Odia News Portal
Yearly Archives

2019

ଇଦରେ ‘ଭାରତ’ ଚଳଚ୍ଚିତ୍ର ରିଲିଜ ନକରିବାକୁ ନିଷ୍ପତ୍ତି

ସଲମାନ ଖାନଙ୍କ ଫିଲ୍ମ ‘ଭାରତ’କୁ ପାକିସ୍ତାନ ଭୟ କରୁଛି ବୋଲି କୁହାଯାଉଛି। ତେଣୁ ଇଦରେ ‘ଭାରତ’ ଚଳଚ୍ଚିତ୍ର ରିଲିଜ ନକରିବାକୁ ନିଷ୍ପତ୍ତି ନିଆଯାଇଛି।। ସଲମାନ ଖାନଙ୍କ ଫିଲ୍ମ ପାକିସ୍ତାନରେ ଖୁବ ଭଲ ଆୟ କରେ। ସଲମାନଙ୍କ ତୁଳନାରେ ପାକିସ୍ତାନର କଳାକାର ଫିକା ପଡିଯାଆନ୍ତି। ପୁଲୱାମା ଆତଙ୍କୀ…

କଂଗ୍ରେସ ସହ ସିପିଆଇ କରିପାରେ ମହାମେଣ୍ଟ

ଭୁବନେଶ୍ୱର : ବିଜେଡି ଓ ବିଜେପି ବିରୋଧରେ କଂଗ୍ରେସ ସହିତ ମିଶି ସିପିଆଇ, ସିପିଏମ ଓ ଜେଏମଏମ କରିବେ ମହାମେଣ୍ଟ। ବିଜେଡି ଓ ବିଜେପିକୁ ଶାସନ ଗାଦିରୁ ଦୂରେଇ ରଖିବା ପାଇଁ ୨୦୧୯ରେ ମିଳିତ ହୋଇ ଲଢ଼ିବେ। ଏନଇେ ସିପିଆଇ କେନ୍ଦ୍ରୀୟ ସମ୍ପାଦକ ଡିରାଜା ସ୍ପଷ୍ଟ କରିଥିବାବେଳେ ସିଟି ସେୟାରିଂ ନେଇ…

ଦୁଇ ପ୍ରସିଦ୍ଧ ପାକିସ୍ତାନୀ ପ୍ଲେ ବ୍ୟାକ୍ ସିଙ୍ଗରଙ୍କ ଉପରେ କଡା କର୍ଯ୍ୟାନୁଷ୍ଠାନ

ପୁଲୱାମା ଆକ୍ରମଣ ପରେ ପ୍ରତିଶୋଧ ନିଆଁରେ ଜଳୁଛି ସାରା ଦେଶ । ଆତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ହେଉଛି ଦାବି । ଆଉ ପାକିସ୍ତାନକୁ ମୁହଁତୋଡ ଯବାବ୍ ଦେବା ପାଇଁ ବଚନ ଦେଇସାରିଛନ୍ତି ସରକାର । ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବା ଆରମ୍ଭ କରିସାରିଲାଣି ଭାରତ । ଆଉ…

ପୁଣି ଅଡୁଆରେ ସୁର ବାବା

ଭୁବନେଶ୍ୱର : ପୁଣି ଅଡୁଆରେ ସୁର ବାବା । ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରବାବାଙ୍କ ନାଁରେ ତାଙ୍କ ନାଁରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ବାଲିପାଟଣା ଥାନାର ଜଣେ ମହିଳା । ଅଭିଯୋଗ ଅନୁଯାୟୀ ଗଞ୍ଜାମ ବେଲଗୁଣ୍ଠା ଅଞ୍ଚଳର ଜଣେ ମହିଳାଙ୍କ ସହ ବାଲିପାଟଣା ତ୍ରାହି…

