Odia News Portal
Yearly Archives

2019

କଳା ନୃତ୍ୟରେ ଦୁଲୁକୁଛି ଆସିକା ଫେଷ୍ଟ-୨୦୧୯

ଆସିକା : ଲୋକ କଳା ଓ ଲୋକ ନୃତ୍ୟରେ ଦୁଲୁକୁଛି ଆସିକା ଫେଷ୍ଟ-୨୦୧୯ । ସ୍ଥାନୀୟ ଅଞ୍ଚଳର କଳାକାରଙ୍କ ନୃତ୍ୟ ଓ ସଙ୍ଗୀତ ପରିବେଷଣ ସହ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ନୃତ୍ୟ ପରିବେଷଣ କରାଯାଉଛି। ଶୀତୁଆ ସଂଧ୍ୟାରେ ଆସିକା ଫେଷ୍ଟର ମଜା ନେଉଛନ୍ତି ଦର୍ଶକ। ପ୍ରଥମ ଥର ପାଇଁ ଆୟୋଜିତ…

ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ : ପୌଷ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଏହି ଅବସରରେ ଶ୍ରୀଜିଉଙ୍କୁ ସ୍ୱତନ୍ତ୍ର ରାଜରାଜେଶ୍ୱର ବେଶ କରାଯାଇଥାଏ। ସକାଳଧୂପ ପରେ ପୁଷ୍ୟାଭିଷେକ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ…

ରୋଗୀ ଆଣିବାକୁ ଯାଉଥିବା ବେଳେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ରୋଗୀ ଆଣିବାକୁ ଯାଉଥିବା ବେଳେ କୁହୁଡ଼ି ଯୋଗୁଁ ନୟାଗଡ଼ ଦଶପଲ୍ଲା କୁଆଁରିଆ ଡ୍ୟାମ୍ ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ; ୩ ଗୁରୁତର, ନୟାଗଡ଼ ହସ୍ପିଟାଲରେ ଭର୍ତ୍ତି.

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକ୍-ବୋଲେରୋ ମୁହାଁମୁହିଁ , ୩ ମୃତ, ୨ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଡେରାବିଶ ଥାନା ଅନ୍ତର୍ଗତ ଚାନ୍ଦୋଳଠାରେ ଘଟିଛି ଦୁର୍ଘଟଣା । ଟ୍ରକ୍ ସହ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟଲୋକ ଘଟଣାସ୍ଥଳରେ…

ଅସୁସ୍ଥ ମାଈ ହାତୀର ମୄତ୍ୟୁ

ଆଠଗଡ: ଆଠଗଡ଼ ନରସିଂହପୁର ବାଲିକିଆରୀ ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ମୄତ୍ୟୁ ହୋଇଛି । ହାତୀର ବୟସ ୫୦ ବର୍ଷ ହେବ । ଦୀର୍ଘଦିନ ହେଲା ମାଈ ହାତୀ ଅସୁସ୍ଥ ଥିଲା । ଚିକିତ୍ସାଧୀନ ଥିବା ବେଳେ ଅସୁସ୍ଥ ହାତୀର ମୃତ୍ୟୁ ହୋଇଛି । ଆଠଗଡ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ରେଞ୍ଜ ପଶ୍ଚିମ ସଂରକ୍ଷିତ…

ମଦମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଳା ତାଲପଟିଆ ପଞ୍ଚାୟତକୁ ମଦମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମହିଳା । ତାଲପଟିଆ ସମର୍ଥା ମହିଳା ମଣ୍ଡଳ ପକ୍ଷରୁ ବେଆଇନ ମଦ ବିକ୍ରିକୁ ରୋକ ଲଗାଇବା ପାଇଁ ମହିଳାମାନେ ଅଣ୍ଟା ଭିଡିଛନ୍ତି । ବିଭିନ୍ନ ଘର, ହୋଟେଲ ଏବଂ ଢାବାରେ ଚଢଉ କରି ଏକ କ୍ୱିଣ୍ଟାଲ ଦେଶୀ ମଦ…

ଗ୍ରୀନକାର୍ଡ କଥା କହି ପଦ୍ମ ଧରାଇଲେ

ଭୁବନେଶ୍ୱର () ରାଜ୍ୟ ବିଜେପିର ଆଜିର ଏକ ମିଶ୍ରଣ ପର୍ବରେ ଅପ୍ରୀତିକର ପରିସ୍ଥିତି ଉପୁଜିଛି । ବୋଲଗଡ଼ ଅଂଚଳରୁ କିଛି ମହିଳାଙ୍କୁ ଗ୍ରୀନକାର୍ଡ ସମସ୍ୟାର ସମାଧାନ କରାଯିବ କହି ଭବନେଶ୍ୱର ଆଣି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳରେ ମିଶିବାକୁ କୁହାଗଲା । ଆଜି ରାଜ୍ୟ କଂଗ୍ରେସର ପୂର୍ବତନ…

ସମଦୂରତ୍ୱ : ଜାତୀୟ ରାଜନୀତିରେ ସ୍ୱତନ୍ତ୍ର ନବୀନ 

ଭୁବନେଶ୍ୱର () ୨୦୦୦ ମସିହାରେ ରାଜ୍ୟରେ ଅଣକଂଗ୍ରେସ ରାଜନୀତିର ମୂଳଦୁଆ ପକାଇଥିବା ବିଜେଡି, କନ୍ଧମାଳ ସାମ୍ପ୍ରଦାୟିକ ଦଙ୍ଗା ପରେ ୨୦୦୯ରେ ବିଜେପି ହାତ ଛାଡିଥିଲା । ଯେଉଁଦିନ ବିଜେପି ଠାରୁ ଅଲଗା ହୋଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାକି ନିର୍ବାଚନ ମୈଦାନକୁ…

ଅଗାଡି ହୋଇପାରିନ୍ତି ଦଳଛଡା ନେତା

ଭୁବନେଶ୍ୱର : ଦ୍ରୁତ ଗତିରେ ବଦଳୁଥିବା ରାଜ୍ୟ ରାଜନୈତିକ ପାଣିପାଗରେ ଏବେ ଦଳଛଡାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମାନଙ୍କ ଭିତରୁ ଅଧିକାଂଶ ଭେଟେରାନ ହୋଇଥିବାରୁ ତାଙ୍କର ଗତିବିଧି ଉପରେ ଏବେ ସମସ୍ତଙ୍କ ନଜର । ଆଉ କିଛିଦିନ ମଧ୍ୟରେ ଯଦି ଏମାନେ କୌଣସି କୂଳରେ ନଲାଗିବେ ତେବେ ଧାଡିରେ ଥିବା…

ଯାତ୍ରୀଙ୍କ ସୁରକ୍ଷା ପାଇଁ ଜାହାଜକୁ ବାରଣ

ଗୋପାଳପୁର ବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାରୁ ଏଠାକୁ ପର୍ଯ୍ୟଟକ ଜାହାଜ ଆସିବା ସମ୍ଭବପର ହେଲାନାହିଁ । ଏଥି ସହିତ ଏହି ବନ୍ଦରଟି ଯାତ୍ରୀବାହୀ ଜାହାଜ ଚଳାଚଳ ପାଇଁ ନିର୍ମାଣ ହୋଇନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାଯାଇଛି । ସୂଚନା ଅନୁଯାୟୀ…