Odia News Portal
Yearly Archives

2019

ଦୟାବାନ ପ୍ରଭାତ

କଟକ (): ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଦେଖିଲେ କ୍ୱଚିତ୍ ସହାୟତାର ହାତ ବଢାଇଥାନ୍ତି ଲୋକେ । ବଡବଡିଆ ହେଲେ ପୁଣି ରାସ୍ତାକାଟି ପଳାନ୍ତି । କାରଣ ସେମାନେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ସହାୟତା କରିବାକୁ ଯାଇ ଅଯଥା ନିଜ ସମୟ ନଷ୍ଟ କରିବାକୁ ଚାହାଁନ୍ତି ନାହିଁ । ହେଲେ କଟକ-ଚୌଦ୍ୱାର…

ଇଷ୍ଟ ଜୋନ୍ ଦିବ୍ୟାଙ୍ଗ କ୍ରିକେଟ : ଓଡ଼ିଶା ଚାମ୍ପିଅନ୍

ଭୁବନେଶ୍ୱର,( ଚକ୍ରଧର ମାଝି ) ­ସ୍ଥାନୀୟ ପାରାମାଉନ୍ଟ ସ୍ପୋର୍ଟିଂ ଗ୍ରାଉଣ୍ଡରେ ଚାଲିଥିବା ନାଲ୍କୋ ଅଜିତ ୱାଡେକର ମେମୋରିଆଲ୍ ଇଷ୍ଟ ଜୋନ୍ ଦିବ୍ୟାଙ୍ଗ କି୍ରକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ୟାପିତ ହୋଇଯାଇଛି । ଫାଇନାଲ୍ ଲଢେ଼ଇରେ ଡିଫେଣ୍ଡିଂ ଚାମ୍ପିଅନ୍ ଝାଡଖଣ୍ଡକୁ ୨୧ ରନ୍ରେ ପରାସ୍ତ କରି…

କନ୍ଧମାଳକୁ ୨୫୦ କୋଟି ଭେଟି

ଫୁଳବାଣୀ ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା । କନ୍ଧମାଳ ଜିଲ୍ଲାର ଉନ୍ନତି ପାଇଁ ୨୫୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଘୋଷଣା । ମୋଟ୍ ୪ଟି ନୂଆ ପ୍ରକଳ୍ପର ଘୋଷଣା କରିଛନ୍ତି ନବୀନ । ଏଥିମଧ୍ୟରୁ ଖମନଖୋଲ-ଗାଡ଼ିମସ୍କା ରୋଡ଼ର ଉନ୍ନତି ପାଇଁ ୭ କୋଟି ଟଙ୍କା ବ୍ୟୟ ମଞ୍ଜୁର…

ଜମ୍ମୁକଶ୍ମୀରରେ ୫ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀରର କୁଲଗାମରେ ସେନାକୁ ବଡ ସଫଳତା । କୁଲଗାମର କେଲମ ଅଂଚଳରେ ହୋଇଥିବା ଏନକାଉଁଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେନା, ଜମ୍ମୁକଶ୍ମୀର ପୁଲିସ, ସିଆରପିଏଫ, ୯ ରାଷ୍ଟ୍ରୀୟ ରାଏଫଲସ, ଏସଓଜିର ମିଳିତ ଅପରେସନରେ ଏହି ସଫଳତା ମିଳିଛି । କେଲମରେ ଆତଙ୍କବାଦୀ ଲୁଚିଥିବା ଖବର ପାଇଁ…

ସୌନ୍ଦର୍ଯ୍ୟ ନୁହେଁ, ନାରୀ ଠାରୁ ପୁରୁଷ ଚାହେଁ ଏହି ଜିନିଷ…

ଭଗବାନ ପୁରୁଷଙ୍କ ପାଇଁ ନାରୀ ଓ ନାରୀ ପାଇଁ ପୁରୁଷକୁ ବନେଇଛନ୍ତି । ପୁରୁଷଙ୍କ ବିନା ନାରୀ ବା ନାରୀ ବିନା ପୁରୁଷ ଜୀବନ ଅତିବାହିତ କରିବା କଷ୍ଟକର । ହେଲେ ଖାଲି ନାରୀ ସୁନ୍ଦର ହେଲେ ପୁରୁଷ କେବଳ ଖୁସି ରହେନା । ପ୍ରତ୍ୟକ ପୁରୁଷ ତାଙ୍କ ସାଥୀ ଠାରୁ ଅଧିକ କିଛି ଚାହିଁଥାଏ । ଆସନ୍ତୁ ଜାଣିବା…

