Odia News Portal
Yearly Archives

2019

ନବୀନଙ୍କ ବଡ଼ ଘୋଷଣା: ଏବେ ବିନା ସୁଧରେ ସ୍ବୟଂ ସହାୟିକା ଗୋଷ୍ଠୀ ପାଇବେ ଋଣ

ପୁରୀ: ଏଣିକି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ମିଳିବ ଋଣ । ଆଜି ପୁରୀରେ ମିଶନ ଶକ୍ତି କାର‌୍ୟ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଳ ବଣିଆ ସ୍ଥିତ ଇନଡୋର ଷ୍ଟାଡିୟମରେ ଆୟୋଜିତ ମହାସମାବେଶରେ ପ୍ରତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କାର ସିଡ୍‌ ମନି…

ପିପୁଲସ ଫର ଚଏସ ସମ୍ମାନରେ ଥାନା ଅଧିକାରୀଙ୍କୁ ସମ୍ମାନିତ

କଟକ: ଆଜି ମଙ୍ଗଳାବାଗ ଥାନାର ଭାରପ୍ରାପ୍ତ ଅଧିକାରୀ ତଥା ଜଣେ ଦକ୍ଷ ପୋଲିସ ଅଫିସର ଭାବେ ପରିଚିତ ଶ୍ରୀ ଅରୁଣ କୁମାର ସ୍ୱାଇଁଙ୍କୁ ୱାର୍ଲଡ଼ ଏଡ଼ ଅର୍ଗାନାଇଜେସନ ତରଫରୁ ପିପୁଲସ ଫର ଚଏସ ସମ୍ମାନରେ ଥାନା ପରିସରରେ ସମ୍ମାନିତ କରାଯାଇଛି । ଶ୍ରୀ ସ୍ୱାଇଁ ଜଣେ ଲୋକପ୍ରିୟ ଥାନା ଅଧିକାରୀ ଭାବରେ…

ବଜ୍ରକାପ୍ତା କାତି ଚାଲାଣ: ଜଣେ ଗିରଫ

ବ୍ରହ୍ମପୁର: ବଜ୍ରକାପ୍ତା କାତି ଚାଲାଣ ଓ ଶିକାରୀଙ୍କୁ ସହାୟତା କରୁଥିବା ଅଭିଯୋଗରେ ଜଣକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ୍‌ ବ୍ୟକ୍ତି ଜଣକ ହେଲେ ମହମ୍ମଦ ଜମସେଦ। ତାଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଛି। ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରର ଶିକାରୀଙ୍କ ସହିତ ମହମ୍ମଦଙ୍କର ଭଲ ଲିଙ୍କ୍…

୨୦୧୯ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ୨୦୧୯ ନିର୍ବାଚନ ପରିଚାଳନା ପାଇଁ ଭୁବନେଶ୍ୱର ସ୍ଥିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ହୋଇଛି। ରାଜ୍ୟରେ ଏକକାଳୀନ ନିର୍ବାଚନକୁ ସାମ୍ନା କରିବାକୁ ଏହି ବୈଠକରେ ପ୍ରସ୍ତୁତି ହୋଇଛି। ଏଥିପାଇଁ ପୁଲିସ୍‌ ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା…

ବାଲେଶ୍ୱର ପନ୍ତେଇ ଘାଟରେ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା

ବାଲେଶ୍ୱର: ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ଅନେକ ନିୟମ କରୁଛନ୍ତି। ମାତ୍ର ଏସବୁ ନିୟମକୁ ଫୁ କରି ମନମୁଖୀ ଭାବେ ନାଉରିଆ ଡଙ୍ଗା ଚଳାଉଛନ୍ତି। ବାଲେଶ୍ୱର ଜିଲ୍ଲା ପନ୍ତେଇ ଫେରିଘାଟରେ ବିପଦ ସଙ୍କୁଳ ଭାବେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଡଙ୍ଗାରେ ଯିବାଆସିବା…

ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ପୁଣି ହାତୀ ମୃତ୍ୟୁ

ଶିମିଳିପାଳ: ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ପୁଣି ହାତୀର ମୃତ୍ୟୁ । ହାତୀର ବୟସ ୮ରୁ ନଅ ବର୍ଷ ହେବ । ୪ ଦିନ ତଳେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବଡମହୁଲଡିହା TL-5 କମ୍ପାଟମେଣ୍ଟ ଏରିଆରେ ହାତୀର ମୃତ୍ୟୁ ହୋଇଛି । ବାରିପଦାସ୍ଥିତ ୱାଇଲ୍‌ଡ ଲାଇଫ ଟ୍ରେନିଂ…

ଆଜି ହେବ ରାଜନୀତିର ସୁପରହିଟ୍ ମହାମୁକାବିଲା : କ’ଣ କହିବେ ମୋଦୀ-ନବୀନ ?

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ଦୁଇ ଦୁଇଟା ହାଇଭୋଲଟେଜ୍ ସଭା ହେବ। ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଆସୁଥିବା ବେଳେ ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିକାଶ ଏଜେଣ୍ଡା ନେଇ ପ୍ରଧାନମନ୍ତ୍ରୀ ସ୍ୱାଭିମାନ ସମାବେଶ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ…

ଗ୍ୟାସ ଆଣିବା ପାଇଁ ଆଉ ବିତରକଙ୍କ ନିଟକକୁ ଯିବାକୁ ପଡିବ ନାହିଁ । ଏଣିକି ଜନସେବା କେନ୍ଦ୍ରରେ ମିଳିବ ରୋଷେଇ ଗ୍ୟାସ

ଆଉ ରୋଷେଇ ଗ୍ୟାସ୍ ପାଇଁ ଗ୍ରାହକଙ୍କୁ ବିିତରକଙ୍କ ପାଖକୁ ଦୌଡ଼ିବାକୁ ପଡ଼ିବ ନାହିଁ। ନିଜ ଘର ନିକଟସ୍ଥ ଜନସେବା କେନ୍ଦ୍ରରେ ଲୋକେ ରୋଷେଇ ଗ୍ୟାସ ପାଇପାରିବେ। ଅନୁଗୁଳ ଜିଲ୍ଲାରୁ ଏହି ଯୋଜନା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଏହି ପାଇଲଟ୍ ପ୍ରକଳ୍ପ ଜିଲ୍ଲାର ବଡ଼କେରା ଜନସେବା…

ଜମି କିଣାବିକାକୁ ନେଇ ଯୁବକଙ୍କୁ ଅପହରଣ ଅଭିଯୋଗ

କେନ୍ଦ୍ରାପଡା : ଜମି କିଣାବିକାକୁ ନେଇ ଜମି ମାଲିକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ । ଅପହୃତ ଯୁବକ ହେଲେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା କେସନଗର ଗାଁର ଗୋଲେଖ ଜେନା । ଗତକାଲି ବିଳମ୍ବିତ ରାତିରେ ଗୋଲେଖ ବଜାରରୁ ଘରକୁ ଫେରୁଥିବା ବେଳେ ଡାହାଣୀଗିରି ଗାଁର ପ୍ରମୋଦ ନାୟକ ତାଙ୍କୁ ଅପହରଣ…

ମହାକାଳପଡ଼ା ନେପଣିଆ ଡଙ୍ଗା ବୁଡ଼ି ଘଟଣା, ୪୫ଜଣଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ପ୍ରଶାସନ

କେନ୍ଦ୍ରପଡା : ମହାକାଳପଡ଼ା ନେପଣିଆ ଡଙ୍ଗା ବୁଡ଼ି ଘଟଣାରେ ଜୀବନ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା । ୪୫ଜଣଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ପ୍ରଶାସନ। ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରି ୧୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି। ଦୁଇ ସାହସୀ ଭଉଣୀ…