Odia News Portal
Yearly Archives

2019

ନୂଆବର୍ଷରେ ହୋଇପାରେ ମନ୍ତ୍ରୀମଣ୍ଡଳ ଅଦଳବଦଳ

ଭୁବନେଶ୍ୱର : ନୂଆ ବର୍ଷରେ ହୋଇପାରେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅଦଳ ବଦଳ । ୨୦୨୦ ଆରମ୍ଭରେ ରାଜ୍ୟବାସୀ ନୂଆ ମନ୍ତ୍ରୀମାନଙ୍କୁ ଦେଖିବେ ବୋଲି କ୍ଷମତା ଅଳିନ୍ଦରେ ଆଲୋଚନା ଜୋର ଧରିଛି । ବିଧାନସଭା ସରିବା ପରେ ପରେ ଏଭଳି ଆଲୋଚନା ଆରମ୍ଭ ହୋଇଥିବାବେଳେ ମନ୍ତ୍ରୀମଣ୍ଡଳରେ କିଏ କିଏ ସ୍ଥାନ ପାଇବେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ମଙ୍ଗଳଙ୍କ ଦୃଷ୍ଟି ପ୍ରଭାବରେ ଆପଣଙ୍କ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ କ୍ରମଶଃ ଦୂରେଇଯିବ। କର୍ମକ୍ଷେତ୍ରରେ କୈାଶଳପୂର୍ଣ୍ଣ ବ୍ୟବହାର ଅନ୍ୟ ମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଭୁଲ୍‌…

ଜନ ସେବା ପାଇଁ ଅରୁଣଙ୍କୁ ଓଡିଶା ଉତ୍କର୍ଷ ସମ୍ମାନ

ଭୁବନେଶ୍ୱର () ଆଜି ଭୁବନେଶ୍ବର ସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ଆୟୋଜିତ ହୋଇଯାଇଛି ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ। ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ ଓ ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗଦେଇ ୧୭ ଜଣ ପ୍ରସିଦ୍ଧ ପ୍ରତିଭାଙ୍କ…

ବିଦ୍ରୋହୀ ସଙ୍କେତ ଦେଲେ ପଙ୍କଜା ମୁଣ୍ଡେ

ମୁମ୍ବାଇ : ମହାରାଷ୍ଟ୍ରରେ ବିଜେପି କ୍ଷମତାରୁ ଯିବା ପରେ ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ଏବେ  ସ୍ବର ଉତ୍ତୋଳନ ଆରମ୍ଭ ହୋଇଛି। ଦଳର ନେତା ପଙ୍କଜା ମୁଣ୍ଡେ ଫେସବୁକ୍  ଜରିଆରେ ପୋଷ୍ଟ କରି ଶକ୍ତି ପ୍ରଦର୍ଶନ ସଙ୍କେତ ଦେଇଛନ୍ତି। ପଙ୍କଜା ମୁଣ୍ଡେଙ୍କ ବାପା ଗୋପିନାଥ ମୁଣ୍ଡେଙ୍କ ଶ୍ରାଦ୍ଧ…

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ନିଜ ଜୀବନସାଥିଙ୍କ ପ୍ରତି ଅଧିକ ଯତ୍ନବାନ

ଦାମ୍ପତ୍ୟ ଜୀବନ ସୁଖମୟ ଥିବା ସହ ପ୍ରତ୍ୟେକ ମହିଳା ଇଚ୍ଛା କରିଥାଆନ୍ତି, ତାଙ୍କ ଜୀବନ ସାଥି ତାଙ୍କ ପ୍ରତି ସର୍ବଦା ଯତ୍ନବାନ ହୋଇ ରହିଥାଆନ୍ତୁ। ପତି ହୁଅନ୍ତୁ କିମ୍ବା ପତ୍ନୀ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା, ଭଲପାଇବା, ବିଶ୍ୱାସ ରହିବା ନିତ୍ୟାନ୍ତ ଆବଶ୍ୟକ। ଏହା ସଂପର୍କକୁ ସୁଦୃଢ…

ସୋସିଆଲ ମିଡିଆରେ ଯୁବତୀଙ୍କ ଫଟୋ ଭାଇରାଲ, ୩ ଗିରଫ

କେନ୍ଦ୍ରାପଡ଼ା : ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରି ୩ ଯୁବକ ଗିରଫ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ ସୋସିଆଲ ମିଡିଆରେ ଯୁବତୀଙ୍କ ଫଟୋ ଭାଇରାଲ ହୋଇଥିବା ଅଭିଯୋଗ। ଫଟୋ ଭାଇରାଲ ଅଭିଯୋଗରେ ଆଳି ପୋଲିସ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜଣେ…

