Odia News Portal
Yearly Archives

2019

ଆଜିଠୁ ଆରମ୍ଭ ମାଘ ମେଳା, ଉତ୍ସବମୁଖର ଖଣ୍ଡଗିରି

ଭୁବନେଶ୍ବର, ( ଚକ୍ରଧର ମାଝି ) : ଆଜି ଠାରୁ ଆରମ୍ଭ ହେବ ମାଘ ମେଳା । ସେଥିପାଇଁ ଉତ୍ସବମୁଖର ଖଣ୍ଡଗିରି । ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ସଂଖ୍ୟାରେ ସାଧୁସନ୍ଥ ଏକାଠି ହେବେ । ବିଶ୍ବ ଶାନ୍ତି ହୋମ ଯଜ୍ଞ ସହିତ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେବ ଚର୍ତୁଦିଗ । ଜାଗମରାରୁ ପ୍ରଭୁ…

ଭାଲେଣ୍ଟାଇନ୍ ଡେ’ ବିବାଦ : ୧୪ ଫେବୃଆରୀରେ ବିଛୁଆତି ଲଗାଇବ କଳିଙ୍ଗ ସେନା

ଭୁବନେଶ୍ବର, ( ଚକ୍ରଧର ମାଝି ) : ଭାଲେଣ୍ଟାଇନ ଦିବସରେ ପ୍ରେମୀଯୁଗଳଙ୍କୁ ବିଛୁଆତି ଉପହାର ଦେବ କଳିଙ୍ଗ ସେନା ।  ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ନାରୀ ସେନା ଶାଖାର ଅଧ୍ୟକ୍ଷ କହିଛନ୍ତି । ଫେବୃଆରୀ ୧୪କୁ ଟାର୍ଗେଟ କରାଯାଇଛି । ଆମେ ଭଲପାଇବାକୁ ବିରୋଧ କରୁନା । କିନ୍ତୁ ପ୍ରେମ ନାଁରେ…

ସୋସିଆଲ୍ ମିଡିଆର ଏଣ୍ଟ୍ରି ମାରିଲେ ପ୍ରିୟଙ୍କା, ମୋଦିଙ୍କୁ ମାତ୍ ଦେଇପାରନ୍ତି !

ରାଜନୀତି ମୈଦାନକୁ ଆଜିଠାରୁ ଓହ୍ଲାଇଛନ୍ତି କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି । ଲକ୍ଷ୍ନୌରୁ କଂଗ୍ରେସ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ପ୍ରିୟଙ୍କା । ହେଲେ ଏହି ରୋଡ୍ ସୋ ପୂର୍ବରୁ ସୋସିଆଲ୍ ମିଡିଆରେ ଏଣ୍ଟ୍ରି ମାରିଛନ୍ତି ପ୍ରିୟଙ୍କା । କଂଗ୍ରେସ୍ ତରଫରୁ ସକାଳେ ଟୁଇଟ୍…

ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ : ତୀର୍ଥ ପୁଷ୍କରିଣୀରେ ଶ୍ରଦ୍ଧାଳୁ ବୁଡ଼ ପକାଇବା ସହ ସୂର‌୍ୟ୍ୟ ଦର୍ଶନ କରିଛନ୍ତି। ବିଶ୍ୱାସ ରହିଛି, ଏହି ଦିନ ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ କୃଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ଚନ୍ଦ୍ରଭାଗାରେ ବୁଡ଼ ପରାଇଥିଲେ। ୨୭ ଦିନ ଏଠାରେ ସୂର‌୍ୟ୍ୟଙ୍କୁ ଆରାଧନା କରିବା ପରେ ସେ ଆରୋଗ୍ୟ ଲାଭ…

