ଗଣତନ୍ତ୍ର ଦିବସରେ ଆତଙ୍କବାଦୀଙ୍କ ହିଂସାକାଣ୍ଡ ; ୫ ଯବାନ ଗୁରୁତର, ୨ ଆତଙ୍କବାଦୀ ନିହତ
କାଶ୍ମୀର: ଗଣତନ୍ତ୍ର ଦିବସରେ ହିଂସାକାଣ୍ଡ ଘଟାଇଛନ୍ତି ଆତଙ୍କବାଦୀ । ଆତଙ୍କବାଦୀଙ୍କ ଆକ୍ରମଣରେ ୫ଜଣ ଯବାନ ଗୁରୁତର ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଜବାବୀ ହମଲାରେ ୨ ଆତଙ୍କୀ ମଧ୍ୟ ନିହତ ହୋଇଛନ୍ତି । ଅଶାନ୍ତ ହୋଇ ଉଠିଛି କଶ୍ମୀର ଘାଟି । ଆତଙ୍କବାଦୀମାନେ କଶ୍ମୀରର ପୁଲୱାମା ଘାଟି, ପଂପୋର…
