Odia News Portal
Yearly Archives

2019

ଆଜି କେନ୍ଦ୍ରାପଡ଼ା ସହର ବନ୍ଦ

କେନ୍ଦ୍ରାପଡ଼ା: ଉତ୍ତେଜନା ପରେ କେନ୍ଦ୍ରାପଡ଼ା ସହରରେ ବଳବତ୍ତର ରହିଛି ୧୪୪ ଧାରା। ପରିସ୍ଥିତି ଉପରେ ପୋଲିସ ନଜର ରଖିଛି। ଗଣ୍ଡଗୋଳ ପ୍ରତିବାଦରେ ଆଜି କେନ୍ଦ୍ରାପଡ଼ା ସହରରେ ବନ୍ଦ ଡାକରା ଦେଇଛି ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ। ସହରରେ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ବନ୍ଦ…

ଆମ ମୁଖ୍ୟମନ୍ତ୍ରୀ ଆମ ଘରେ

ଭୁବନେଶ୍ବର: ଏବେ ଆପଣଙ୍କ ଘରକୁ ଆସିବେ ମୁଖ୍ୟମନ୍ତ୍ରୀ । ଅବିଶ୍ୱାସ ଲାଗୁଥିଲେ ବି ସତ । ସ୍ୱଦେହରେ ନହେଲେବି ଟେକ୍ନୋଲଜି ଜରିଆରେ ଆପଣଙ୍କ ପାଖରେ ପହଞ୍ଚିବେ । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଗାଁ ଗାଁରେ ଲୋକଙ୍କ ସହ ସମ୍ପର୍କ ଯୋଡିବାକୁ ଆରମ୍ଭ କରିଛି ଏହି କାର୍ଯ୍ୟକ୍ରମ ... ମୋ…

ଡାଇରିଆରୁ ମୁକ୍ତି ପାଇଁ କରନ୍ତୁ ଏହି ସରଳ ଉପଚାର

୧. ଡାଇରିଆ ଆକ୍ରାନ୍ତ ବ୍ୟକ୍ତି ଏକ ଗ୍ଲାସ ପାଣିରେ ଫାଳେ ଲେମ୍ବୁ, ଅଲ୍ପ ଲୁଣ ଓ ଏକ ଚାମଚ ଚିନି ମିଶାଇ ପ୍ରତି ୧ ଘଣ୍ଟାରେ ପିଅନ୍ତୁ। ଏହାଦ୍ୱାରା ଶରୀରକୁ ଜଳୀୟ ଅଂଶ ମିଳିବ। ୨. ଏକ ଚାମଚ ଅଦା ରସ ସହ ଏକ ଚାମଚ ଲେମ୍ବୁ ରସ ମିଶାଇ ପିଇଲେ ଡାଇରିଆରୁ ମୁକ୍ତି ମିଳେ। ଆପଣ ପାଟିରେ ଆଦା ଜାକିଲେ…

ରିଲିଜ୍ ହେଲା ‘ଗଲି ବୟ’ର ଗୀତ

ରଣବୀର ସିଂହ ଅଭିନୀତ ଅପ୍କମିଂ ବଲିଉଡ୍ ମୁଭି ‘ଗଲି ବୟ’ର ନୂଆ ଗୀତ ‘ମେରେ ଗଲି ମେଁ’ ରିଲିଜ୍ ହୋଇଛି। ଏହି ଗୀତରେ ଗଲି ରାପ୍ର ଜବରଦସ୍ତ ଛୁଙ୍କ ରହିଛି। ରଣବୀର୍ ପୁଣି ଥରେ ଫିଲ୍ମରେ ଧମାକାଦାର୍ ରାପ୍ କରିଛନ୍ତି। ମେରେ ଗଲି ମେଁ’ ଗୀତଟିକୁ ରଣବୀର ସିଂହ, ଡିଭାଇନ୍ ଓ ନୈଜି ଗାଇଛନ୍ତି। ଏହାକୁ…

ଶିଲ୍ପା ସେଟ୍ଟୀଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ୍

କାଠଗଡ଼ାକୁ ଟଣା ହେବେ ବଲିଉଡ୍ ଅଭିନେତ୍ରୀ ଶିଲ୍ପା ସେଟ୍ଟୀ। କେବଳ ସେ ଏକା ନୁହନ୍ତି ତାଙ୍କ ସହ ଭଉଣୀ ଶମିତା ସେଟ୍ଟୀ ଓ ତାଙ୍କ ମା’ ସୁନନ୍ଦା ସେଟ୍ଟୀ ମଧ୍ୟ କୋର୍ଟରେ ହାଜର ହେବେ। ଏକ ଋଣ ଠକେଇ ମାମଲାରେ ଏମାନେ କୋର୍ଟରେ ହାଜର ହେବେ। ଏନେଇ ମୁମ୍ବାଇର ମେଟ୍ରୋ ପଲିଟାନ୍ ମାଜିଷ୍ଟ୍ରେଟ୍…