ମହାନଦୀ ବିବାଦରେ ବିଜେପି-କଂଗ୍ରେସ ଆଭିମୁଖ୍ୟ ଏକ

ଭୁବନେଶ୍ୱର () ମହାନଦୀ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସର ଚିନ୍ତାଧାରା ସମାନ । ଉଭୟ ଓଡିଶା ବିରୋଧୀ । ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ବେଆଇନ ବ୍ୟାରେଜ ନିର୍ମାଣ କରୁଥିବା ବେଳେ ରାଜ୍ୟ ବିଜେପି ଯେଭଳି ଆଭିମୁଖ୍ୟ ରଖିଥିଲା ଏବେ କଂଗ୍ରେସ ସେଇ ଆଭିମୁଖ୍ୟକୁ ଓହ୍ଲାଇଛି । ବେଆଇନ ବ୍ୟାରେଜ…

୧୩ରୁ କଂଗ୍ରେସର ପ୍ରାର୍ଥୀ ଖୋଜା ଅଭିଯାନ

ଭୁବନେଶ୍ବର () ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାର୍ଥୀ ଚୟନ ସଂପର୍କରେ ମତାମତ ଓ ତଥ୍ୟ ସଂଗ୍ରହ ନିମନ୍ତେ ନିଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭି.ଡି. ସଥୀସାନ ଓ ସଦସ୍ୟ ନୌସାଦ ସୋଲାଙ୍କି ଚଳିତ ମାସ ୧୩ ତାରିଖ ଠାରୁ ୧୫ ତାରିଖ…

କିଷାନ ଯୋଜନାରେ ଭୂମୀହୀନ, ଭାଗଚାଷୀଙ୍କୁ ସାମିଲ ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର () ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଭୂମୀହୀନ, ଭାଗଚାଷୀ ଏବଂ ଦୁର୍ଦ୍ଦଶାରେ ଥିବା କୃଷି ପରିବାରକୁ ସାମିଲ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମର୍ମରେ ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାର…

ମାର୍ଚ୍ଚ ୩୧ ସୁଦ୍ଧା ଲୋକାୟୁକ୍ତ ଚୟନ ଶେଷ ହେବ

ରାଜ୍ୟରେ ଏପ୍ରିଲ ୮ ତାରିଖରୁ କାର୍ୟ୍ୟ କରିବ ଲୋକାୟୁକ୍ତ । ମାର୍ଚ୍ଚ ୩୧ ସୁଦ୍ଧା ଲୋକାୟୁକ୍ତ ଚୟନ ଶେଷ ହେବ । ଏନେଇ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ଏହି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ମୁଖ୍ୟ ଶାସନ ସଚିବ…

ରାହୁଲ ଗାନ୍ଧି ଫେଲ ଷ୍ଟୁଡେଣ୍ଟଙ୍କ ସହ ସମାନ: ଅରୁଣ ଜେଟଲୀ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ବିଦେଶରୁ ସୁସ୍ଥ ହୋଇ ଫେରିବା ପରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଜେଟଲୀ । ରାହୁଲ ଗାନ୍ଧିଙ୍କ ତୁଳନା ଫେଲ୍ ଷ୍ଟୁଡେଣ୍ଟଙ୍କ ସହ କରିଛନ୍ତି ଜେଟଲୀ । କହିଛନ୍ତି ଫେଲ ହେଉଥିବା ବିଦ୍ୟାର୍ଥୀ…

ବିବାହ ପୁର୍ବରୁ ସହବାସ ଉଚିତ କି ଅନୁଚିତ ଜାଣନ୍ତୁ …

ଆଧୁନିକ ଯୁଗରେ ସମସ୍ତ ଯୁବ ପୀଢିଙ୍କ ମନରେ ପ୍ରଶ୍ନ ରହିଥାଏ ବିବାହ ପୁର୍ବରୁ ସହବାସ ଉଚିତ କି ଅନୁଚିତ । ଏହି ପ୍ରଶ୍ନର ଉତ୍ତର ସେମାନେ କାହାକୁ ପଚାରିବା ଠିକ ମନେ କରିନଥାଆନ୍ତି । ପୁରୁଣା ପ୍ରଥା ଅନୁସାରେ ବିବାହ ପୁର୍ବରୁ ସହବାସ କରିବା ଅନୁଚିତ । ସେତେବେଳ ସମୟରେ ବାଲ୍ୟବିବାହ ଏହାର କାରଣ…