ବୋର୍ଡ ଏକାଦଶ ଦଳରେ ଓଡ଼ିଶାର ରାଜେଶ ମହାନ୍ତି
ଭୁବନେଶ୍ୱର: ଓଡ଼ିଶା ରଣ୍ଜୀ ଦଳର ସଦସ୍ୟ ତଥା ପୂର୍ବରୁ ୧୯ ବର୍ଷରୁ କମ୍ ଭାରତୀୟ କ୍ରିକେଟ୍ ଦଳରେ ସ୍ଥାନ ପାଇଥିବା ରାଜେଶ ମହାନ୍ତି ବିସିସିଆଇର ବୋର୍ଡ ସଭାପତି ଏକାଦଶ ଦଳରେ ସ୍ଥାନ ପାଇଛନ୍ତି। ସେ ବର୍ତ୍ତମାନ ଭାରତ ଗସ୍ତରେ ଥିବା ଇଂଲଣ୍ଡ ଲାୟନ୍ସ ବିରୋଧରେ ଖେଳାଯିବାକୁ ଥିବା ମ୍ୟାଚ୍…
