Odia News Portal
Yearly Archives

2019

ବଳଦେବଜୀୟୁଙ୍କ ଭୋଗ ହୋଇପାରେ ମହଙ୍ଗା ! ୧୩ ଲକ୍ଷ ୪୦ ହଜାର ଟଙ୍କାରେ ନିଲାମ ହେଲା ଭୋଗ ଦୋକାନ

କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କ ଅମଣିଆ ଦୋକାନ ଶୁକ୍ରବାର ଦିନ ନିଲାମ ହୋଇଛି। ଏହି ଭୋଗ  ଦୋକାନକୁ ବାର୍ଷିକ ୧୩ ଲକ୍ଷ ୪୦ ହଜାର ୧୦୦ ଟଙ୍କାରେ ନିଲାମ ଦିଆଯାଇଛି। ସୌରଚନ୍ଦ୍ର ସାହୁ ଚଳିତ ବର୍ଷ ମନ୍ଦିର ବେଢା ମଧ୍ୟରେ ଥିବା ଏହି ଦୋକାନର ନିଲାମ ନେଇଛନ୍ତି।…

ଜୁରା ଠାରେ କଂଗ୍ରେସର କର୍ମୀ ସମ୍ମିଳନୀ

ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୁରା ଠାରେ କଂଗ୍ରେସର କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଛି। ସନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଦ୍ୱାରା ଆୟୋଜିତ ଏହି ଦଳୀୟ କର୍ମୀ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ସମେତ କାର୍ଯ୍ୟକାରୀ ସଭାପତି…

ଗୀତାଞ୍ଜଳି ଦେବୀଙ୍କ କମ୍ବଳ ବଣ୍ଟନ

ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଆଡପଡା, ଖାଲିଙ୍ଗି, ଦୟାନିଧିପୂର ଓ ପାଟପୁର ରେ ମାନ୍ୟବର ସାନଖେମୁଣ୍ଡି ବିଧାୟିକା ଶ୍ରୀମତୀ ନନ୍ଦୀନି ଦେବୀ ଓ ଧରାକୋଟ ରାଜା ଶ୍ରୀ ଶ୍ରୀ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଙ୍କ କରକମଳ ରେ ୧୫୦୦ କମ୍ବଳ ବଣ୍ଟନ କରିଥିଲେ। ଉକ୍ତ କର୍ଯ୍ୟକର୍ମରେ ରାଜ ଜେମା…

ବୃଦ୍ଧା ମା’ କୁ ଜାଳିଦେଲା ପୁଅ

ମାଲକାନଗିରି: ବାର୍ଧ୍ୟକସମୟରେ ସାହାରା ହେବ , କୁଳ ଦୀପ ଭାବରେ ବଂଶକୁ ଆଲୋକିତ କରିବ , ବାବୁସାହାବ ବନି ସମାଜରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପିତାମାତାଙ୍କର ନାକରିବା ଏହିଭଳି କେତେଜଣ ସ୍ଵପ୍ନ ଦେଖିଥାନ୍ତି ପିତାମାତା । ହେଲେ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ମୋଟୁ ତହସିଲ…

ନିରଂଜନଙ୍କୁ କଡା ଜବାବ ଦେଲେ ବଦ୍ରି

ଭୁବନେଶ୍ବର () ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢୁଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ମଧ୍ୟରେ କଥା କଟାକଟି ବି ସେତିକି ତୀବ୍ର ହେଉଛି । ଗତକାଲି ନିରଂଜନ ବଦ୍ରି ପାତ୍ରଙ୍କୁ ଘସିପୁରାରୁ…

ଦିଲ୍ଲୀ ଧାରଣାରେ ସାମିଲ ହେବେ ନବୀନ

ଭୁବନେଶ୍ବର () ଆସନ୍ତା 8 ତାରିଖରେ ଦିଲ୍ଲୀରେ ବିଜେଡିର ସଂସଦ ଘେରାଉ ଅଭିଯାନରେ ସାମିଲ ହେବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରର ବିଜେପି ନେତୃତ୍ବାଧୀନ ଏନଡିଏ ସରକାରର ଚାଷୀ ବିରୋଧୀ ଆଭିମୁଖ୍ୟ ଏବଂ ଏମଏସପି ବୃଦ୍ଧି ଦାବିରେ ବିଜେଡି ଜାତୀୟ ରାଜଧାନୀରେ ବିଶାଳ…

ବିଜେଡି ବିରୋଧରେ ମହାମେଣ୍ଟ

ଭୁବନେଶ୍ବର () ବିଜେଡି ବିରୋଧରେ ମେଳି ବାନ୍ଧୁଛନ୍ତି ବିଭିନ୍ନ ଦଳର ଏବଂ ଭୋଟରଙ୍କ ଦ୍ବାରା ଅଲୋଡା ନେତାମାନେ । 2019ରେ ସେମାନେ ବିଜେଡିକୁ କ୍ଷମତାରୁ ହଟେଇବାକୁ ବିଜେଡି ଓ କଂଗ୍ରେସ ବିରୋଧୀ ମହାମେଣ୍ଟ ଗଠନ କରିବାକୁ ଯୋଜନା କରିଛନ୍ତି । ଉତ୍କଳ ଭାରତ, ବିଜୁ ସମତାକ୍ରାନ୍ତି, ବିଜୟ ମହାପାତ୍ର…

ଜାନୁଆରୀ ୬ ତାରିଖରୁ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲିବ

ଭୁବନେଶ୍ୱର: ରାଜଭବନ ଉଦ୍ୟାନ ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ଜାନୁଆରୀ ୬ ତାରିଖରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଛୁଟିଦିନ ଓ ରବିବାର ସହିିତ ପ୍ରତ୍ୟେହ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ଉଦ୍ୟାନ ପରିଦର୍ଶନ କରିପାରିବେ । ତେବେ ଅପରାହ୍ନ ୪.୩୦…

ସିମରନଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ

ସମ୍ବଲପୁରୀ ଆଲବମ ଅଭିନେତ୍ରୀ ସିମରନ ମରିଆଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ । ସିମରନଙ୍କ ଭଏସ ମେସେଜ ପରେ ତାଙ୍କ ସ୍ୱାମୀର ଏକ ଫୋନ ରେକର୍ଡ ପୁଲିସ ହାତରେ ଲାଗିଛି । ଯେଉଁଥିରେ ତାଙ୍କ ସ୍ୱାମୀ ସିମନରଙ୍କୁବାରମ୍ବାର ମରିଯିବାକୁ କହୁଛନ୍ତି । ସିମରନଙ୍କ ଭଏସ ମେସେଜ ପରେ ତାଙ୍କ ସ୍ୱାମୀଙ୍କ…

ଅଇଁଠା ବାସନକୁ ରାତିସାରା ରଖୁଛନ୍ତି କି ? ସାବଧାନ…

ଅଇଁଠା ବାସନକୁ ରାତିସାରା ରଖିବା ଉଚିତ ନୁହେଁ ବୋଲି କୁହାଯାଏ। ଆଜି ଆମେ ଆପଣଙ୍କୁ ମନା କରିବାର କାରଣ ଜଣାଇବାକୁ ଯାଉଛୁ। ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଘରର ବାସନ ସହିତ ପରିବାରଙ୍କ ସଦସ୍ୟଙ୍କ ଉପରେ ବ୍ୟାପକ ପ୍ରଭାବ ପଡିଥାଏ। ବାସ୍ତୁରେ କୁହାଯାଇଛି ଘରେ ରାତିରେ ଅଇଁଠା ବାସନକୁ…