ଏଟିଏମ୍ ଭଙ୍ଗାରୁଜା କରିବା ସହ ଲୁଟ୍ କଲେ ଦୁର୍ବୃତ୍ତ
ସୁବର୍ଣ୍ଣପୁର: ମାତିଲେ ଏଟିଏମ୍ ଲୁଟେରା। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପାଖରେ ଥିବା ଏଟିଏମ୍ରୁ ଲୁଟ୍ ହୋଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ଏଟିଏମରେ ପଶି ଭଙ୍ଗାରୁଜା କରିଛନ୍ତି । ଏଟିଏମରୁ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡିନାହିଁ । ଖବର ଜଣାପଡିବା ପରେ ଟାଉନ…
