତ ରହିବା ପାଇଁ କ’ଣ କରିବା ଦରକାର ବା…

ଜିଓକୁ ଟକ୍କର ଦେଲା ବିଏସ୍‌ଏନ୍‌ଏଲ୍‌ , ଗ୍ରାହକଙ୍କୁ ୩୪୯ ଟଙ୍କା ପ୍ଲାନ୍‌ରେ ପ୍ରତିଦିନ ମିଳିବ ୩.୨ଜିବି ଡାଟା

ନୂଆଦିଲ୍ଳୀ: ଟେଲିକମ୍‌ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ନିଜର ପପୁଲର ୩୪୯ଟଙ୍କାର ପ୍ଲାନ୍‌କୁ ରିଭାଇଜ କରି ଦେଇଛି। ଏହା ଜରିଆରେ କେବଳ ନା ବ୍ୟବହାରକାରୀଙ୍କୁ ଅଧିକ ଡାଟା ମିଳିବ ତାହା ନୁହେଁ ପ୍ଲାନ୍‌ର ବୈଧତାକୁ ବି ବୃଦ୍ଧି କରି ଦିଆଯାଇଛି। କମ୍ପାନି ୩୪୯ଟଙ୍କାର…