Odia News Portal
Yearly Archives

2019

ବାମ୍ଫ ନେବେ ବୈଜୟନ୍ତ, ସଂସଦରେ ଉଠିଲା ବେଆଇନ ଅର୍ଥ ନେଣଦେଣ

ନୂଆଦିଲ୍ଲୀ () ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ବଢୁଛି ଅଡୁଆ । ବାହାମସ ଆକାଉଣ୍ଟ ଜରିଆରେ ବିଦେଶୀ ଟଙ୍କା ଆଣିବା ପ୍ରସଙ୍ଗ ଆଜି ଲୋକସଭାରେ ଉଠିଛି । ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏହି ପ୍ରସଙ୍ଗ ଉଠାଇବା ସହ ମନି ଲଣ୍ଡରିଂ ଓ ଫେମା ଆଇନ ଉଲଂଘନ ମାମଲାରେ କେତେକ ପ୍ରଶ୍ନ…

ମୋଦିଙ୍କ ପତ୍ନୀ ହେବେ ଏହି ଅଭିନେତ୍ରୀ, ପଢନ୍ତୁ

ଆଗକୁ ରିଲିଜ୍ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍। ଯାହାର ପ୍ରଥମ ପୋଷ୍ଟର୍ ଜାନୁଆରୀ ୭ରେ ରିଲିଜ୍ ହୋଇଥିଲା। ଏହି ପୋଷ୍ଟର ସାମ୍ନାକୁ ଆସିବା ପରଠୁ ହିଁ ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଫିଲ୍ମରେ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ଅଭିନେତା ବିବେକ ଓବେରଏ ଅଭିନୟ…

ନାରୀ ଠାରୁ ଏହି ଜିନିଷ ଚାହାନ୍ତି ପୁରୁଷ, ହେଲେ କହିପାରନ୍ତି ନାହିଁ । ଜାଣନ୍ତୁ…

ନାରୀ ଓ ପୁରୁଷ ଉଭୟ ଉଭୟଙ୍କର ଅବିଛେଦ୍ୟ ଅଙ୍ଗ । ନାରୀ ବିନା ପୁରୁଷର ମୂଲ୍ୟ ନିରର୍ଥକ ଏବଂ ପୁରୁଷ ବିନା ନାରୀ ଜୀବନ ମଧ୍ୟ ଅଧୁରା । ସଂସାର କହିଲେ ପୁରୁଷ ଓ ନାରୀଙ୍କୁ ନେଇ ସୃଷ୍ଟି ହୁଏ ସଂସାର । ନାରୀ ଠାରୁ ପୁରୁଷ ଯେମିତି ଅନେକ କଥା ଆଶା କରେ ପୁରୁଷ ଠାରୁ ନାରୀ ସେମିତି ଅନେକ କିଛି ଆଶା…

ଅର୍ଥଦଣ୍ଡ ସହ ୨ ଦିନ ସୁପ୍ରିମକୋର୍ଟରେ ବସି ରହିବେ ନାଗେଶ୍ୱର ରାଓ

ଭୁବନେଶ୍ବର () ସିବିଆଇର ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶକ ଏମ.ନାଗେଶ୍ବର ରାଓଙ୍କୁ କୋର୍ଟର ଅବମାନନା ଅଭିଯୋଗରେ ଏକ ଲକ୍ଷ ଟଙ୍କା ଜୋରିମାନା ସହ କୋର୍ଟ ରୁମର ଗୋଟିଏ କୋଣରେ ବସିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ବିଚାରପତି । ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଏହି ନିର୍ଦ୍ଦେଶ ଦେଇଥିବା…

ଅମିତାଭ ଠାକୁର ହେଲେ ଏସଏପି ଆଇଜି

ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି । ଏଥିରେ ଗୁଇନ୍ଦା ବିଭାର ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ସୁନିଲ ରାୟଙ୍କୁ ସ୍ୱତନ୍ତ୍ର ଡ଼ିଜି ଗୁଇନ୍ଦା ବିଭାଗର ଦାୟିତ୍ୱ ରେ ଅବସ୍ଥାପିତ କରାଯାଇଛି । ବରିÂ ଆଇପିଏସ ଅଫିସର ଅମିତାଭ ଠାକୁରଙ୍କୁ ଏସଏପି ଆଇଜି…

