ଶାନ୍ତି କମିଟି ବୈଠକ ସଫଳ : ଆଜି ସକାଳ ୬ଟାରୁ କେନ୍ଦ୍ରାପଡ଼ାରେ କର୍ଫ୍ୟୁ ପ୍ରତ୍ୟାହାର
କେନ୍ଦ୍ରାପଡ଼ା: ଅଶାନ୍ତ କେନ୍ଦ୍ରାପଡ଼ାରେ ଶାନ୍ତି ଫେରାଇ ଆଣିବା ଲାଗି ଗତକାଲି ବସିଥିବା ଶାନ୍ତି କମିଟି ବୈଠକ ସଫଳ ହୋଇଛି। ଫଳରେ ପରିସ୍ଥିତି ସୁଧୁରିଥିବାରୁ ସକାଳ ୬ଟାରୁ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି। ତେବେ କର୍ଫ୍ୟୁ ଉଠାଇ ଦିଆଯାଇଥିଲେ ମଧ୍ୟ ୧୪୪ଧାରା ବଳବତ୍ତର ରହିବ। ଗତକାଲି ଦୁଇ…
