Odia News Portal
Yearly Archives

2019

ମହିଳାଙ୍କ କେଉଁ ଅଙ୍ଗକୁ ପୁରୁଷ ପସନ୍ଦ କରିଥାନ୍ତି, ଜାଣନ୍ତୁ…

ପୁରୁଷ-ମହିଳା ଇଶ୍ୱରଙ୍କ ସୃଷ୍ଟି । ମହିଳା ପୁରୁଷ ବିନା ରହିପାରନ୍ତିନି କି ପୁରୁଷ ମହିଳା ବିନା ରହିପାରେନା । ତେବେ ଏହି ଆଶ୍ଚର୍ଯ୍ୟ ସୃଷ୍ଟିକୁ ନେଇ ସଂସାର ଆଗେଇ ଚାଲିଥାଏ । ନାରୀର ଗଠନ ଓ ସୁନ୍ଦରତା ପୁରୁଷକୁ ଆକର୍ଷଣ କରାଇଥାଏ । ହେଲେ ନାରୀ ଶରୀରର ଏତି କିଛି ଅଙ୍ଗ ଅଛି ଯାହାକୁ ଦେଖି…

ଆଜି ହେଲା ଚକୋଲେଟ୍ ଡେ…

ଭାଲେଣ୍ଟାଇନ୍ସ ସପ୍ତାହର ତୃତୀୟ ଦିନକୁ ଚକୋଲେଟ୍ ଡେ ଭାବେ ସେଲିବ୍ରେଟ୍ କରାଯାଇଥାଏ । ଏହା ମଧ୍ୟରେ ପରସ୍ପର ଭଲପାଉଥିବା ନିଜର ପ୍ରୀୟର ଲୋକମାନଙ୍କୁ ଉପହାର ଭାବେ ବିଭିନ୍ନ ପ୍ରକାରର ଚକୋଲେଟ୍ ଦେଇଥାନ୍ତି । ଧରାଯାଏ କି ଚକୋଲେଟ୍ ଡେ’ର ଆରମ୍ଭ ରିଚର୍ଡ କେଡବରି କରିଥିଲେ । ରିଚର୍ଡ କେଡବରି…

‘ମୋଦି’ଙ୍କ ପୂର୍ବରୁ ପରଦାକୁ ଆସିବ ‘ରାହୁଲ’ଙ୍କ ବାୟୋପିକ୍

ଆଗରୁ ଆସୁଛି ୨୦୧୯ ଲୋକସଭା ନିର୍ବାଚନ । ଯାହା ପାଇଁ ଦେଶର ରାଜନୀତି ସରଗରମ । ଏହା ଭିତରେ ବଡ ପରଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ହିନ୍ଦୀ ଫିଲ୍ମ ତିଆରି ହେଉଛି । ଏଥିରେ ମୋଦିଙ୍କ ଭୂମିକାରେ ଅଭିନୟ କରିବେ ବିବେକ ଓବରଏ । କିନ୍ତୁ ମୋଦିଙ୍କ ଫିଲ୍ମ ପରଦାକୁ ଆସିବା ପୂର୍ବରୁ…

ପୁଣି ଆସିବ କାଳିଆ ଟଙ୍କା

କାଳିଆ ଯୋଜନାରେ ଶୀଘ୍ର ମିଳିବ ଦ୍ୱିତୀୟ ପର୍ୟ୍ୟାୟ ଟଙ୍କା । ମୋଟ୍ ୧୮ଲକ୍ଷ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ । କୃଷିମନ୍ତ୍ରୀ ଶଶିଭୂଷଣ ବେହେରା ଏନେଇ ସୂଚନା ଦେଇଛନ୍ତି । କାଳିଆ ସହାୟତା ପାଇଁ ପୂର୍ବରୁ ପ୍ରସ୍ତୁତ ଚିଠା ତାଲିକାରେ ୨୧ ଲକ୍ଷରୁ ଅଧିକ ଚାଷୀ ଥିଲେ । ଏଭିତରୁ ୧୨ ଲକ୍ଷ…

କିଷାନ ପାଇଁ କେନ୍ଦ୍ର ତପôର

କାଳିଆକୁ ଟକ୍କର ଦେବ କିଷାନ । ଚାଷୀଙ୍କ ପାଇଁ କେନ୍ଦ୍ରୀୟ ଯୋଜନା ଲାଗୁ କରିବାକୁ ଓଡିଶା ସରକାରଙ୍କୁ ଚିଠି ଲେଖିଲା କେନ୍ଦ୍ର କୃଷି ମନ୍ତ୍ରାଳୟ । ଏପରିକି ତୁରନ୍ତ ହିତାଧିକାରୀଙ୍କ ତାଲିକା ଚୂଡାନ୍ତ କରି ପିଏମ କିଷାନ ପୋର୍ଟାଲରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଯୋଜନାରେ…