ଖଣ୍ଡିଗିରରୁ ସେକ୍ସ ର‍୍ୟାକେଟ ଠାବ, ୩ ଯୁବତୀ ଓ ୩ ଗ୍ରାହକ ଗିରଫ

ଭୁବନେଶ୍ବର : ରାଜଧାନୀରୁ ସେକ୍ସ ର‍୍ୟାକେଟ ଠାବ । ଖଣ୍ଡିଗିର ଅଞ୍ଚଳରୁ ସେକ୍ସ ରାକେଟ ଠାବ କରାଯାଇଛି । ୩ ଯୁବତୀ ଓ ୩ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ । ପାତ୍ରପଡ଼ା ନିକଟରେ ଥିବା ଏକ ହୋଟେ୍‌ଲ୍‌ରେ ସେକ୍ସ ର‍୍ୟାକେଟ୍‌ ଚାଲିଥିଲା । ପଶ୍ଚିମବଙ୍ଗ ଓ ଗୋଆରୁ ଯୁବତୀମାନେ ଏହି ହୋଟେଲକୁ…

ଆଜିଠୁ ଟ୍ରାଫିକ୍ ନିୟମ କଡ଼଼ାକଡ଼଼ି : କ୍ୟାମେରା ସବୁ ଦେଖୁଛି, ଘରକୁ ଯିବ ଇ-ଚାଲାଣ

ଭୁବନେଶ୍ୱର : ଟ୍ରାଫିକ ଯାଞ୍ଚ କୋହଳ ହେଲା ଅର୍ଥ ନିୟମ ଉଲ୍ଲଘଂନକାରୀଙ୍କୁ ଯେ ଫାଇନ୍ ପଡ଼ିବ ନାହିଁ ତାହା ନୁହେଁ । କାଗଜପତ୍ର ଯାଞ୍ଚକୁ ୩ ମାସ ଘୁଞ୍ଚାଇ ଦିଆଯାଇଥିଲେ ବି ମୁଖ୍ୟ ରାସ୍ତାଗୁଡିକରେ ଯାନବାହନ ଚଳାଚଳ, ମଦୁଆ ଗାଡ଼ିଚାଳକ ଓ ଦ୍ରୁତଗତିରେ ଗାଡ଼ି ଚାଳକଙ୍କ ଉପରେ ନଜର ରଖିବ ସିସିଟିଭି ।…

ଏହି ଉପାୟରେ ଡାଲିରେ ଦିଅନ୍ତୁ ଛୁଙ୍କ

ବଳକା ରହିଥିବା ଡାଲି କିମ୍ବା ନୂଆ କରି ବନାଉଥିବା ଡାଲିରେ ଏହିପରି ଭାବରେ ଦିଅନ୍ତୁ ତଡକା। ଏହି ଉପାୟ ହେଉଛି ବହୁତ ସହଜ୍‌। ଏହି ସହଜ ତଡକା ଦେବା ଦ୍ୱାରା ଆପଣଙ୍କ ଡାଲି ବହୁତ ଟେଷ୍ଟୀ ହୋଇଯିବ। ଯଦି ଆପଣ ସବୁ ଦିନ ଗୋଟିଏ ପ୍ରକାରର ଡାଲି ଖାଇ ଖାଇ ବୋର ହୋଇଗଲେଣି ତେବେ ଏହି ଉପାୟରେ ଥରେ…

ଅନେକ ରୋଗରୁ ମୁକ୍ତି ଦିଏ କେଶର 

ଫୁଲର କେଶର ବିଷୟରେ ସମସ୍ତେ ଅଳ୍ପବହୁତେ ଜାଣନ୍ତି। ତେବେ ସ୍ବାଦ ଏବଂ ସୌନ୍ଦର‌୍ୟ୍ୟ କଥା ଉଠିଲେ ସର୍ବପ୍ରଥମେ କେଶରର ନାମ ଆସିଥାଏ। ଏହି କେଶର ଅନେକ ଅସାଧ୍ୟ ରୋଗ ପାଇଁ ରାମବାଣ ସଦୃଶ ହୋଇଥାଏ। କ୍ୟାନ୍‌ସର: କ୍ୟାନ୍‌ସର ପରି ମାରାତ୍ମକ ରୋଗ ପାଇଁ କେଶର ଲାଭଦାୟକ ହୋଇଥାଏ। କ୍ରୋସିନ ନାମକ…