Odia News Portal
Yearly Archives

2019

ହନୁମାନଙ୍କ ସିନ୍ଦୁର ବେଶ ପଛର ଆଶ୍ଚର୍ୟ୍ୟଜନକ ରହସ୍ୟ, ଜାଣନ୍ତୁ

ସ୍ୱାଧିକାର ନ୍ୟୁଜ() ଭାଗବାନ ରାମ ଯେବେ ରାବଣକୁ ବଧ କରି ଅଯୋଧ୍ୟା ଫେରିଥିଲେ ସେତେବେଳେ ହନୁମାନ ତାଙ୍କ ସହ ଆସିଥିଲେ । ହନୁମାନ ରାମଙ୍କ ପରମ ଭକ୍ତ ଥିଲେ ତେଣୁ ସେ ତାଙ୍କ ସେବା କରିବାରେ ଅବହେଳା କରିବାକୁ ଚାହୁଁନଥିଲେ । ସେଦିନ ମଙ୍ଗଳବାର ହୋଇଥାଏ । ଶ୍ରୀରାମଙ୍କ ସଭାରେ ହନୁମାନ ସିନ୍ଦୁର…

ବିଶ୍ୱ ଭିନ୍ନକ୍ଷମ ଦିବସ : ରେଡ୍ ସ୍ୱସ୍ତିକ ସୋସାଇଟି ଓ ସିମ୍ପଲି କେୟାର କ୍ଲିନିକ୍ ପକ୍ଷରୁ ୨ଦିନିଆ ପରିମାପ ଶିବିର

ଭୁବନେଶ୍ୱର : ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମ ମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟକରୁଥିବା ଅଗ୍ରଣୀ ସମାଜକଲ୍ୟାଣ ପ୍ରତିଷ୍ଠାନ ରେଡ୍ ସ୍ୱସ୍ତିକ ସୋସାଇଟି ଓ ସିମ୍ପଲି କେୟାର କ୍ଲିନିକ୍ର ମିଳିତ ଆନୁକୂଲ୍ୟରେ ୨୮୦ରୁ ଉଦ୍ଧ୍ୱର୍ ଭିନ୍ନକ୍ଷମମାନଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ…

ଷ୍ଟେଜରେ ରାନୁଙ୍କ ଇଂରାଜୀ ଗାଳି,ଶୁଣିଲେ ହୋସ ଉଡିଯିବ, ଦେଖନ୍ତୁ ଭିଡିଓ

ମୁମ୍ବାଇ() ସୋସିଆଲ ମିଡିଆ ଷ୍ଟାର ରାନୁ ମଣ୍ଡଳ ଚର୍ଚ୍ଚାରେ ରହି ଆସିଛନ୍ତି। ଏବେ ପୁଣି ରାନୁଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି। ସୂଚନାଯୋଗ୍ୟ ରାନୁ ଏହି ଷ୍ଟେଜ ସୋ ରେ ସାମ୍ବାଦିକା ବରଖା ଦତ୍ତଙ୍କ ସହ କିଛି ଆଲୋଚନା ପରେ ବରଖା ତାଙ୍କୁ ଏକ ଗୀତ ଗାଇବାକୁ କହିଥିଲେ ତେବେ ରାନୁ ହିମେଶ…

ବିବାହ ପୂର୍ବରୁ ଗର୍ଭବତୀ ଥିଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ

ମୁମ୍ବାଇ() ଚର୍ଚ୍ଚାରେ ଅଭିନେତ୍ରୀ କୋଙ୍କଣା ସେନ୍ ଶର୍ମା। ହେଲେ କୋଙ୍କଣା ପ୍ରଫେସନାଲ ଲାଇଫ୍ ଅପେକ୍ଷା ପର୍ସନାଲ ଲାଇଫ୍ ବେଶ୍ ଚର୍ଚ୍ଚିତ। ହେଲେ କୁହାଯାଉଛି  ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ।୨୦୧୦ ସେପ୍ଟେମ୍ବରରେ ସେ ଲୁଚିଛପି ତାଙ୍କ ପୁରୁଷବନ୍ଧୁ ରଣବୀର ସୌରିଙ୍କୁ ବିବାହ କରିଥିବା…

ଏଣିକି ଆକାଶରେ ଦେଖାଯିବ କୃତ୍ରିମ ସୂର୍ୟ୍ୟ !

