Odia News Portal
Yearly Archives

2019

ଓଡ଼ିଶାର ଘରେ ଘରେ ଭାଇରାଲ ନବୀନଙ୍କ ନାରା ! ଆସନ୍ତୁ ଜାଣିବା  

ଭୁବନେଶ୍ବର  : ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହୋଇଛି ନବୀନଙ୍କ ନାରା- ଆପଣ ମାନେ ଖୁସି ତ । ରାସ୍ତାଘାଟରେ ମଧ୍ୟ ଏହି ନାରା ଯୁବକ ଯୁବତୀ ମାନେ ଦୋହରାଉଥିବାର ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଏହା ବେଶ୍ ଲୋକପ୍ରିୟ ହେବାରେ ଲାଗିଛି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ନବୀନ ଏଭଳି…

୧୮କିଲୋ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ

ସୋର : ବାଲେଶ୍ବର ଜିଲ୍ଲା ସୋର ଷ୍ଟେସନରୁ ୧୮ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ। ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗତକାଲି ରାତିରେ କୋଲକାତାରୁ ଜଗନ୍ନାଥ ଅପ୍ ଟ୍ରେନ୍ ଯୋଗେ ଅଭିଯୁକ୍ତ ଦୁଇ ଜଣ ସୋର ଷ୍ଟେସନରେ ଗଞ୍ଜେଇ ଧରି ଓହ୍ଲାଇଥିଲେ। ଅଟୋ ଯୋଗେ ଉଭୟ ଯିବା ବେଳେ ଖବର ପାଇ ସୋର ଥାନା…

ଟ୍ରେନ୍‌ରେ କଟି ୭ରୁ ଉର୍ଦ୍ଧ୍ବ ହରିଣ ମୃତ

ଜଗତସିଂହପୁର: ଟ୍ରେନରେ କଟି ୭ରୁ ଉର୍ଦ୍ଧ୍ବ ହରିଣ ମୃତ୍ୟୁ ହୋଇଛି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଶାଳିଜଙ୍ଗା ନିକଟରେ ଘଟିଛି ଦୁର୍ଘଟଣା । ଟ୍ରେନ୍ ଲାଇନ୍ ପାର ହେଉଥିବା ବେଳେ ହରିଣ ପଲ ଉପରେ ମାଡିଗଲା ଟ୍ରେନ୍ । ଧଳତଙ୍ଗଗଡ ଜଙ୍ଗଲରୁ ହରିଣ ଆସିଥିବା ସୂଚନା ମିଳିଛି । ବନ ବିଭାଗର…

ଭାରସାମ୍ୟ ହରାଇ ପିଟିହେଲା କୋଇଲା ବୋଝେଇ ଟିପ୍ପର : ୨ ଆହତ

ରାଉରକେଲା : ଭାରସାମ୍ୟ ହରାଇ ଗାନ୍ଧି ପ୍ରତିମୂର୍ତ୍ତିରେ ପିଟିହେଲା କୋଇଲା ବୋଝେଇ ଟିପ୍ପର । ଘଟଣାସ୍ଥଳରେ ଟିପ୍ପର ଡ୍ରାଇଭର ସହ ହେଲପର ଆହତ ହୋଇଛନ୍ତି । ସୁନ୍ଦରଗଡ ଏମସିଏଲ କୋଇଲା ଖଣିରୁ ରାଉରକେଲା ଅଭିମୁଖେ ଆସୁଥିଲା ଟିପ୍ପର । ତେବେ ବ୍ରାହ୍ମଣୀ ପୋଲ ପାର ହେବା ପରେ ଦୁର୍ଘଟଣାଟି ଘଟିଥିଲା…

ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ବନ୍ଦ

ବୌଦ୍ଧ : ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ବନ୍ଦ । ୪ ଦଫା ଦାବି ନେଇ  ଆଜି ଠାରୁ ବୌଦ୍ଧ ବନ୍ଦ ଡାକରା ଦେଇଛି ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚ। । ଫଳରେ ବୌଦ୍ଧ  ଜିଲ୍ଲାର ସମଗ୍ର  ଅଞ୍ଚଳରେ  ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଦୋକାନ ବଜାର ସଂପୂର୍ଣ୍ଣ…

କୃଷି ମନ୍ତ୍ରୀ ପଦରୁ ଯିବାପରେ ବଦଳିବ ମହାରଥୀଙ୍କ ଆସନ !

