ସାବରିମାଲା ମନ୍ଦିରରେ ପ୍ରବେଶ କଲେ ଦୁଇ ମହିଳା
ଥିରୁଭାନନ୍ଥପୁରମ୍: କେରଳର ସାବରିମାଲା ମନ୍ଦିରରେ ବୁଧବାର ଭୋର୍ ୩ଟା ୪୫ରେ ଦୁଇ ମହିଳା ଗୁପ୍ତରେ ପ୍ରବେଶ କରି ପ୍ରଭୁ ଆୟପ୍ପାଙ୍କୁ ଦର୍ଶନ କରିଛନ୍ତି। ଏହାଦ୍ୱାରା ଏଠାରେ ପ୍ରଚଳିତ ଶହ ଶହ ବର୍ଷର ପରମ୍ପରା ଭାଙ୍ଗିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୫୦ ବର୍ଷରୁ କମ୍ ବୟସ୍କ ଦୁଇ…
