Odia News Portal
Yearly Archives

2019

ବୈଜୟନ୍ତ ଓ ଜାଗିଙ୍କ ବିରୋଧରେ ମାମଲା ରୁଜୁ ହୋଇପାରେ କାରଣ ଜାଣନ୍ତୁ…

ନୂଆଦିଲ୍ଲୀ () ବିଜେଡିର ପୂର୍ବତନ ସାଂସଦ ଓ ତଥା ଶିଳ୍ପପତି ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗିମଙ୍ଗତ ପଣ୍ଡାଙ୍କ ବିରୋଧରେ ଆସିଛି ଆର୍ଥିକ ଅନିୟମିତତା ଓ ଟିକସ ଫାଙ୍କି ଭଳି ସଙ୍ଗୀନ ଅଭିଯୋଗ । ଆୟକର ବିଭାଗ ନିକଟରେ ଏଭଳି ଅଭିଯୋଗ ଦାଖଲ ହେବା ପରେ ଏନେଇ ଖୋଳତାଡ ଆରମ୍ଭ ହୋଇଛି । ଏକ…

ସିବିଆଇ ନୁହେଁ, ରିଜର୍ଭ ବ୍ୟାଙ୍କ ବି ରାଜନୈତିକ ହସ୍ତକ୍ଷେପରୁ ବାଦ ପଡିନି: ନରସିଂହ

ଭୁବନେଶ୍ବର () ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଜାତୀୟ ସ୍ତରରେ ରାଜନୈତିକ ପାଣିପାଗ ବଦଳୁଛି । ମିଛ କହି ଆଉ ସାଧାରଣ ଲୋକଙ୍କୁ ପ୍ରତାରିତ କରାଯାଇପାରିବ ନାହିଁ । 2014ରେ ସରକାର ଗଠନ କରିବା ପୂର୍ବରୁ ବିଜେପି ଯେଉଁ ପ୍ରତିଶୃତି ଦେଇଥିଲା…

ଆଜି ହେଲା ପ୍ରପୋଜ ଡେ …

ଭାଲେଣ୍ଟାଇନ ସପ୍ତାହରେ ଆଜି ହେଲା ପ୍ରପୋଜ ଡେ । ରୋଜ ଡେ ପରେ ଆସେ ପ୍ରପୋଜ ଡେ । ଏହି ଡେରେ ସବୁ ପ୍ରେମିକ ମାନେ ତାଙ୍କ ପ୍ରେମିକାକୁ ପ୍ରେମର ନିବେଦନ କରିଥାନ୍ତି । ଆଉ ଅନେକ କ୍ଷେତ୍ରରେ ଏହି ଦିନରେ ନୂଆ ସମ୍ପର୍କର୍ ମଧ୍ୟ ଆରମ୍ଭ ହୋଇଥାଏ । ଫେବୃଆରୀ ୮ରେ ପ୍ରେମି ଯୁଗଳ ପ୍ରପୋଜ ଡେ…

ଛାତ୍ରଛାତ୍ରୀଙ୍କ ସମେତ କୌଣସି ବି କର୍ମଚାରୀ ରଖିପାରିବେନି ମୋବାଇଲ

ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଓ ପରୀକ୍ଷା ବାତିଲ୍ ପରେ ଯୁକ୍ତ୨ ଥିଓରି ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିଦ ହଜିଯାଇଛି। ଗତବର୍ଷ ପରି ଏଥର ମଧ୍ୟ ଯୁକ୍ତ୨ ପରୀକ୍ଷାରେ ମୋବାଇଲ୍ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ପରୀକ୍ଷା କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟଙ୍କ ବ୍ୟତୀତ ଆଉ…

ମମତାଙ୍କ ଗଡରେ ମୋଦି, ଓଡିଶା ପରେ ଫୋକସରେ ପଶ୍ଚିମବଙ୍ଗ

ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗ ବିଜେପିର ତାଲିକା ଦବଦବା ବେଶ୍ ଖାସ ରହିନଥିବାବେଳେ ମୋଦି ଖେଳିଛନ୍ତି ଆଉ ଏ ବାଜି । ଖାସ୍ କରି ଗତ କିଛି ମାସରେ ପଶ୍ଚିମବଙ୍ଗର ରାଜନୀତି ମାହୋଲ କଡ଼ଲେଉଟାଇଛି। ବିଜେପି ଲୋକସଭା ନିର୍ବାଚନରେ ଟିମଏସିକୁ ମାତ୍ ଦେବା ପାଇଁ ଅଣ୍ଟା ଭିଡିଛି। ପ୍ରଧାନମନ୍ତ୍ରୀ…

ଫିଗରକୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ଗୋଟିଏ ଅଭିନେତ୍ରୀ ହେବାକୁ ହେଲେ ସୁନ୍ଦର ହେବେ ସହ ଚେହେରା ମଧ୍ୟ ଆବଶ୍ୟକ ହୋଇଥାଏ । ଖାଲି ସୁନ୍ଦରତା କାମ ଦେଇନଥାଏ । ତେବେ ଆଜିକାଲି ଦୁନିଆରେ ଶରୀର ଗଠନ ଯଦି ଭଲ ନଥାଏ ତେବେ ଅଭିନ୍ରେତୀ ହେବା ଅସମ୍ଭବ ହୋଇଥାଏ । ଫିଗରକୁ ନେଇ ବଲିଉଡ ଜଗତରେ ନମ୍ବର ୧ ସ୍ଥାନରେ ଦୀପିକା ପାଦୁକନ ଅଛନ୍ତି ।…

ହାଇକୋର୍ଟ ଗଲେ ଗୋଲକ ଓ ଭୃଗୁ

କଟକ () ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ହାଇକୋର୍ଟ ଗଲେ ବିଜେପିର ଦୁଇ ନେତା । ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୁଲିସ ପାଖରେ ହାଜର ପାଇଁ ଏହି ଦୁଇ ନେତାଙ୍କୁ…

ବଲାଙ୍ଗିର ଜେଲ୍ରେ ପୁଞ୍ଜିଲାଲ

ବଲାଙ୍ଗିର ଜିଲ୍ଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରର ନୂଆ ଠିକଣା ହୋଇଛି ବଲାଙ୍ଗିର ଜେଲ୍। ଆଜି ଦିନ ୧୧ଟାରେ କଡ଼ା ସୁରକ୍ଷା ଭିତରେ କୋର୍ଟ ଭ୍ୟାନ୍ରେ ପୁଞ୍ଜିଲାଲକୁ ପାଟଣାଗଡ଼ ଜେଲ୍ରୁ ବଲାଙ୍ଗିର ଜେଲ୍କୁ ସ୍ଥାନାନ୍ତର କରାଯାଇଛି। ଗତ ୫ ତାରିଖରେ…

ଇଷ୍ଟ ପଏଣ୍ଟ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ସ୍ଥାନୀୟ ରସୁଲଗଡ଼ ସ୍ଥିତ ଇଷ୍ଟ ପଏଣ୍ଟ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଆଜି ପାଳନ କରାଯାଇଛି। ଏହି ଉତ୍ସବରେ ଅତିଥି ଭାବରେ ଅବସର ପ୍ରାପ୍ତ ଇଂରାଜୀ ପ୍ରଫେସର ଦୂରଦର୍ଶନ ର ସମ୍ବାଦ ପାଠକ ନାଟ୍ୟକାର ଓ ଲେଖକ ଡକ୍ଟର ରମାକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।…

କୃଷି ଋଣରେ ସୁଧ ରିହାତି ୮୦୦ କୋଟି ବ୍ୟୟ ବରାଦ

ଆସିଲା ରାଜ୍ୟର କାମଚଳା ବଜେଟ୍। ଯାହା ଅନୁମାନ କରାଯାଉଥିଲା ତାହା ହୋଇଛି। ଫୋକସରେ କୃଷି ଓ ଗ୍ରାମାଞ୍ଚଳର ବିକାଶ। ନିକଟରେ ଆରମ୍ଭ ହୋଇଥିବା କାଳିଆ ଯୋଜନା ଚର୍ଚ୍ଚାରେ ରହିଛି। ୫ଟି କୃଷି ଋତୁରେ ପରିବାର ପିଛା ଦିଆଯିବ ୨୫ ହଜାର ଟଙ୍କା। ପ୍ରଥମ ପର୍ୟ୍ୟାୟ ଆରମ୍ଭ ହୋଇ ସାରିଛି। ଏଥର କାମଚଳା…