Odia News Portal
Yearly Archives

2019

ପାରାଦୀପରେ ଉତ୍ତେଜନା

ଆଇଓସିଏଲରେ ଜମିହରା ଲୋକ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ଘଟି ଆଜି ପରାଦୀପରେ ଅସାନ୍ତ ପରିବେଶ ସୃଷ୍ଟି ହୋଇଛି । ଆସନ୍ତା ୬ତାରିଖ ଦିନ ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେତେକ ନୂଆ ପ୍ରକଳ୍ପର ଉଦଘାଟନ କରିବାକୁ ଆସୁଥିବା ବେଳେ ଜମିହରା ଲୋକଙ୍କ ପକ୍ଷରୁ ସ୍ଥାନୀୟ ଆଇଓସିଏଲ ଅଫିସ…

ଗୋବରୀ ନଦୀରେ ବୁଡିଲା ଡଙ୍ଗା

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ବିଜୟନଗର ଘାଟରେ ଏକ ଡଙ୍ଗା ବୁଡିଯିବା ଘଟଣା ଏ ଅଂଚଳରେ ପୁଣି ଆତଙ୍କ ଖେଳାଇ ଦେଇଛି । ଗତ କିଛିଦିନ ତଳେ କେନ୍ଦ୍ରାପଡା ଜିଲ୍ଲାରେ ଏଭଳି ଆଉ ଏକ ଡଙ୍ଗାବୁଡି ଘଟଣାରେ କିଛି ଲୋକ ପ୍ରାଣ ହରାଇଥିଲେ । ଲୋକଙ୍କ ମନରୁ ଏହି ଭୟ ଓ ଆତଙ୍କ ଦୂର ହୋଇନଥିବା ବେଳେ…

ବିଦ୍ୟାଳୟରେ ଭୂତ ଭୟ

ବିଶ୍ୱାସ ହେଉ କି ନହେଉ ଗୋଟିଏ ବିଦ୍ୟାଳୟରେ ଭୌତିକ କାଣ୍ଡ ଯୋଗୁଁ ବହୁ ଛାତ୍ରଛାତ୍ରୀ ଝାଡାବାନ୍ତି ଭଳି ରୋଗରେ ଆକ୍ରାନ୍ତ ହେବା ସହିତ ଘଡିକୁ ଘଡି ମୁର୍ଚ୍ଛା ଯାଉଥିବାର ଏକ ଚାଂଚଲ୍ୟକର ଖବର ମିଳିଛି । ମୋହନା ଅଂଚଳର ଆର-ଉଦୟଗିରି ଥାନା ଅନ୍ତର୍ଗତ ଗୋପବନ୍ଧୁ ବିଦ୍ୟାପିଠରେ ଏଭଳି ଘଟଣା ଘଟିଛି ।…

ନିଜ ନିର୍ବାଚନ ମଣ୍ଡଳୀରେ ବୈଜୟନ୍ତଙ୍କୁ କଳାପତାକା

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିଜ ନିର୍ବାଚନ ମଣ୍ଡଳୀକୁ ଯାଇଁ ହଟ୍ଟହଟ୍ଟାର ସମୂଖୀନ ହୋଇଛନ୍ତି । ସେ ମାର୍ଶାଘାଇର ବ୍ଲକ ଅନ୍ତର୍ଗତ ଜୁଣଗ୍ରାମକୁ ଯାଇଥିବା ବେଳେ ତାଙ୍କୁ ଲୋକଙ୍କର ବିରୋଧର ସାମ୍ନା କରିବାକୁ ପଡିଥିଲା । ବହୁ ସଂଖ୍ୟାର ଯୁବକ ହାତରେ କଳା ପତାକା ଧରି ‘ବୈଜୟନ୍ତ ଗୋ ବ୍ୟାକ୍’…

ସିବିଆଇ ବିଶ୍ୱାସନୀୟତା ହରାଇଛି

ସିବିଆଇ ବେଶରେ ରାଜନୈତିକ ଦଳର ଅସ୍ତ୍ରଭାବେ କାର୍ଯ୍ୟକରୁଛି ବୋଲି ବିଜେଡି ସାଂସଦ ଭତୃହରି ମହତାବ ଆଜି ଲୋକସଭାରେ ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗଳାରେ ବୋଲିସ ଓ ସିବିଆଇ ମୁହାଁମୁହିଁ ହେବା ଘଟଣାରେ ଆଜି ସଂସଦରେ ବିରୋଧି ଦଳ ଗୁଡିକ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା…