ପି୍ରୟଙ୍କା ହେଲେ ଏଆଇସିସି ମହାସଚ୍ଚିବ

ଭୁବନେଶ୍ୱର () କଂଗ୍ରେସ ପ୍ରତିକ୍ଷାର ଅନ୍ତ ଘଟିଲା । ମୋଦିଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା ଗାନ୍ଧୀ । ଦଳର ଉତ୍ତର ପ୍ରଦେଶ ସଂଗଠନ ଦାଇତ୍ୱ ନେଲେ । ଫେବୃଆରୀ 1 ତାରିଖରୁ ସେ ପୂର୍ବ ଉତ୍ତର ପ୍ରଦେଶ ପାଇଁ ଏଆଇସିସି ସାଧାରଣ ସମ୍ପାଦକ ଭାବେ ଦାଇତ୍ୱ ନେବେ । ଏନେଇ ଏଆଇସିସି…

କଲବଲ କରୁଛି କୁହୁଡ଼ି

କଲବଲ କଲାଣି କୁହୁଡ଼ି। ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି ଲୋକେ ଭୋଗୁଛନ୍ତି ହିନସ୍ତା। ରାତି ୧୧ଟା ବେଳକୁ ଏଭଳି କୁହୁଡ଼ି ମାଡ଼ି ଆସୁଛି ଯେ ରାସ୍ତା ଜଣାପଡ଼ୁନି। ଲୋକେ କୁଆଡ଼େ ଯିବେ? କେଉଁ ବାଟେ ଯିବେ? ଆଗକୁ ରାସ୍ତା ଅଛି କି ନାହିଁ ଜାଣିପାରୁ ନାହାନ୍ତି। ସକାଳ ୯ଟା ପର୍ୟ୍ୟନ୍ତ ବାଟଘାଟ…

ଶିଖର ଧାୱନଙ୍କ ୭୫ ଓ ବିରାଟ କୋହଲିଙ୍କ ୪୫ ରନ୍‌ ବଳରେ ଭାରତର ଦମଦାର ବିଜୟ

ନାପିଏର: ନାପିଏରରେ ପୁଣି କମାଲ ଦେଖାଇଲେ ଭାରତୀୟ ବୋଲର। କୁଳଦୀପ ଯାଦବ ଓ ମହମ୍ମଦ ସାମିଙ୍କ ଘାତକ ବୋଲିଂ ପାଇଁ ନିଜ ମାଟିରେ ଧୂଳି ଚାଟିଲା ନ୍ୟୁଜିଲାଣ୍ଡ। ଅଷ୍ଟ୍ରେଲିଆରେ ଐତିହାସିକ ସିରିଜ୍‌ ବିଜୟ ହାସଲ ପରେ ବୁଧବାର ବିଜୟ ସହ ଭାରତ ତାର ନ୍ୟୁଜିଲାଣ୍ଡ ଅଭିଯାନ ଆରମ୍ଭ କରିଛି। ଆଜି…

ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ୨୬ରୁ ଆଦିବାସୀ ମେଳା

ଭୁବନେଶ୍ୱର: ପାହାଡ଼ି ମାଟିର ମହକରେ ମହକିଲାଣି ରାଜଧାନୀ । ଗୋବର ଓ ଭିଜା ନାଲି ମାଟିରେ ଲିପା ହେଲାଣି ଘରର କାନ୍ଥ । ରଙ୍ଗ ବେରଙ୍ଗର ଚିତ୍ରରେ ସୁନ୍ଦର ଦିଶୁଛି ନୁଆଁଣିଆ ଚାଳ ଛପର ଘରସବୁ । ତଳି ପଡ଼ିିବା ପାଇଁ ପ୍ରସ୍ତୁତ କରାଗଲାଣି ଘର ଅଗଣା ଆଗ ଜମି । କାରଣ ସହରରେ ମେଳି ବାନ୍ଧିଲେଣି ବନବାସୀ…

ଭାରତ-ନ୍ୟୁଜିଲ୍ୟାଣ୍ଡ ଦିନିକିଆ : ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୫୭ରେ ଅଲ୍‌ ଆଉଟ୍‌

ନାପିଅର: ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜିଠାରୁ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି। ନାପିଅରରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଅଧିନାୟକ କେନ୍‌ ୱିଲିମସନ୍‌ଙ୍କ ଏହି ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରିଛନ୍ତି…