ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା । ୩ଶହ ଟଙ୍କା ପାଉଥିବା ହିତାଧିକାରୀ ଏଣିକି ପାଇବେ ୫ଶହ ଟଙ୍କା
ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା ! ୩ଶହ ଟଙ୍କା ପାଉଥିବା ହିତାଧିକାରୀ ଏଣିକି ପାଇବେ ୫ଶହ ଟଙ୍କା, ଉପକୃତ ହେବେ ୪୮ ଲକ୍ଷ ହିତାଧିକାରୀକନକ ବ୍ୟୁରୋ : ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା । ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ୨୦୦ ଟଙ୍କା ସୁରକ୍ଷା ଭତ୍ତା ବୃଦ୍ଧି କରିଛି ।…