ନୂଆଦିଲ୍ଲୀ()  ସୂର୍ୟ୍ୟ ଆସିଲେ ଦିନ ହୋଇଥାଏ ଆଉ ଅସ୍ତ ହେଲେ ରାତି ହୋଇଥାଏ । ତେବେ ସୂର୍ୟ୍ୟଙ୍କୁ ନେଇ ଚୀନର ବୈଜ୍ଞାନିକମାନେ ଏଭଳି ଏକ ଆବିଷ୍କାର କରିବାକୁ ଯାଉଛନ୍ତି, ଯାହା ଜାଣିଲେ ହୁଏତ ଆପଣ ବି ଆଶ୍ଚର୍ୟ୍ୟ ହୋଇଯିବେ । ଚୀନର ବୈଜ୍ଞାନିକମାନେ ଏମିତି ଏକ କୃତ୍ରିମ ସୂର୍ୟ୍ୟର ନିର୍ମାଣ…

ସତ ହୋଇଥିଲେ ସାଂଘାତିକ: ଇଜ୍ଜତ ଲୁଟ ନା ମୁଲଚାଲ

ଭୁବନେଶ୍ବର () ଗତକାଲି ସନ୍ଧ୍ୟାରେ ପୁରୀରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ଏବେ ରାଜ୍ୟରେ ଚହଳ ସୃଷ୍ଟି କରିଛି । ଗତକାଲି ଅଭିଯୋଗକାରିଣୀଙ୍କ ବୟାନ ଏବଂ ଘଟଣାରେ ଜଣେ ବହିଷ୍କୃତ କନେଷ୍ଟବଳଙ୍କ ସମ୍ପୃକ୍ତି ଘଟଣାକୁ ଅଧିକ ରୋଚକ କରିଥିଲା । ଅଭିଯୋଗକାରିଣୀଙ୍କ ବୟାନ ଆଧାରରେ ପ୍ରଥମେ ବହିଷ୍କୃତ…

ବଢିଲା ସ୍ୱେଚ୍ଛାକୃତ ଜମି ପ୍ରଦାନ ଅବଧି

ଭୁବନେଶ୍ୱର() ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଭାବରେ ଜମି ବିକ୍ରୟ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ସମୟ ସୀମାକୁ ଆଉ ୭ ଦିନ ଅର୍ଥାତ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଶ୍ରୀମନ୍ଦିର ନିରପତ୍ତା ବଳୟ ନିମନ୍ତେ…

‘ମଧୁ’ ଆପର ଶୁଭାରମ୍ଭ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର () ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ଆରମ୍ଭ ହୋଇଛି ‘ମଧୁ’ ଆପ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମଧୁ ଆପକୁ ଶୁଭାରମ୍ଭ କରିଛନ୍ତି । ଛାତ୍ରଛାତ୍ରୀମାନେ ‘ମଧୁ ଆପ’କୁ ମୋବାଇଲ ଫୋନରେ download କରି ସେଥିରୁ ଭିଡିଓ ଦ୍ୱାରା ସେମାନେ ଶ୍ରେଣୀରେ ପଢା ଯାଇଥିବା ପାଠ ବୁଝି…

ସଭ୍ୟ ସମାଜରେ କୁକର୍ମକାରୀର କୌଣସି ସ୍ଥାନ ନାହିଁ : ଡିଆଇଜି

ପୁରୀ()  ପୁରୀରେ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ କନଷ୍ଟେବଳ ଜିତେନ୍ଦ୍ର ସେଠୀକୁ ଗିରଫ କରାଯାଇଛି। ଏଥିସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ସେପଟେ ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଆଶିସ ସିଂହ କହିଛନ୍ତି ପୀଡିତାଙ୍କର ଡାକ୍ତରୀମାଇନା କରଯାଇସାରିଛି ।…

ନାସା ଚନ୍ଦ୍ରଯାନ-୨ : ମିଳିଲା ଲ୍ୟାଣ୍ଡର ବିକ୍ରମର ସନ୍ଧାନ

ଓ୍ବାସିଂଟନ : ମିଳିଲା ଲ୍ୟାଣ୍ଡର ବିକ୍ରମର ସନ୍ଧାନ ।  ଆମେରିକାର ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେସନ ବା ନାସା ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ସନ୍ଧାନ ମିଳିଛି। ନାସା ଟ୍ୱିଟ୍ କରି ଲୁନାର ରେକନେସେନ୍ସ ଅର୍ବିଟର ବା ଏଲଆରଓ ଚନ୍ଦ୍ରପୃଷ୍ଠରେ ବିକ୍ରମର ସନ୍ଧାନ ପାଇଥିବା…