ଗହିରମଥା ଅଂଚଳରୁ ଏକ ଟ୍ରଲର ଜଵତ: ୧୭୫ଟି ବିରଳ ସାର୍କ ଉଦ୍ଧାର, ୭ ଗିରଫ
କେନ୍ଦ୍ରାପଡା: ବେଆଇନ ଭାବେ ବିରଳ ସାର୍କ ଚୋରାଚାଲାଣ ହେଉଥିବା ବେଳେ ଧରାପଡିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ଗହିରମଥା ଅଂଚଳରୁ ଆନ୍ଧ୍ରପ୍ରଦେଶର ଏକ ଟ୍ରଲର ଜବତ ହୋଇଛି । ଜବତ ହୋଇଥିବା ଟ୍ରଲରରୁ ୧୭୫ଟି ବିରଳ ସାର୍କ ଜବତ ହୋଇଛି । ବେଆଇନ ସାର୍କ ଚୋରାଚାଲାଣ ଅଭିଯୋଗରେ ୭ଜଣଙ୍କୁ ଗିରଫ…
