ମୋଦୀ ହଟାଅ, ଦେଶ ବଞ୍ଚାଅ’: ୮ ଓ ୯ ତାରିଖ ଧର୍ମଘଟକୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ସମର୍ଥନ
ଭୁବନେଶ୍ବର : ‘ମୋଦୀ ହଟାଅ, ଦେଶ ବଞ୍ଚାଅ’ ଆହ୍ବାନରେ ଚଳିତ ମାସ ୮ ଓ ୯ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରାକୁ ବିଭିନ୍ନ ସ୍ତରରୁ ବିପୁଳ ସମର୍ଥନ ମିଳୁଛି। ପୂର୍ବରୁ ସିପିଆଇ ସମର୍ଥନ ପ୍ରଦାନ କରିଥିବା ବେଳେ ଆଜି ସମର୍ଥନର ହାତ ବଢ଼ାଇଛି ବିଜୁ ଶ୍ରମିକ ସାମ୍ମୁଖ୍ୟ। ଆଜି କେନ୍ଦ୍ରୀୟ ଶ୍ରମିକ…