ଆସନ୍ତା ୧୫ରେ ଭୂମିହୀନ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ଫେବୃୟାରୀ ୧୫ରେ ୪ଲକ୍ଷ ଭୂମିହୀନ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା। ସାଢେ ୪ଲକ୍ଷ ଚାଷୀଙ୍କୁ ପ୍ରଥମ ପର୍ୟ୍ୟାୟରେ ୫ହଜାର ଟଙ୍କା ମିଳିବ ବୋଲି କୃଷି ସଚିବ ସୌରଭ ଗର୍ଗ ଆଜି ଏଠାରେ ସୂଚନା ଦେଇଛନ୍ତି  । ସେ କହିଛନ୍ତି ଯେ ଆସନ୍ତା ୨୨ରେ ୧୪ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ ମିଳିବ ସହାୟତା। କାଳିଆ ଯୋଜନା…

ଭିଜିଲାନ୍ସ ଜାଲରେ ବ୍ୟାଙ୍କ ସହକାରୀ

ଭଦ୍ରକ : ଭିଜିଲାନ୍ସ ଜାଲରେ ଭଦ୍ରକ-ବାଲେଶ୍ୱର ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କର ସହକାରୀ ପରିଚାଳକ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ପରିଚାଳକ ଅଜିତ କୁମାର ହୋତାଙ୍କ ଘରେ ରେଡ ହୋଇଛି । ଘର, ଅଫିସ ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି । ଏ ଯାଏଁ ୨…

ତ୍ରିଲୋଚନଙ୍କୁ କେବେ ମିଳିବ ସହାୟତା : କୋମାରେ ମୃତ୍ୟୁ ସହ ସଂଘର୍ଷ

ନବରଙ୍ଗପୁର/ନନ୍ଦାହାଣ୍ଡି : କୌଣସି ଗରିବ ଲୋକର ଚିକିତ୍ସାରେ ଅର୍ଥ ବାଧକ ହେବନି । ସେଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି ରାଜ୍ୟ ସରକାର । ୫ରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏଠାରେ କିନ୍ତୁ ତା’ର ସାଂଘାତିକ ବ୍ୟତିକ୍ରମ ଦେଖିବାକୁ ମିଳିଛି ।…

ଭାଲେନଟାଇନ ଡ଼େରେ ରିଲିଜ ହେବ ଫିଲ୍ମ ‘ଗଲି ବୟ’

ମୁମ୍ବାଇ : ରଣବୀର ସିଂଙ୍କ ଅପକମିଂ ଫିଲ୍ମ ‘ଗଲି ବୟ’ କିଛି ଦିନ ହେବ ଚର୍ଚ୍ଚାରେ ରହିଛି । ସିନେମାର ଟ୍ରେଲର ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତ ହୋଇଛି। ରଣବୀରଙ୍କ ସହ ଏହି ସିନେମାରେ ଆଲିଆ ଭଟ୍ଟ ଓ କଲ୍କୀ କେକଲା ମୁଖ୍ୟ ଭୁମିକାରେ ନଜରକୁ ଆସିବେ । ଏହି ଫିଲ୍ମ ଫେବୃଆରୀ ୧୪ ଅଥବା ଭାଲେନଟାଇନ…

ପୁଣି ଦିଆଗଲା ୭ବର୍ଷର ଶିଶୁ ପୁତ୍ରକୁ ଚେଙ୍କ

ରାଉରକେଲା : ପୁଣି ଦିଆଗଲା ୭ବର୍ଷର ଶିଶୁ ପୁତ୍ରକୁ ଚେଙ୍କ । ରୋଗ ଭଲକରିବାକୁ ଶିଶୁଟିକୁ ୩୧ଟି ଚେଙ୍କ ଦିଆଯାଇଛି । ଶିଶୁଟିକୁ ରାଉରକେଲା ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ରାଉରକେଲା ବୀରମିତ୍ରପୁରରେ ବାବୁଲାଲ ବାଗେଙ୍କ ୭ବର୍ଷର ପୁଅ ତା ମାଉସୀ ଘର ଝାଡ଼ଖଣ୍ଡରେ ପାଠ…