ହାରିଲା ଭାରତ

ହାମିଲଟନରେ ଖେଳାଯାଇଥିବା ଅନ୍ତିମ ଟି-୨୦ରେ ୪ ରନରେ ପରାସ୍ତ ହେବା ସହ ୨-୧ରେ ସିରିଜ ହାରିଲା ଟିମ୍ ଇଣ୍ଡିଆ । ରୋମାଞ୍ଚକର ମ୍ୟାଚରେ ଶେଷ ପର୍ୟ୍ୟନ୍ତ କାର୍ତ୍ତିକ ଓ କୁଣ୍ଣାଲ ପାଣ୍ଡ୍ୟା ଲଢିଥିଲେ ମଧ୍ୟ ଦଳ ବିଜୟଲକ୍ଷ୍ୟ ଠାରୁ ୪ ରନ ପଛରେ ରହିଯାଇଥିଲା । ଆଉ ଏହାସହ ନ୍ୟୁଜିଲାଣ୍ଡ ମାଟିରେ…

ବିଜେପିର ୨୦୧୪ ପ୍ରତିଶ୍ରୁତି ଗଲା କୁଆଡ଼େ ?

ବିଜେପିର ୨୦୧୪ ପ୍ରତିଶ୍ରୁତି ଗଲା କୁଆଡ଼େ ? ପ୍ରତିଶ୍ରୃତି ସମାବେଶକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟର୍ଗେଟ କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି, ଧର୍ମେନ୍ଦ୍ର ହେଉଛନ୍ତି ଅଭ୍ୟାସଗତ ମିଛୁଆ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ…

୪ କ୍ୱିଣ୍ଟାଲ ୭୦ କେଜିର ଗଞ୍ଜେଇ ଜବତ

ଗୁଣୁପୁର : ପଦ୍ମପୁର ଅଞ୍ଚଳରୁ ୪ କ୍ୱିଣ୍ଟାଲ ୭୦ କେଜିର ଗଞ୍ଜେଇ ଜବତ । ଗତକାଲି ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏସବୁ ଗଞ୍ଜେଇ ଜବତ କରିଛି । ଏକ ପିକ୍ଅପ୍ ଭ୍ୟାନ୍ ଓ ଦୁଇ ଜଣ ବାଇକ୍ ଆରୋହୀଙ୍କୁ ଅଟକାଇ ପଚରାଉଚରା କରିବା ସମୟରେ ଗଞ୍ଜେଇ ଥିବା କଥା ପୋଲିସ ଜାଣିବାକୁ…

ଏଥର “୪୮ ଘଣ୍ଟା ପୂର୍ବରୁ ପ୍ରିଣ୍ଟ, ସୋସିଆଲ ମିଡିଆରେ ମଧ୍ୟ ବନ୍ଦ ହେଉ ପ୍ରଚାର” !

ନୂଆଦିଲ୍ଲୀ : ନିର୍ବାଚନ ପ୍ରଚାର ଅଧିନରେ ପ୍ରିଣ୍ଟ, ଇଲୋଟ୍ରୋନିକ୍ସ ମିଡିଆ, ଏବଂ ସୋସିଆଲ ମିଡିଆକୁ ଆଣିବା ପାଇଁ ନିର୍ବାଚନ ଆୟୋଗ ଆଇନ ମନ୍ତ୍ରାଳୟକୁ ଚିଠି ଲେଖିଛି । ନିର୍ବାଚନ ଆୟୋଗ ଚିଠିରେ ଲେଖିଛି ଯେ ସେକ୍ସନ ୧୨୬ରେ ସଂସୋଧନ କରି ପିପସ୍ଲ ଏକ୍ଟ ଅନୁଯାୟୀ ପ୍ରିଣ୍ଟ ମିଡିଆ, ନ୍ୟୁଜ…

କାର୍ଲାଚିଲାରେ ଥିବା ଏକ ଇଟାଭାଟିରୁ ଉଦ୍ଧାର ହେଲେ ୧୫ ଓଡିଆ ଶ୍ରମିକ

ରାୟଗଡା : ଆଜି ପଡୋଶୀ ତେଲେଙ୍ଗାନାରୁ ୧୫ଜଣ ଓଡିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ରାଜ୍ୟର ପେଡାପାଲ୍ଲୀ ଜିଲ୍ଲା କାର୍ଲାଚିଲା ଇଟାଭାଟିରୁ ଏହି ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ତେଲଙ୍ଗାନା କାର୍ଲାଚିଲାରେ ଥିବା ଏକ ଇଟାଭାଟିରେ କିଛି ଓଡିଶା ଶ୍ରମିକ ଦାଦନ…