ବ୍ରେକ୍ଅପ୍ ପରେ ନେହାଙ୍କ ବୋଲଣ୍ଡ ଅନ୍ଦାଜରେ ଜବାବ

କିଛି ଦିନ ତଳେ ଅଭିନେତା ହିମାଂଶ୍ କୋହଲିଙ୍କ ସହିତ ତାଙ୍କ ବ୍ରେକ୍ଅପ୍ ହୋଇସାରିଛି। ଦିନ ଥିଲା ନେହା ଓ ହିଂମାଶ୍ଙ୍କ ଯୋଡ଼ିଙ୍କୁ ସମସ୍ତେ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରୁଥିଲେ। କିନ୍ତୁ କୌଣସି କାରଣ ପାଇଁ ପ୍ରଥମେ ନେହା ଓ ହିମାଂଶ୍ ଦୁହେଁ ଦୁହିଁଙ୍କୁ ସୋଶାଲ ମିଡିଆ ଆକାଉଣ୍ଟରୁ ଅନ୍ଫଲୋ…

ଗୋଟିଏ ରାତି ପାଇଁ କୋଟିଏ ଟଙ୍କା

ତାମିଲ ଫିଲ୍ମ ‘ଅକ୍ସିଜେନ୍’ ଏବଂ ‘ଜେମ୍ସବଣ୍ଡ୍’ରେ ଅଭିନୟ କରିଥିବା ଅଭିନେତ୍ରୀ ସାକ୍ଷୀ ଚୌଧୁରୀ ଏବେ ନିଜର ଏକ ମ୍ୟୁଜିକ୍ ଭିଡିଓକୁ ନେଇ ସୋଶାଲ ମିଡିଆରେ ଟ୍ରୋଲ୍ ହେଉଛନ୍ତି। କିଛି ଦିନ ତଳେ ମଧ୍ୟ ସାକ୍ଷୀ ଏକ ଭିଡ଼ିଓ ଶେଆର କରିଥିଲେ। ଯେଉଁଥି ପାଇଁ ଏବେ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି ।…

କାଲି ହେବ ସିବିଆଇ ଶୁଣାଣି

ପଶ୍ଚିମବଙ୍ଗରେ ରାଜ୍ୟ ପୋଲିସ ଏବଂ ସିବିଆଇ ମଧ୍ୟରେ ଗତକାଲି ହୋଇଥିବା ମୁହାଁମୁହିଁ ପରିସ୍ଥିତିରେ ସିବିଆଇ ବିଫଳ ହେବା ପରେ ଆଜି ସିବିଆଇ ସୁପି୍ରମକୋର୍ଟ ଯାଇଛି । ସିବିଆଇ ପଶ୍ଚିମବଙ୍ଗ ସରକାର ବିରୁଦ୍ଧରେ ସୁପି୍ରମକୋର୍ଟର ହସ୍ତକ୍ଷେପ ଦାବି କରିଛି । ଏହା ଉପରେ ଆସନ୍ତାକାଲି ସୁପି୍ରମକୋର୍ଟ…

ବିିଧାନସଭା ବଜେଟ ଅଧିବେଶନ : ରାଜ୍ୟପାଳ ଗଣେଶୀ ଲାଲଙ୍କ ଭାଷଣ କ’ଣ ଥିଲା ଆସନ୍ତୁ ଜାଣିବା

ଭୁବନେଶ୍ୱର : ବିିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ଗଣେଶୀ ଲାଲଙ୍କ ଅଭୁଭାଷଣରୁ ଆରମ୍ଭ ହୋଇଥିବା ବେଳେ ସରକାରଙ୍କ ସଫଳତାର ଲମ୍ବା ତାଲିକା ଦେଇଛନ୍ତି । ଅଭିଭାଷଣକୁ ବିରୋଧୀ କଂଗ୍ରେସ ବର୍ଜନ କରିଛି । ଗତ 20 ବର୍ଷ ମଧ୍ୟରେ ରାଜ୍ୟ ଆର୍ଥିକ ସ୍ଥିରାବସ୍ଥା ସହ ସାମାଜିକ ଓ…

ମୁଁ ନିଜ ‘ପଦ୍ମ ଭୂଷଣ’ ସମ୍ମାନ ଫେରାଇଦେବି : ଆନ୍ନା ହଜାରେ କ’ଣ ପାଇଁ କହିଲେ ?

ଦେଶର ଲୋକପାଳ ନିଯୁକ୍ତିରେ ଅହେତୁକ ବିଳମ୍ବ ଘଟୁଥିବା ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ନିଜର ରାଷ୍ଟ୍ରୀୟ ସମ୍ମାନ ‘ପଦ୍ମ ଭୂଷଣ’କୁ ଫେରାଇ ଦେବାକୁ ଧମକ ଦେଇଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । କେନ୍ଦ୍ରରେ ଲୋକପାଳ ଓ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତିକୁ ନେଇ ଦୀର୍ଘ ଦିନରୁ ଦାବି…