ଭୁବନେଶ୍ବର : କୃଷି ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ଆଜି ଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ବଜେଟ ଅଧିବେଶନରେ ଗୃହ ଭିତରେ ମନ୍ତ୍ରୀଙ୍କ ଆସନରେ ଅଦଳ ବଦଳ କରାଯାଇଛି । ମିଳିଥିବା ସୂଚନା ମୁତାବକ, ବ୍ଲକ-‘ଇ’ର ଏକ ନମ୍ବର ଆସନରେ ବସୁଥିବା ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା…

ହରିହର କରଣଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ପରଲୋକ ହୋଇଛି। ସେ ସେପ୍ଟିସେମିଆ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଷଷ୍ଠ, ସପ୍ତମ, ଅଷ୍ଟମ, ନବମ, ଏକାଦଶ, ଦ୍ୱାଦଶ…

ବିବାହର ୨୦ଦିନ ପରେ ପ୍ରେମିକ ସହ ଫେରାର ହେଲେ ନବବଧୂ

ହରିଦ୍ଵାର : ବିବାହର ୨୦ଦିନ ପରେ ପ୍ରେମିକ ସହ ହେଲେ ଫେରାର । ସେହି  ଗାଁର ଜଣେ ଯୁବକ ସହ ବିବାହ କରିଥିଲେ ପରିବାର ଲୋକ । ଏହିଭଳି ଘଟଣା ଘଟିଛି ହରିଦ୍ଵାରର  ଏକ ଅଂଚଳରେ ।  ଆୟେଶା ନାମକ ଜଣେ ଯୁବତୀ ସେହି ଗାଁର ଜଣେ ଯୁବକକୁ ପରିବାର ଲୋକଙ୍କ ନିଷ୍ପତ୍ତି ଅନୁସାରେ ବିବାହ କରିଥିଲେ । କିନ୍ତୁ…

ପୋଲିସ-ସିବିଆଇ ବିବାଦ : ରାତିସାରା ଧାରଣାରେ ବସିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋତକାତା: କୋଲକାତାରେ ହାଇଡ୍ରାମା। ରୋଜ୍ ଭ୍ୟାଲି ଓ ସାରଦା ଚିଟଫଣ୍ଡ ସ୍କାମ୍ ମାମଲା ନେଇ ସିବିଆଇ ଓ କୋଲକାତା ପୋଲିସ ମୁହାଁମୁହିଁ। କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ଟିମ୍ ପଚରାଉଚରା କରିବାକୁ ଯିବାକୁ ନେଇ କୋଲକାତାରୁ ଆରମ୍ଭ କରି ସାରା ଦେଶରେ ରାଜନୈତିକ ଝଡ଼ ସୃଷ୍ଟି…

ଶିକ୍ଷୟିତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଶିକ୍ଷକ ଗିରଫ

ଧର୍ମଶାଳା : ଶିକ୍ଷୟିତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଶିକ୍ଷକ ଗିରଫ । ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ଘଟଣାଟି ଘଟିଛି ଧର୍ମଶାଳା ଅଞ୍ଚଳରେ । ଅଭିଯୋଗ ମୂତାବକ, ସ୍ଥାନୀୟ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିନୋଦ ବିହାରୀ ସେଠୀ ସେହି ସ୍କୁଲର ଖେଳ ଶିକ୍ଷୟିତ୍ରୀଙ୍କୁ ବିବାହର…