Odia News Portal
Yearly Archives

2019

ଆସନ୍ତା ୧୫ରେ ବଲାଙ୍ଗିର ଆସୁଛନ୍ତି ମୋଦି

ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଲାଙ୍ଗିର ଗସ୍ତ । ଏ ନେଇ ବିଜେପି ତରଫରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଦଳାୟ କର୍ମୀମାନେ ଘର ଘର ବୁଲି ଲୋକଙ୍କୁ ନିମନ୍ତ୍ରଣ ପତ୍ର ବାଣ୍ଟୁଛନ୍ତି । ଏହାସହ ଦଳ ତରଫରୁ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ…

କାଲିଠୁ ୩ଦିନ ଧରି ବନ୍ଦ ରହିବ ବ୍ୟାଙ୍କ

ଶନିବାର ଠାରୁ ୩ଦିନ ଧରି ବନ୍ଦ ରହିବ ବ୍ୟାଙ୍କ । ତେବେ ଆସନ୍ତୁ ଜାଣିବା କେଉଁ ଦିନ ଆଉ କେଉଁ କାରଣରୁ ବନ୍ଦ ରହିବ ବ୍ୟାଙ୍କ କାର୍ୟ୍ୟ । ବ୍ୟାଙ୍କ କାର୍ୟ୍ୟ ଜାନୁୟାରୀ ୧୨ ତାରିଖ ଅର୍ଥାତ କାଲି ଠାରୁ ଜାନୁୟାରୀ ୧୪ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ । ଜାନୁୟାରୀ ୧୨ ତାରିଖ ମାସର ଦ୍ୱିତୀୟ…

‘ଆମ ଘରେ ଏଲଇଡି’ : ଏବେ ମାଗଣାରେ ମିଳିବ ଏଲଇଡି ଲାଇଟ

ଭୁବନେଶ୍ବର: ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣାରେ ମିଳିବ ଏଲଇଡି ଲାଇଟ । ଆମ ଘରେ ଏଲଇଡି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । NFSA ଓ SFSS ହିତାଧିକାରୀଙ୍କୁ ମିଳିବ ମାଗଣା ଲାଇଟ ମିଳିବ । ହିତାଧିକାରୀଙ୍କୁ ୯ ଓ୍ଵାଟର ୪ଟି ଏଲଇଡି ଲାଇଟ ଦିଆଯିବ । ୯୫ ଲକ୍ଷ ପରିବାର ଏଥିରେ…

ଘରେ ଏକୁଟିଆ ଥିବାବେଳେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର…

ଶିବତଲା ଗାଁରେ ମୁହାଁମୁହିଁ ବିଜେଡି ଓ କଂଗ୍ରେସ !

ବଲାଙ୍ଗିର: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ନେଇ ମୁହାଁମୁହିଁ ବିଜେଡି ଓ କଂଗ୍ରେସ। ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ଶିବତଲା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀଙ୍କ ସହ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର, ସାଂସଦ କଳିକେଶ ନାରାୟଣ…

ଇନ୍ଦ୍ରାଣୀ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢଉ

ଖଣି ମାଲିକଙ୍କ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢଉ। ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ଉଚ୍ଚବାଲି ଓ ଯୋଡ଼ା ଖଣି କାର୍ଯ୍ୟାଳୟରେ ଆୟକର ବିଭାଗ ଚଢଉ କରିଛି। ଆୟକର ବିଭାଗର ୭ଜଣିଆ ଟିମ ଇନ୍ଦ୍ରାଣୀଙ୍କ ଯୋଡ଼ାସ୍ଥିତ କାର୍ଯ୍ୟାଳୟରୁ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଯାଞ୍ଚ କରିଛି । ବର୍ତ୍ତମାନ ସୁଦ୍ଧା ଚଢଉ…

ଦିଲ୍ଲୀ କଂଗ୍ରେସର ମୁଖ୍ୟ ହେଲେ ଶୀଲା ଦୀକ୍ଷିତ

ନୂଆଦିଲ୍ଲୀ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କୁ ଦିଲ୍ଲୀ କଂଗ୍ରେସର ମୁଖ୍ୟ ନିଯୁକ୍ତ କରାଯାଇଛି । ଅଜୟ ମାକେନ ନିଜ ପଦର ଇସ୍ତଫା ଦେବା ପରେ ଶୀଲାଙ୍କୁ ଏହି ଦାୟିତ୍ୱ ମିଳିଛି ।  ଶୀଲାଙ୍କ ନେତୃତ୍ୱରେ ଦଳ ଆଗାମୀ ଲୋକସଭା ନିର୍ବାଚନ ଲଢିବ । ଗତ…

ମୋ ସରକାର ଯେଉଁ ପ୍ରତିଶ୍ରୁତି ଦିଏ, ତାହା ପୂରଣ କରେ: ନବୀନ

ଭୁବନେଶ୍ୱର : ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ‘ମାଇଣ୍ଡ ରକ୍‌ସ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କହିଛନ୍ତି କି ତାଙ୍କ ସରକାର ଜନତାଙ୍କୁ ଯେଉଁ ପ୍ରତିଶ୍ରୁତି ଦିଏ, ତାହା ପୂରଣ କରେ । ଯେଉଁଥିପାଇଁ ଲୋକମାନଙ୍କର ସରକାର ଉପରେ ଭରସା ଓ…

ଲାଞ୍ଚ ନେଇ ଧରାପଡିଲେ ବିଜେଶ୍ୱର ପଣ୍ଡା

ନୂଆପଡା : ଭିଜିଲାନ୍ସ ଜାଲରେ ଖଡିଆଳ ଥାନାର ପୋଲିସ ଏଏସ୍‌ଆଇ। ଏଏସ୍‌ଆଇ ବିଜେଶ୍ୱର ପଣ୍ଡା ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । କେସ୍ ରଫାଦଫା କରିବାକୁ ଖଡିଆଳ କୁଅଁରପଡ଼ାର ଯୁବକ ଫକୀର ଆଲିଏସ୍‌ ଭବାନୀଶଙ୍କର ଅଦାଙ୍କୁ ସେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।…

କାଲି ଦାୟିତ୍ୱ ନେଇଥିଲେ ଆଲୋକ, ଆଜି ପଦରୁ ବିଦା କଲା ସିଲେକ୍ଟ କମିଟି

ନୂଆଦିଲ୍ଲୀ : ସିବିଆଇ ମୁଖ୍ୟ ପଦରୁ ହଟିଲେ ଆଲୋକ ବର୍ମା । ନିର୍ଦ୍ଦେଶକ ପଦରେ ପୁନଃ ଅବସ୍ଥାପିତ ହେବାର ୪୮ ଘଣ୍ଟା ପରେ ତାଙ୍କୁ ହଟାଯାଇଛି । ହାଇ ପାଓ୍ଵାର କମିଟି ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହାଇ ପାୱାର କମିଟି ବୈଠକ…