ବିଜେପିକୁ ବିଜେପିର ବିରୋଧ ! ବ୍ୟାନରରେ ଫଟୋ ନଥିବାକୁ ହଙ୍ଗାମା
କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ବିଜେପି କର୍ମକର୍ତ୍ତା ସମ୍ମିଳନୀରେ ହଙ୍ଗାମା । ଦଳୀୟ ବ୍ୟାନରରେ ଫଟୋ ନଥିବାକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ଜିଲ୍ଲା ସାଧାରଣ ସମ୍ପାଦିକା ଗୀତାଞ୍ଜଳି ସେଠୀ ଏବଂ ତାଙ୍କ ସମର୍ଥକ ସଭାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ । ମଞ୍ଚରେ ଉପସ୍ଥିତ ଥିବା…
