Odia News Portal
Yearly Archives

2019

ବଦଳିବ ବୌଦ୍ଧର ଚେହେରା

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୌଦ୍ଧ ଏବଂ ଭଂଜନଗରରେ ଏକାଧିକ ଜନକଲ୍ୟାଣକାରୀ ଯୋଜନାର ଉଦଘାଟନ କରିବା ସହ ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବୌଦ୍ଧରେ ମୁଖ୍ୟମନ୍ତ୍ରୀ 192 କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିଥିବା ବେଳେ 777.59 କୋଟି ଟଙ୍କାର…

ଦେବଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଦେବଗଡ଼ : ରେଙ୍ଗାଳି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତି ପକ୍ଷରୁ ୫ ଦଫା ଦାବି ନେଇ ଆଜି ଦେବଗଡ଼ ଜିଲ୍ଲାରେ ରାସ୍ତାରୋକ ଏବଂ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ଡାକରାର ପ୍ରଭାବରେ ଜିଲ୍ଲାର ଅଧିକାଂଶ  ସ୍ଥାନରେ ଦୋକାନ, ବଜାର ବନ୍ଦ ରହିଛି । ଖାଲି ସେତିକି ନୁହେଁ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ…

‘ମୁଁ ନବୀନଙ୍କ ପାଇଁ କହୁଛି’ ସୁନ୍ଦରଗଡ଼ରୁ କାର୍ଯ୍ୟକ୍ରମ ଆରମ୍ଭ

ସୁନ୍ଦରଗଡ଼ : ଆରମ୍ଭ ହେଲା ମୁଁ ନବୀନଙ୍କ ପାଇଁ କହୁଛି କାର୍ଯ୍ୟକ୍ରମ। ୧୯ବର୍ଷ ଧରି ଶାସନ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ପ୍ରସ୍ତୁତ କରିଛନ୍ତି। ଛାତ୍ର, ଛାତ୍ରୀ ମାନଙ୍କ ପାଇଁ ମେଧାବୃତ୍ତି ଯୋଜନା, ଲ୍ୟାପଟପ୍‌ ବଣ୍ଟନ ଏବଂ ଚାଷୀଙ୍କ ପୁଅ ଓ ଝିଅଙ୍କ…

୮୨କେଜି ଗଞ୍ଜେଇ ସହ ୪ ଗିରଫ

ଗଜପତି : ଗଞ୍ଜେଇ ବସ୍ତା ଜବତ,୪ ଗିରଫ। ଗଜପତି ଜିଲ୍ଲା ଚୂଡଙ୍ଗପୁର ଅଞ୍ଚଳରୁ ଏହି ଗଞ୍ଜେଇ ଜବତ ହୋଇଛି। ଚୂଡଙ୍ଗପୁର ଅଞ୍ଚଳରେ ଅଡ଼ବା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସାତାମ୍‌ ଖାନ୍‌, ମିଜାନ୍‌ ଖାନ୍‌ , ସାହାଙ୍ଗିର ଶେଖ୍‌ ଓ ମୁଶାରଫ ଖାନ୍‌।…

ସାମାନ୍ୟ ବଚସାରୁ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ

କଟକ : ଏକ ତରଫା ପ୍ରେମର କରୁଣ ପରିଣତି । କଟକରେ ପ୍ରେମିକାର ତଣ୍ଟି କାଟିଲା ପ୍ରେମିକ । ଗତକାଲି ଜନଗହଳିପୂର୍ଣ୍ଣ ବଜ୍ରକବାଟୀର ଏକ ସପିଂ ମଲରେ ଏଭଳି ଘଟଣା ଘଟିଛି । ଯୁବତୀ ଜଣକ ସପିଂ ମଲରେ କାମ କରୁଥିଲେ । ଏହି ସମୟରେ ଯୁବକ ଯଣକ ମଲକୁ ହଠାତ ପସି ଯୁବତୀଙ୍କୁ ଗାଳିଗୁଲଜ କରିଥିଲେ । ଏହାପରେ…

ପୁଲଓ୍ବାମା ଫିଙ୍ଗଲାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ୪ ଯବାନ ସହିଦ

ପୁଲଓ୍ବାମା : ଜମ୍ମୁକାଶ୍ମୀର ପୁଲଓ୍ବାମା ଫିଙ୍ଗଲାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଆତଙ୍କବାଦୀଙ୍କ ଗୁଳିରେ ୪ଜଣ ଯବାନ ସହିଦ ହୋଇଛନ୍ତି । ଜଣେ ମେଜରଙ୍କ ସମେତ ୪ ଯବାନ ସହିଦ ହୋଇଥିବା ଜଣାପଡିଛି । ଗୁଳିବିନିୟମରେ ଜଣେ ସାଧାରଣ ଲୋକର ମୃତ୍ୟୁ ହୋଇଥିବା ସୂଚନା…

ଆଜି ମୁଖ୍ୟମନ୍ତ୍ରୀଙ୍କ ବୌଦ୍ଧ ଓ ଭଞ୍ଜନଗର ଗସ୍ତ, ପ୍ରାୟ ୪୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ

ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିବା ସହ ବହୁ ପ୍ରତୀକ୍ଷିତ ବୌଦ୍ଧ-ମର୍ଜାକୁଦ ମହାନଦୀ ସେତୁର ଶିଳାନ୍ୟାସ କରିବେ । ବୌଦ୍ଧ ଏବଂ କଣ୍ଟାମାଳରେ ମୁଖ୍ୟମନ୍ତ୍ରୀ ପ୍ରାୟ ୪୦୦ କୋଟି ଟଙ୍କାର ପ୍ରକଳ୍ପ…

ଵିଶ୍ବପ୍ରସିଦ ଯୋରନ୍ଦା ମାଘ ମେଳା ଆରମ୍ଭ

ଢେଙ୍କାନାଳ : ଆଜିଠୁ ଢେଙ୍କାନାଳ ଯୋରନ୍ଦା ମାଘ ମେଳା । ୩ ଦିନ ଧରି ହେବାକୁ ଥିବା ଏହି ମେଳାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ପ୍ରଶାସନ ଓ ମଠ ତରଫରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ଗାଡ଼ି ମୋଟର ଚଳାଚଳ ପାଇଁ ୱାନ୍‌ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଥିବା…

ସହିଦ ଯବାନଙ୍କ ପରିବାରକୁ ୨.୫୧ କୋଟି ଟଙ୍କାର ଘୋଷଣା କଲା ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ

ସିରିଡ଼ି: ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ବିଭିନ୍ନ ଆଡୁ ସହାୟତା ମିଳୁଥିବା ବେଳେ ଏବେ ମହାରାଷ୍ଟ୍ରରେ ଥିବା ପ୍ରସିଦ୍ଧ ସିରିଡ଼ି ଶାଇ ବାବାଙ୍କ ମନ୍ଦିରର ପରିଚାଳନା ଟ୍ରଷ୍ଟ୍‍ ପକ୍ଷରୁ ବି ଯବାନଙ୍କ ପରିବାରକୁ ସହାୟତା ମିଳିଛି। ସିରିଡି ଶାଇ ମନ୍ଦିର ପକ୍ଷରୁ ୨.୫୧…

ବିଜୁ ଯୁବ ବାହିନୀ ସମାବେଶ : ଓଡ଼ିଶାର ପରିଚୟ କରିବା ପାଇଁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

କଟକ : କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ବିଜୁ ଯୁବ ବାହିନୀ ସମାବେଶରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୨୯ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଜୁ ଯୁବ ବାହିନୀ ସମାବେଶରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ବସୁଧା…