ଇସ୍ତଫା ଦେଲେ ଡକ୍ତର ଅଶ୍ୱିନୀ ପୂଜାହାରୀ

ଚାକିରିରୁ ଇସ୍ତଫା ଦେଲେ ବୁର୍ଲା ମେଡ଼ିକାଲ କଲେଜର ନିର୍ଦ୍ଦେଶକ ଡକ୍ତର ଅଶ୍ୱିନୀ ପୂଜାହାରୀ । ଲୁଣ ଚିକିତ୍ସାକୁ ନେଇ ବେଶ କିଛି ଦିନ ବିବାଦରେ ଥିଲେ ଭିସମାରର ନିର୍ଦ୍ଦେଶକ । ରାଜ୍ୟପାଳଙ୍କୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି । ଇସ୍ତଫା ପତ୍ରରେ ଅଶ୍ୱିନୀ ଲେଖିଛନ୍ତି, ଇସ୍ତଫା ବ୍ୟତୀତ ମୋ…

ନବୀନଙ୍କ ଠାରୁ ଶାଳୀନତା ଶିଖ : ଅରୁଣ

ଭୁବନେଶ୍ୱର () ମିଛ ପ୍ରଚାରରେ ମାହିର କେନ୍ଦ୍ର ସରକାର । ବର୍ଷକୁ ୨ କୋଟି ନିଯୁକ୍ତି, ଧାନର ଏମଏସପି ଦେଢ ଗୁଣା କରିବା ସୋସିଆଲ ମିଡିଆରେ ଏମିତି ସବୁ ମିଛ ପ୍ରଚାର କରିବାରେ ଗୋବେଲଙ୍କୁ ଗୁରୁ କରିଛି କେନ୍ଦ୍ର ସରକାର । ହିଲଟର ଶାସନକୁ ନିରନ୍ତର କରିବା ପାଇଁ ତାଙ୍କ ପ୍ରଚାରକ ଗୋବେଲ ଯେଉଁଭଳି…

ବୈଜୟନ୍ତଙ୍କ ବେଆଇନ ଅର୍ଥ କାରବାର ପାଇଁ କାର୍ଯ୍ୟାନୁଷ୍ଠାନ କେବେ ?

ଭୁବନେଶ୍ୱର () ବୈଜୟନ୍ତ ପଣ୍ଡାଙ୍କ ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଉପରେ ପ୍ରତକ୍ରିୟା ପ୍ରକାଶ କରିଛି ବିଜେଡି । ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, ଆମ ଯାହା କହିଆସୁଥିଲୁ ତାହା ସତ ପ୍ରମାଣିତ ହୋଇଛି । ବୈଜୟନ୍ତ ପଣ୍ଡା…

ଆଗକୁ ଆସୁଛି ନିରାମିଷ ଅଣ୍ଡା

ନିରାମିଷ ଖାଉଥିବା ବ୍ୟକ୍ତିଙ୍କ ପାଇଁ ଏବେ ଖୁସି ଖବର ପରିଲକ୍ଷିତ ହୋଇଛି । କାରଣ କଥାଟି ଅନ୍ୟଙ୍କ ପାଇଁ ଗ୍ରହଣୀୟ ନହେଲେ ବି ସତ । କାରଣ ଏବେ କୁକୁଡା ଦେବ ଆୟୁର୍ବେଦିକ ଅଣ୍ଡା । ଯାହା ଶୁଣିଲେ ସମସ୍ତଙ୍କୁ ଚକିତ ଓ ଆଶ୍ଚର୍ୟ୍ୟ କରିବ । କଥାଟି ଯାହାକୁ ମଧ୍ୟ କହିଲେ ସେ ଅବସ୍ୟ ନା କରୁଛି,…

ରୋହିତଙ୍କ ରେକର୍ଡ

ଟିମ୍ ଇଣ୍ଡିଆର ସୀମିତ ଓଭର୍ ଓପନର ରୋହିତ ଶର୍ମା ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ୍ କୋହଲିଙ୍କ ଅନୁପସ୍ଥିତିରେ ଭାରତର ନେତୃତ୍ୱ ନେଉଛନ୍ତି। ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମଥର ପାଇଁ ନ୍ୟୁଜିଲ୍ୟାଣ୍ଡକୁ କୌଣସି ଟି-୨୦ ମ୍ୟାଚ୍ରେ ତା’ରି ମାଟିରେ ପରାସ୍ତ କରିବାକୁ ସକ୍ଷମ…