Odia News Portal
Yearly Archives

2019

କେନ୍ଦ୍ରର ବିନା ସହାୟତାରେ କେବିକେ ଯୋଜନା ଚାଲିବ: ନବୀନ

କେନ୍ଦ୍ର ସରକାର କେବିକେ ଯୋଜନାରେ ଓଡିଶାକୁ ଅର୍ଥ ଯୋଗାଣ ବନ୍ଦ କରିଥିଲେ ମଧ୍ୟ ରାଜ୍ୟ ସରକାର କେବିକେ ଯୋଜନା ବନ୍ଦ କରିବେ ନାହିଁ ଏବଂ ଏହି ଜିଲ୍ଲା ଗୁଡିକର ସବୁ ପ୍ରକାରର ଉନ୍ନତି ରାଜ୍ୟ ସରକାରଙ୍କର ମୁଖ୍ୟଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଓ ନବରଙ୍ଗପୁର ଗସ୍ତ…

୧ ଘଣ୍ଟାରେ ୪ଲକ୍ଷ ଦର୍ଶକ

ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କରିସ୍ମା ତନ୍ନା । ଟିଭି ଜଗତ ହେଉ କି ଚଳଚ୍ଚିତ୍ର ଜଗତ ହେଉ ସେ ଉଭୟରେ ନିଜ ଛାପ ଛାଡିଛନ୍ତି । ସେ କିଛି ନା କିଛି କଥା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ପର୍ସନାଲ ହେଉ କି ପ୍ରଫେସନାଲ ହେଉ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ନିଜ ହଟ ଆଉ…

୧୫ରେ ଆସୁଛନ୍ତି ଅମିତ ଶାହା

ନିର୍ବାଚନ ପାଖେଇ ଆସୁଥିବା ବେଳେ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତୃବର୍ଗ । ଓଡ଼ିଶା ଯେପରି ଏକ ଋଣକ୍ଷେତ୍ରରେ ପରିଣତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିୟମିତ ବ୍ୟବଧାନରେ ଓଡ଼ିଶା…

ବିଜେପି ରାସ୍ତାରେ ଚାଲିଛି ସିବିଆଇ: ମମତା ବାନାର୍ଜୀ

ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ସାରଦା ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଆଗରେ ହାଜର ହେବେ କୋଲକାତା ପୋଲିସ କମିଶନର ରାଜୀବ କୁମାର । ଏଥିସହ ତଦନ୍ତରେ ସହଯୋଗ କରିବାକୁ ସବୋର୍ଚ୍ଚ ନ୍ୟାୟାଳୟ ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।…

ପଶ୍ଚିମବଙ୍ଗ ସିବିଆଇ-ପୋଲିସ ବିବାଦ : ନବୀନଙ୍କ ସମର୍ଥନ ଲୋଡିଲେ ମମତା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ବିବାଦକୁ ନେଇ ଚାଲିଥିବା ଆନ୍ଦୋଳନରେ ନବୀନଙ୍କ ସମର୍ଥନ ଲୋଡିବେ ବୋଲି କହିଲେ ମମତା ବାନାର୍ଜୀ । ମମତା କହିଛନ୍ତି ସେ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ତେବେ ଏ ସଂପର୍କରେ…

୬ବର୍ଷର ରେକର୍ଡ ଭାଙ୍ଗିଲା ସୁନା

ଦିଲ୍ଲୀ : ଚାଲିଛି ବାହାଘର ଋତୁ । ବାହାଘର ପାଇଁ ସୁନା ରୁପାର ମୂଲ୍ୟ ବଢି ଯାଇଛି । ସୋମବାର ଦିନ ଦିଲ୍ଲୀ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ସୁନାର ଚାହିଦା ବଢି ଯାଇଥିବାରୁ ଏହିଭଳି ଚଢା ଦରରେ ବିକ୍ରି ହେଉଛି ସୁନା ଗହଣା । ସୁନା ଦର ବୃଦ୍ଧି ହୋଇ ୧୦ ଗ୍ରାମକୁ ୩୪୪୫୦ ଟଙ୍କା ହୋଇଯାଇଛି…

ନନ୍ଦନକାନନରେ ଦୁଇ ବାଘୁଣୀ ମଧ୍ୟରେ ଲଢେଇ

ବାରଙ୍ଗ : ବାରଙ୍ଗ ନନ୍ଦନକାନନ ଦୁଇ ବାଘୁଣୀ ମଧ୍ୟରେ ଲଢେଇ ହୋଇଛି । ଖୁଆଡ ନଂ-୩୦ (କ) ରେ ଦୁଇ ବାଘୁଣୀଙ୍କ ମଧ୍ୟରେ ଲଢେଇ ହୋଇଛି । ଦୁଇ ବାଘୁଣୀ ଚିନୁ ଓ ମୌସୁମୀ । ଲଢେଇ ଫଳରେ ବାଘୁଣୀ ଚିନୁ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ଚିନୁକୁ ପ୍ରାଣୀ ଉଦ୍ୟାନ ଚିକିତ୍ସାଳୟକୁ ସ୍ଥାନାନ୍ତର…

ସଇଁତଳାରେ କଲରାପତରିଆ ବାଘର ମୃତଦେହ ଠାବ

ଟିଟିଲାଗଡ଼ : ଟିଟିଲାଗଡ଼ ବଡମାଳ ଗୋଳାବାରୁଦ କାରଖାନା ରାସ୍ତାରୁ ବାଘର ମୃତଦେହ ଠାବ କରାଯାଇଛି। ତେବେ କିପରି ବାଘର ମୃତ୍ୟୁ ହେଲା ସେନେଇ କାରଣ ଜଣାପଡିନାହିଁ। ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଗତ ୧୫ ଦିନ ପୂର୍ବରୁ ଗୋଳାବାରୁଦ କାରଖାନା ପରିସରରେ ୩ଟି ବାଘ…

ସିବିଆଇ-ପୋଲିସ ବିବାଦ ମାମଲା : ସିବିଆଇ ସାମ୍ନାରେ ହାଜର ହେବେ ପୋଲିସ କମିଶନର

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ବିବାଦ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସିବିଆଇ ଆଗରେ ହାଜର ହେବା ଲାଗି କୋଲକାତା କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କୋଲକାତା କମିଶନର ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ । ରାଜୀବ କୁମାରଙ୍କୁ ଏବେ ଗିରଫ…

ଭିଜିଲାନ୍ସ ଜାଲରେ ଫସିଲେ ଅବକାରୀ ଇନିସପେକ୍ଟର

ଜଗତସିଂହପୁର : ଭିଜିଲାନ୍ସ ଜାଲରେ ଅବକାରୀ ଇନିସପେକ୍ଟର । ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ଅବାକୀର ଇନିସପେକ୍ଟର ରଞ୍ଜିତ ମହାନ୍ତି। ଅଭିଯୋଗ ଅନୁଯାୟୀ, ଜଗତସିଂହପୁର ତିର୍ତ୍ତୋଲ ତୁଳଙ୍ଗ ଅଞ୍ଚଳର ଲକ୍ଷ୍ମୀଧର ମହାରଣାଙ୍କ ଗାଡ଼ି ସିଜ ହୋଇଥିଲା । ଗାଡ଼ି ସିଜ୍ ବେଳେ ସେଥିରୁ ଡେକ…