ସେନାର ମୁଖ୍ୟ ଯବାନଙ୍କୁ ଦେଲେ ଭୟାନକ ଚେତାବନୀ : କ’ଣ ଆସନ୍ତୁ ଜାଣିବା

ଜମ୍ମୁ : ଭାରତୀୟ ସ୍ଥଳ ସେନାର ମୁଖ୍ୟ ବିପିନ ରାଓ୍ବତ ନିକଟରେ ଏକ ଚେତାବନୀ ଜାରି କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେଉଁ ଅଧିକାରୀ ଏବଂ ଯବାନମାନେ ସୁଗାର ଏବଂ ହାଇପରଟେନସନର ବାହାନା କରି ବିପଦଜନକ ଅଭିଯାନକୁ ଯିବାକୁ ଚାହୁଁନାହାନ୍ତି ଏବେ ତାଙ୍କ ରକ୍ଷା ନାହିଁ। ରାଓ୍ବତ କହିଛନ୍ତି ଯେ…

ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ : ଗତ ୩ ଦିନ ହେବ ଦେଶରେ ଲଗାତାର ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାରେ ଲାଗିଛି। ଯାହାଫଳରେ ପେଟ୍ରୋଲ ଦର ଲିଟର ପିଛା ୨୭ ପଇସା ମହଙ୍ଗା ହୋଇଛି। ସେହିଭଳି ଡିଜେଲ ଦର ୨୪ ପଇସା ବଢ଼ିଛି। ଗତକାଲି ଅର୍ଥାତ୍ ଶନିବାର ଦିଲ୍ଲୀ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲ ଦର ୧୪ ପଇସା…

ସୋମବାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଦୋକାନ-ବଜାର

ଆସନ୍ତା ୧୮ ତାରିଖ ତଥା ସୋମବାର ଦିନ ସମଗ୍ର ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଛି । ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ଜଣାଇଛନ୍ତି ଯେ…

ଆଜି ମୁଖ୍ୟମନ୍ତ୍ରୀଙ୍କ କଟକ ଜିଲ୍ଲା ଗସ୍ତ, ୨୩୧ କୋଟି ଟଙ୍କାର ୨୩ଟି ପ୍ରକଳ୍ପର ଶିଳାନ୍ୟାସ

କଟକ : ଆଜି କଟକ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୩୧ କୋଟି ଟଙ୍କାର ୨୩ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ୨୬୩ କୋଟି ଟଙ୍କାର ୪୧ଟି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏଥିସହ ବାଲିଯାତ୍ରା ପଡିଆରେ ଆୟୋଜିତ ଯୁବ ସମାବେଶରେ ଯୋଗଦେବେ । କଟକ ସମେତ କେନ୍ଦ୍ରାପଡା,…

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂହ

ଭଦ୍ରକ : ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଭଦ୍ରକ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମଇତାପୁରରେ ବିଜେପିର ବୁଥ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀରେ ଉଦବୋଧନ ଦେବେ ରାଜନାଥ । ଏଥିରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରୁ ଦଳର ସମସ୍ତ ବୁଥ କର୍ମକର୍ତ୍ତା ଯୋଗ…

କେନ୍ଦ୍ରାପଡ଼ା ମୁହାଁ ସିପ୍ରା : କେନ୍ଦ୍ରାପଡ଼ା ନା ମହାକାଳପଡ଼ା

ଭୁବନେଶ୍ୱର (): ପୂର୍ବତନ ବିଧାୟିକା ଓ ବର୍ତ୍ତମାନ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ସଦସ୍ୟା ସିପ୍ରା ମଲ୍ଲିକ ଏବେ କେନ୍ଦ୍ରାପଡା ମୁହାଁ । ବିଧାୟକ କିଶୋରଙ୍କୁ ହଟାଇବାପାଇଁ ଲାଗି ପଡିଥିବା ବିଜେଡିର ଗୋଟିଏ ଗୋଷ୍ଠୀ ଏବେ ପୁଣିଥରେ ସିପ୍ରାଙ୍କୁ କେନ୍ଦ୍ରାପଡା ନେଉଥିବା ଚର୍ଚ୍ଚା ହେଉଛି ।…