ସିଡନୀ ଦିନିକିଆ: ଅଷ୍ଟ୍ରେଲିଆର ଓ୍ଵିକେଟ୍ ପତନ, ଅଷ୍ଟ୍ରେଲିଆ ୨୦/୧
ସିଡନୀ: ସିଡନୀ ଠାରେ ଖେଳା ଯାଉଥିବାି ଭାରତ ଓ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଟସ୍ ଜିଣି ପ୍ରଥମେ ବାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆକୁ ପ୍ରଥମ ଝଟକା ଲାଗିଛି। ଭାରତର ନିର୍ଭରଯୋଗ୍ୟେ ବୋଲର ଭୁବନେଶ୍ୱର କୁମାର…
