ଚାନ୍ଦବାଲିରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମରୁ ଲୁଟ୍ ଉଦ୍ୟମ
ଚାନ୍ଦବାଲି : ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ମାତୋ ବଜାରର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୮ଟି ବୋମା ମାଡ କରି ଏଟିଏମ ଲୁଟ୍ ଉଦ୍ୟମ କରିଥିଲେ।
ହେଲେ ବୋମାମାଡ ଯୋଗୁଁ ସ୍ଥାନୀୟ ଲୋକେ ଘେରିଯିବାରୁ ଲୁଟେରାମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଫଳରେ…
