ପେପର ଠୁଙ୍ଗା କରି ରୋଜଗାର କରୁଛନ୍ତି ମହିଳା, ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ
ପେପର ଠୁଙ୍ଗା କରି ରୋଜଗାର କରୁଛନ୍ତି ମହିଳା। ସମ୍ବଲପୁର ଭତ୍ତରାର ଦୁଇ ଏସ୍ଏଚ୍ଜି ଗ୍ରୁପ୍ର ସଦସ୍ୟ ମାନେ ଠୁଙ୍ଗା ତିଆରି କରି ହୋଇପାରିଛନ୍ତି ସ୍ୱାବଲମ୍ଭୀ। ଏମାନଙ୍କର କାମକୁ ଜିଲ୍ଲାପାଳ ପ୍ରଂଶସା କରିବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।
ଚାଲିଛି ଠୁଙ୍ଗା ତିଆରି କାମ। ନିଜର…
