ରିଲେନସିପକୁ ନେଇ ଖୁଲାସା କଲେ ଜାହ୍ନବୀ କପୁର
ମୁମ୍ବାଇ : ବଲିଉଡ଼ର ନବାଗତ ଅଭିନେତ୍ରୀ ଜାହ୍ନବୀ କପୁର ୨୦୧୮ମସିହାରେ ଧଡ଼କ ଫିଲ୍ମ ଜରିଆରେ ଡ଼େବ୍ୟୁ କରିଛନ୍ତି। ଶ୍ରୀଦେବୀ ତନୟାଙ୍କର ଫିଲ୍ମ ବକ୍ସଅଫିସରେ ଖୁବ୍ ଭଲ କାମ କରିଥିବା ବେଳେ ଏଥିରେ ତାଙ୍କ ସହଅଭିନେତା ସାଜିଥିବା ଇଶାନ ଖଟ୍ଟରଙ୍କ ସହ ସଂପର୍କକୁ ନେଇ ବେଶ ଆଲୋଚନା ହୋଇଥିଲା। କିନ୍ତୁ…
